Daily Archives

ଖୋର୍ଦ୍ଧା ବାଲିପାଟଣାରେ ହର ଘର ତ୍ରିରଙ୍ଗା ଅଭିଯାନ

ଅଭିଯାନକୁ ଉଦଘାଟନ କରିବା ସହ ତ୍ରିରଙ୍ଗା ପଦଯାତ୍ରାରେ ସାମିଲ ହେଲେ ଭୁବନେଶ୍ୱର ସାଂସଦ ଭୁବନେଶ୍ୱର, (ପିଆଇବି) : ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା ଠାରେ ‘ହର ଘର ତିରଙ୍ଗା’ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ
Read More...

ରାଉରକେଲାରେ ହର ଘର ତ୍ରିରଙ୍ଗା ଏବଂ ଆଜାଦୀ କା ଅମୃତ ମହୋତ୍ସବ ପ୍ରଦର୍ଶନୀକୁ ଉଦ୍‌ଘାଟନ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

ରାଉରକେଲା, (ପିଆଇବି) : ରାଉରକେଲାଠାରେ ହର ଘର ତ୍ରିରଙ୍ଗା ଏବଂ ଆଜାଦୀ କା ଅମୃତ ମହୋତ୍ସବ ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଞ୍ଚାର
Read More...

ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ର ଭାରତୀୟ ଖେଳାଳୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

“ଖେଳାଳୀମାନଙ୍କ ଦୃଷ୍ଟାନ୍ତମୂଳକ କ୍ରୀଡା ନୈପୁଣ୍ୟ ଯୋଗୁଁ ଦେଶ ଏକ ଉତ୍ସାହଜନକ ସଫଳତାର ନିଦର୍ଶନ ସ୍ୱରୂପ ସ୍ୱାଧୀନତାର ଅମୃତ କାଳରେ ପ୍ରବେଶ କରୁଛି”“କ୍ରୀଡାବିତମାନେ ଦେଶର ଯୁବକଯୁବତୀଙ୍କୁ ଅନୁପ୍ରାଣୀତ କରିବା ଦ୍ୱାରା ସେମାନେ କ୍ରୀଡା ବ୍ୟତୀତ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଭଲ
Read More...

ଯୁକ୍ତ ଦୁଇ କଳା ପରୀକ୍ଷାରେ ଶାମୁକାଙ୍କ କୃତିତ୍ୱ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ରାଧାଶ୍ୟାମ ଆଂଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବିଲାଇସର୍ଡାର ଛାତ୍ରୀ ଶାମୁକା ବିଶ୍ୱାଲ ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଭୁବନେଶ୍ୱର ଦ୍ୱାରା ପରିଚାଳିତ ବାର୍ଷିକ ପରୀକ୍ଷାରେ ସର୍ବୋଚ୍ଚ ୬୦୦ ମାର୍କରୁ ୫୩୯ ମାର୍କ
Read More...

ବଲାଙ୍ଗିରରେ ସ୍ୱାଧୀନତାର ୭୫ ବର୍ଷ ପାଳନ ଅବସରରେ ତିରଙ୍ଗା ବିଶାଳ ଶୋଭାଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତ ସ୍ୱାଧୀନତାର ୭୫ ବର୍ଷ ପାଳନ ଅବସରରେ ବଲାଙ୍ଗିର ପୌରପରିଷଦ, ବଲାଙ୍ଗିର ୧୮୯ ବଟାଲିୟନ ସିଆରପିଏଫ୍‌, ବଲାଙ୍ଗିରର ସମସ୍ତ ସାମାଜିକ ଅନୁଷ୍ଠାନ ଏବଂ ବଲାଙ୍ଗିର ସାଧାରଣ ଜନତାଙ୍କ ମିଳିତ ଉଦ୍ୟମରେ ବଲାଙ୍ଗିର କୋଶଳ କଳାମଣ୍ଡଳ ପଡିଆଠାରୁ ତିରଙ୍ଗା ଧରି ବିଶାଳ
Read More...

ଟିଟିଲାଗଡ ବରିଷ୍ଠ ନାଗରିକ ସଂଘର କର୍ମକର୍ତ୍ତା ଚୟନ

ଟିଟିଲାଗଡ, (କେପିଏନ୍‌ଏସ୍‌) : ଟିଟିଲାଗଡ ବରିଷ୍ଠ ନାଗରିକ ସଂଘର କର୍ମକର୍ତ୍ତା ଚୟନ ହୋଇଯାଇଛି । ଏହି ଅବସରରେ ସଂଘର ସଭାପତି ଭାବେ ସେବକ ଚରଣ ଦାଶ, ଉପସଭାପତି ଭାବେ ବୈରିଗଂଜନ ମିଶ୍ର, ଘିନୁ ଆଡଯୁଆଡ, ସଂପାଦକ ଭାବେ ଭିକାରୀ ଚରଣ ମିଶ୍ର, ସହସଂପାଦକ ଭାବେ ବନମାଳୀ ଦାଶ, ଅକ୍ଷୟ କୁମାର
Read More...

ଗ୍ରାମ ସଭାରେ ସମସ୍ୟା ଉପସ୍ଥାପନ ପାଇଁ ଜନସଚେତନତା କାର୍ଯ୍ୟକ୍ରମ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ବ୍ଲକର ବିଭିନ୍ନ ପଞ୍ଚାୟତଗୁଡିକରେ ଗ୍ରାମ ସଭାରେ ସମସ୍ୟା ଉପସ୍ଥାପନ ପାଇଁ ଆଜାଦୀର ଅମୃତ ମହୋତ୍ସବ ପାଳନ ଅବସରରେ ତୃଣମୂଳ ସ୍ତରରେ ଲୋକମାନଙ୍କ ରାଜନୈତିକ ସଶକ୍ତିକରଣ ଏବଂ ଲୋକ ମାନଙ୍କର ମୌଳିକ ସମସ୍ୟାକୁ ଉପସ୍ଥାପନ କରିବା ପାଇଁ ଏକ ପ୍ରୟାସ ଆରମ୍ଭ
Read More...

ପାଟଣାଗଡ଼ଠାରେ ଅମୃତ ମହୋତ୍ସବ ପାଳନ ସହ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଲାୟନ କ୍ଲବ ଅନୁକୂଲ୍ୟରେ ପାଟଣାଗଡ଼ଠାରେ ଅମୃତ ମହୋତ୍ସବ ପାଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ପଞ୍ଚମୂଖୀ ହନୁମାନ ମନ୍ଦିରଠାରୁ ହାତରେ ତ୍ରିରଙ୍ଗା ଧରି ଶତାଧିକ ଜନସାଧାରଣ ଏକ ଶୋଭାଯାତ୍ରାରେ ବାହାରି
Read More...

ପଦ୍ମପୁର ଟାଉନ ଉଚ୍ଚ ବିଦ୍ୟାଳୟରେ ‘ସୁରକ୍ଷିତ ଭବିଷ୍ୟତ ପାଇଁ ଗଛଟିଏ’ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଟାଉନ ଉଚ୍ଚ ବିଦ୍ୟାଳୟରେ 'ସୁରକ୍ଷିତ ଭବିଷ୍ୟତ ପାଇଁ ଗଛଟିଏ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ ସଭାରେ ହାଇସ୍କୁଲର ସଭାପତି ପ୍ରୀତମ ମେହେର ସଭାପତିତ୍ୱ କରିଥିବା ବେଳେ ଅତିଥି ଭାବରେ ପ୍ରକୃତି ବନ୍ଧୁ ମୀନକେତନ
Read More...

ବୃକ୍ଷ ଦେବତାଙ୍କୁ ରାକ୍ଷୀ ବାନ୍ଧିଲେ ପ୍ରକୃତି ବନ୍ଧୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବନ ବିଭାଗ ରେଞ୍ଜ ଅଫିସ ପରିସରରେ ଏକ ନିଆରା ରାକ୍ଷୀ ବାନ୍ଧିବା କାର୍ଯ୍ୟକ୍ରମ ଦେଖିବାକୁ ମିଳିଛି । ପ୍ରକୃତି ବନ୍ଧୁ ବଡ ଶତପଥି ଓ ପ୍ରକୃତି ବନ୍ଧୁ ବିଭୁତି ମୁଣ୍ଡ ପ୍ରତି ବର୍ଷ ପରି ଏଥର ପାଇକମାଲ ରେଞ୍ଜ ଆଫିସ ପରିସରରେ ନିମ୍ବ ବୃକ୍ଷ
Read More...