csstore

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକ ରୋତ ଗ୍ରା.ପ.ରୁ ଜଣେ, ଭରସୁଜା ଗ୍ରା.ପ.ରୁ ୨ଜଣ, ଉପରବାହାଲ ଗ୍ରା.ପ.ରୁ ଜଣେ, ବଲାଙ୍ଗିର ବ୍ଲକ ମାଧିଆପାଲି ଗ୍ରା.ପ.ରୁ ଜଣେ, ଚୁଡାପାଲି ଗ୍ରା.ପ.ରୁ ଜଣେ, ଶିବତଲା ଗ୍ରା.ପ.ରୁ ଜଣେ, ତୁଷୁରାବାହାଲ ଗ୍ରା.ପ.ରୁ ୧ ଜଣ, ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ ୧୮, ୨୧, ୨ରୁ ଜଣେ ଲେଖାଏଁ, ଦେଓଗାଁ ମହଲେଇ ଗ୍ରା.ପ.ରୁ ଜଣେ, ଜରାସିଂହା ଗ୍ରା.ପ.ରୁ ଜଣେ, ଗୁଡଭେଲା ବ୍ଲକ ରୁଷୁଡା ଗ୍ରା.ପ.ରୁ ଜଣେ, ଖପ୍ରାଖୋଲ ବେନ୍ଦ୍ରା ଗ୍ରା.ପ.ରୁ ଜଣେ, ଓଡିଆପାଲି ଗ୍ରା.ପ.ରୁ ଜଣେ, ଲୋଇସିଂହା ବ୍ଲକ ରେଙ୍ଗାଲି ଗ୍ରା.ପ.ରୁ ଜଣେ, ମୁରିବାହାଲ ବାଙ୍କେଲ ଗ୍ରା.ପ.ରୁ ଜଣେ, ପାଟଣାଗଡ ଏନ୍‌ଏସି ୱାର୍ଡ ନଂ ୬ରୁ ଜଣେ, ପୁଇଁନ୍ତଲା ବ୍ଲକ ପୁଇଁନ୍ତଲା ଗ୍ରା.ପ.ରୁ ୨ ଜଣ, ସଇଁନ୍ତଲା କମରତଲା ଗ୍ରା.ପ.ରୁ ୧ ଜଣ, ଘୁନସର ଗ୍ରା.ପ.ରୁ ୧ ଜଣ, ଭଦ୍ରା ଗ୍ରା.ପ.ରୁ ଜଣେ, ଟିଟିଲାଗଡ ବ୍ଲକ ଶଗଡଘାଟ ଗ୍ରା.ପ.ରୁ ଜଣେ, ଘଣ୍ଟାବାହାଲି ଗ୍ରା.ପ. ୧ ଜଣ, ଟିଟିଲାଗଡ ମ୍ୟୁନିସିପାଲିଟି ୱାର୍ଡ ନଂ ୧୫ରୁ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି ।

jayashree
Leave A Reply

Your email address will not be published.