Monthly Archives

June 2022

ସ୍ୱତନ୍ତ୍ର ଅଲମ୍ପିକ ଭାରତ ଜାତୀୟ ଆଥଲେଟିକ୍‌ ଚମ୍ପିଆନ୍‌ସିପ୍‌ରେ ଓଡ଼ିଶା ଦଳରେ ବଲାଙ୍ଗିର ଜିଲ୍ଲାରୁ ୩ ଜଣ ଦିବ୍ୟାଙ୍ଗ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜୁନ୍‌ ମାସ ୧୪ ତାରିଖ ଠାରୁ ୧୯ ତାରିଖ ପର୍ୟ୍ୟନ୍ତ ଗୁଜୁରାଟର ଗାନ୍ଧୀନଗର ଠାରେ ଅନୁଷ୍ଠିତ ହେବାକୁ ଥିବା ସ୍ୱତନ୍ତ୍ର ଅଲମ୍ପିକ ଭାରତ ଜାତୀୟ ଆଥଲେଟିକ୍‌ ଚମ୍ପିଆନ୍‌ସିପ୍‌ରେ ଅଂଶଗ୍ରହଣ କରିବା ପାଇଁ ଓଡ଼ିଶା ଆଥେଲେଟିକ୍‌ ଦଳରେ ସାମିଲ୍‌ ହୋଇ ବଲାଙ୍ଗିର
Read More...

କନ୍ଧମାଳ ପୋଲିସକୁ ସଫଳତା : ବିପୁଳ ପରିମାଣର ମାଓ ସାମଗ୍ରୀ, ବିସ୍ପୋରକ ସରଞ୍ଜାମ ଜବତ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଏସପି ଭିନୀତ ଅଗ୍ରୱାଲଙ୍କ ନିର୍ଦ୍ଦେଶରେ ଏସଓଜି ଏବଂ ଡ଼ିଭିଏଫ୍‌ ଯବାନମାନେ ଗୋଛାପଡା ଥାନା ଅନ୍ତର୍ଗତ ଶାସିକେତା ଜଙ୍ଗଲରେ ମାଓବାଦୀ କ୍ୟାମ୍ପ ଉପରେ ଚଢ଼ାଉ କରି ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଥିବା ନେଇ ରବିବାର କନ୍ଧମାଳ
Read More...

ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଶ୍ଚିମ ଓଡିଶା ପ୍ରଥମ ଆଦିବାସୀ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ ବଲାଙ୍ଗିର ବ୍ଲକ ଆଦିବାସୀ କଲ୍ୟାଣ ସଂଘ ତରଫରୁ ଡୁଡୁକାଶିରା ଗ୍ରାମରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଗଲା । ଏହି ସମ୍ବର୍ଦ୍ଧନା ସଭାରେ କାର୍ଯ୍ୟକାରୀ ସଭାପତି ମୁରଲିଧର ମଲ୍ଲିକ,
Read More...

ବଲାଙ୍ଗିର ଜିଲ୍ଲା ତାଇକଣ୍ଡୋ ସଂଘ ତରଫରୁ ବେଲ ଗ୍ରିଟିଂ ପରୀକ୍ଷା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ରେଲୱେ ଷ୍ଟେସନ ଛକ ସ୍ଥିତ କରାଟେ ସ୍କୁଲରେ ବଲାଙ୍ଗିର ଜିଲ୍ଲା ତାଇକଣ୍ଡୋ ସଂଘ ତରଫରୁ ଏକ ବେଲ ଗ୍ରିଡିଂ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଓଡିଶା ତାଇକଣ୍ଡୋ ସଂଘର ସଂପାଦକ ମନମୋହନ ଭଞ୍ଜ ଅନଲାଇନ ପରୀକ୍ଷା ପରିଚାଳନା କରିଥିଲେ । ଜିଲ୍ଲା ତାଇକଣ୍ଡୋ
Read More...

ରୁଣ୍ତିମହୁଲ ସେବା ସମବାୟ ସମିତିରୁ ସମସ୍ତ ସଦସ୍ୟ ନିର୍ଦ୍ଵନ୍ଦରେ ନିର୍ବାଚିତ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ରୁଣ୍ତିମହୁଲ ସେବା ସମବାୟ ସମିତି ସଦସ୍ୟ ନିର୍ବାଚନର ରବିବାର ନାମାଙ୍କନ ପତ୍ର ପ୍ରତ୍ୟାହାର ଦିନଥିଲା । ୧୩ ଜଣ ସଦସ୍ୟ ନାମାଙ୍କନ ପତ୍ର ପ୍ରତ୍ୟାହାର କରିଥିଲେ । ଫଳରେ ସମୁଦାୟ ୧୫ଟି ଜୋନର ସମସ୍ତ ସଦସ୍ୟ ନିର୍ଦ୍ଵନ୍ଦରେ
Read More...

ଟ୍ରକକୁ ପିଟିଲା ପିକ୍‌ଅପ୍‌ : ଜଣେ ମୃତ, ଜଣେ ଆହତ

ଧମା : ସୋନପୁର-ସମ୍ବଲପୁର ୧୫ ନଂ ରାଜ୍ୟ ରାଜପଥ ଧମା ଥାନା ବାଲପୁର ବ୍ରିଜ ନିକଟରେ ଶୁକ୍ରବାର ବିଳମ୍ବିତ ରାତ୍ରୀରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଯୁବକର ମୃତ୍ୟୁ ଘଟିଛି । ମୃତକ ବ୍ୟକ୍ତି ଜଣକ ହେଲେ ବରଗଡ ଜିଲ୍ଲା ବରପାଲିର ପ୍ରକାଶ ଜାତ(୨୩) । ପୁଲିସର ସୂଚନା ଅନୁସାରେ ଏକ କୁକୁଡା
Read More...

ନବ ବିବାହିତାଙ୍କୁ ଯୌତୁକ ନିର୍ଯାତନା ଅଭିଯୋଗ

ସମ୍ବଲପୁର : ନବ ବିବାହିତାଙ୍କୁ ଯୌତୁକ ପାଇଁ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ସମ୍ବଲପୁରର ଜଣେ ଯୁବତୀ ଗତ ଜାନୁଆରୀରେ ଗୋବିନ୍ଦତୋଲାର ବବୁଲୁ ପାଢୀଙ୍କୁ ବିବାହ କରିଥିଲେ । ବିବାହ ପରେ ଯୌତୁକ ପାଇଁ ସ୍ତ୍ରୀ ସହିତ ବବୁଲୁ ଝଗଡା କରି ଆସୁଥିଲେ । ନିର୍ୟାତନା ଅସହ୍ୟ
Read More...

ସଡକ ଦୁର୍ଘଟଣା, ୬ ଆହତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ପାଟଣାଗଡ଼ ରାସ୍ତା ସୁଲିଆ ଗାଁ ନିକଟରେ ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍‌ । ଏହି ଦୁର୍ଘଟଣାରେ ୬ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ, ଏକ କାର୍‌
Read More...

ପୁଣି ଶିଶୁ ମୃତଦେହ ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମାଲପଡାରେ ଶୁକ୍ରବାର ଏକ ନବଜାତ ଶିଶୁପୁତ୍ରର ଶବ ଠାବ କରାଯାଇଥିଲା । ଗତକାଲି ପୁଣି ଏକ ଶିଶୁର ଶବ ମିଳିଛି ସହର ଭିତରୁ । ଏଥର ଶବ ମିଳିଛି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍‌ପିଟାଲ ଷ୍ଟ୍ରୋରରୁମ୍‌ ପଛପଟ ପରିତ୍ୟକ୍ତ ସ୍ଥାନରୁ । କେହି ଜଣେ
Read More...

ଖାଇବା ତେଲ ଦର ୯% ହ୍ରାସ

ନୂଆଦିଲ୍ଲୀ : ଖାଇବା ତେଲ ଦର ୯% ହ୍ରାସ । ଗତ ମାସ ଘରୋଇ ବଜାରରେ ଖାଇବା ତେଲ ଦର ୯% ହ୍ରାସ ଘଟିଛି । ଚଳିତ ମାସ ଏଥିରେ ଆହୁରି ହ୍ରାସ ସମ୍ଭାବନା ରହିଛି । ଅନ୍ତର୍ଜାତୀୟ ବଜାରରେ ଯୋଗାଣ ବୃଦ୍ଧି ଯୋଗୁ ଘରୋଇ ବଜାରରେ ତେଲ ଦର କମୁଥିବା ବଜାର ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । ଗତ ମାସ
Read More...