Daily Archives

ଇଚ୍ଛା ଅଛି, ସମ୍ବଳ ନାହିଁ : ଅନଲାଇନ କାମର ଭରସା ଦିବ୍ୟାଙ୍ଗ ଶଙ୍କର

ଲୋଇସିଂହା, (କେପିଏନ୍‌ଏସ୍‌) : ନିଜ ଗୋଡ଼ରେ ଛିଡା ହେବା ପାଇଁ ସାହାରା ଦରକାର ପଡୁଛି । ନିତ୍ୟକର୍ମ ସାରିବା ପାଇଁ ଅନ୍ୟ ଉପରେ ଭରସା ହେଉଛି । ଯେହେତୁ ସେ ଜଣେ ଦୁଇ ଗୋଡ଼ କାମ କରୁ ନଥିବା ଦିବ୍ୟାଙ୍ଗ । କିନ୍ତୁ କମ୍ପ୍ୟୁଟରରେ ଅନଲାଇନ କାମ କରାଇବା ପାଇଁ ତାଙ୍କ ଉପରେ ପ୍ରତ୍ୟହ ଶହ ଶହ ଲୋକ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକ ରୋତ ଗ୍ରା.ପ.ରୁ ଜଣେ, ଭରସୁଜା ଗ୍ରା.ପ.ରୁ ୨ଜଣ, ଉପରବାହାଲ ଗ୍ରା.ପ.ରୁ ଜଣେ, ବଲାଙ୍ଗିର ବ୍ଲକ ମାଧିଆପାଲି ଗ୍ରା.ପ.ରୁ
Read More...

୨୦୨୨ ଜୁଲାଇ ମାସରେ ସକଳ ଜିଏସଟି ରାଜସ୍ୱ ସଂଗ୍ରହ ୧,୪୮,୯୯୫ କୋଟି ଟଙ୍କାରେ ପହଞ୍ଚିଲା

● ଜୁଲାଇ ମାସରେ ଜିଏସଟି ରାଜସ୍ୱ ସଂଗ୍ରହ ଦ୍ବିତୀୟ ସର୍ବାଧିକ, ଗତ ବର୍ଷ ସମାନ ମାସ ତୁଳନାରେ ୨୮% ଅଧିକ● ଜୁଲାଇ ୨୦୨୨ରେ ଓଡ଼ିଶାରେ ୩,୬୫୨ କୋଟି ଟଙ୍କାର ଜିଏସଟି ରାଜସ୍ୱ ସଂଗୃହିତ (ବସ୍ତୁ ଆମଦାନୀ ଉପରେ ଲାଗୁଥିବା ଜିଏସଟିକୁ ଛାଡ଼ି) ନୂଆଦିଲ୍ଲୀ, (ପିଆଇବି) : ୨୦୨୨ ଜୁଲାଇ ମାସରେ ୧
Read More...

ଅନ୍ତଃରାଷ୍ଟ୍ରୀୟ କରାଟେ ପ୍ରତିଯୋଗିତାରେ ବଲାଙ୍ଗିର କରାଟେ ସ୍କୁଲର ସଫଳତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୋଲକତାର ନେତାଜୀ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ୬ଷ୍ଠତମ ଆନ୍ତଃରାଷ୍ଟ୍ରୀୟ କରାଟେ ପ୍ରତିଯୋଗିତା ଅଲ ଇଣ୍ଡିଆ ସେଇସିନକାଇ କରାଟେ ଫେଡେରେସନ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଭାରତ ସମେତ ଅନ୍ୟ ଦେଶ ଇରାନ, ପାକିସ୍ଥାନ, ତୁର୍କୀ,
Read More...

ଶିକାଛିଡା ଗ୍ରାମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଓ ସଚେତନତା ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଶିକାଛିଡା ଗ୍ରାମର ଗଣପତି କଳା ପରିଷଦ ଆନୁକୂଲ୍ୟରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସର୍ବ ପ୍ରଥମେ ଶିକାଛିଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଗ୍ରାମରେ ସଚେତନତା ଶୋଭାଯାତ୍ରା
Read More...

ଭୋଟର କାର୍ଡରେ ଆଧାର ସଂଯୋଗ ସମ୍ପକିତ କର୍ମଶାଳା

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ପରିସରରେ ଥିବା ରାଜୀବ ଗାନ୍ଧୀ ସେବା ଭବନଠାରେ ଭୋଟର କାର୍ଡରେ ଆଧାର ସଂଯୋଗ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକ ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ, ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା, ଜିପିଇଓ
Read More...

ବିର୍ସାମୁଣ୍ଡା ନୋଡାଲ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଦିଲୀପ କୁମାର ଦାଶଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ପାନପୋଷ କ୍ୱାରୀ ସାଇଡିଂରେ ଥିବା ବିର୍ସାମୁଣ୍ଡା ନୋଡାଲ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଦିଲୀପ କୁମାର ଦାଶଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର
Read More...

ମର୍ଯ୍ୟାଦାର ସହ ଅସହାୟ ଶବ ସତ୍କାର କଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସାମାଜିକ ଅନୁଷ୍ଠାନ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ତରଫରୁ ଏକ ଅସହାୟ ଶବକୁ ମର୍ଯ୍ୟାଦାର ସହ ସତ୍କାର କରାଯାଇଛି । ସୂଚନା ଅନୁସାରେ ଗତ ଜୁଲାଇ ୯ ତାରିଖରେ ବଲାଙ୍ଗିର-ସୋନପୁର ରାସ୍ତାରେ ଅଚେତ ଅବସ୍ଥାରେ ପଡିରହିଥିବା ଏକ ବ୍ୟକ୍ତିଙ୍କୁ ଅନୁଷ୍ଠାନର
Read More...

ପାଗଳ କୁକୁର ୪ ଡଜନରୁ ଅଧିକ କାଉଡ଼ିଆଙ୍କୁ କାମୁଡ଼ିଲା, ଅନେକ ଗୁରୁତର

ମୁଙ୍ଗର୍ : ବିହାରର ମୁଙ୍ଗର ଜିଲ୍ଲାରୁ ଏକ ବଡ ଖବର ଆସୁଛି । ଏକ ପାଗଳ କୁକୁର ୪ ଡଜନରୁ ଅଧିକ କାଉଡ଼ିଆଙ୍କୁ କାମୁଡିଛି । ଘଟଣାସ୍ଥଳରେ ଏଥିପାଇଁ ଭୟର ବାତାବରଣ ସୃଷ୍ଟି ହୋଇଥିଲା । କିଛି ଆହତ କାଉଡ଼ିଆ ଗୁରୁତର ଭାବେ ଆହତ ହୋଇଥିଲେ । ଏ ସମ୍ପର୍କରେ ଖବର ପ୍ରଚାର ହେବା ମାତ୍ରେ ସମସ୍ତ
Read More...

ମହାରାଷ୍ଟ୍ରରେ ବିଶ୍ୱାସଘାତକତାକୁ ବରଦାସ୍ତ କରାଯାଏ ନାହିଁ, ଏକନାଥ ସିନ୍ଦେ ସରକାର ଭାଂଗିଯିବ : ଆଦିତ୍ୟ ଠାକରେ

ସିନ୍ଧୁଦୁର୍ଗ : ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଯୁବ ସେନା ମୁଖ୍ୟ ଆଦିତ୍ୟ ଠାକରେ ସୋମବାର କହିଛନ୍ତି ଯେ, ରାଜ୍ୟରେ ବିଶ୍ୱାସଘାତକତାକୁ କେବେ ହେଲେ ବରଦାସ୍ତ କରାଯାଏ ନାହିଁ, ତେଣୁ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ସରକାର ନିଶ୍ଚିତ ଭାବେ ଭାଂଗିଯିବ । କୋଂକଣ ଅଞ୍ଚଳକୁ ତାଙ୍କର ଚାରି
Read More...