Monthly Archives

June 2022

ପାଟଣାଗଡ଼ ଏନ୍ଏସି ଅନ୍ତର୍ଗତ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ତଦାରଖ କଲେ ବିଧାୟକ ସରୋଜ

ପାଟଣାଗଡ, (କେପିଏନ୍ଏସ୍) : ପାଟଣାଗଡ ଏନ୍‌ଏସି ଅନ୍ତର୍ଗତ ବିଭିନ୍ନସ୍ଥାନକୁ ପରିଦର୍ଶନ କରି ଉନ୍ନତିମୂଳକ କାର୍ଯ୍ୟର ତଦାରଖ କରିଛନ୍ତି ବିଧାୟକ ସରୋଜ ମେହେର । ଏହି ପରିଦର୍ଶନ ସମୟରେ ବିଧାୟକ ସରୋଜଙ୍କ ସହ ବିଧାୟକ ପ୍ରତିନିଧି ଏବଂ ଏନଏସି ଉପାଧ୍ୟକ୍ଷ ଉପସ୍ଥିତ ଥିଲେ ।
Read More...

ଉର୍ଲାଦାନୀ ଗ୍ରାମ ପଂଚାୟତର ନାଗଝରୀ ଗ୍ରାମରେ ଜନ ଶୁଣାଣି କାର୍ଯ୍ୟକ୍ରମ

ମ.ରାମପୁର,(ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ଉର୍ଲାଦାନୀ ଗ୍ରାମ ପଂଚାୟତ ଅନ୍ତର୍ଗତ ୭ ନମ୍ବର ୱାର୍ଡ ନାଗଝରୀ ଗ୍ରାମ ଠାରେ ସ୍ଥାନୀୟ ସରପଞ୍ଚ ସୁପ୍ରିୟା ମାଝୀଙ୍କ ଦ୍ୱାରା ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଆଦିବାସୀ ନେତା ଧନସିଂ
Read More...

ମହାସମାରୋହରେ ଆରମ୍ଭ ହୋଇଛି ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ଅନ୍ତର୍ଗତ ନୁନପୁର ଗ୍ରାମ ଠାରେ ମହାସମାରୋହରେ ଆରମ୍ଭ ହୋଇଛି ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ । ଗତ ମଙ୍ଗଳବାର ଦିନ ଅଙ୍କୁର ରୋପଣ, ବୁଧବାର କଳସ ଯାତ୍ରା, ମଣ୍ଡଳ ଅଧିବାସ ସହ ଗୁରୁବାର ପ୍ରତିଷ୍ଠା କର୍ମ ଶୁଭାରମ୍ଭ
Read More...

ଦୁଇ ଗୋଡ଼ ଅଚଳ, ଦୃଢ଼ ମନୋବଳ, ଅଧ କିମି ରାସ୍ତା ଘୋଷାରି ଘୋଷାରି ଯାଏ ଦିବ୍ୟାଙ୍ଗ ଛଟୁ : ହୁଇଲ ଚେୟାର ଯୋଗାଇ ଦେବାକୁ…

ପାଟଣାଗଡ଼, (ଗୋରେଖନାଥ ବରିହା) : କୁହନ୍ତି ନାଁ ଇଚ୍ଛା ଥିଲେ ସବୁ ସମ୍ଭବ । ଆଉ ପାଠ ପଢ଼ିବାକୁ କାହାରବା ଇଚ୍ଛା ନ ଥାଏ । ସମସ୍ତେ ଚାହାଁନ୍ତି ପାଠପଢି ବଡ଼ ମଣିଷ ହେବେ ହେଲେ ନିୟତିର ନିୟମ ଅଲଗା ମାନବ ଜନ୍ମ ଦେଇ କାହାକୁ ସବଳ ତ କାହାକୁ ଛୋଟା, ଅନ୍ଧ ଭାବେ ମର୍ତ୍ତ୍ୟକୁ ପଠାଇଥାନ୍ତି ଭଗବାନ
Read More...

ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପଞ୍ଚାୟତିରାଜ ପାଇଁ ନିର୍ବାଚିତ ଜନପ୍ରତିନିଧିଙ୍କ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Read More...

ଧର୍ମପରାୟଣା ମହିଳାଙ୍କ ଦେହାନ୍ତ : ପୂର୍ବତନ ବିଧାୟକଙ୍କ ଶ୍ରଦ୍ଧାଞଳି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ତା ଗ୍ରାମର ଜନୈକ ଧର୍ମପରାୟଣା ମହିଳା ତଥା ରାଜ କୁମାର ପ୍ରଧାନଙ୍କ ଧର୍ମପତ୍ନୀ ଶ୍ରୀମତୀ କିଶୋର ପ୍ରଧାନଙ୍କ ମେଲଛାମୁଣ୍ତା ସ୍ଥିତ ନିଜ ବାସଭବନରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ସ୍ୱର୍ଗତା ପ୍ରଧାନଙ୍କ
Read More...

ବିଲେଇସର୍ଡା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଶିକ୍ଷା ଅର୍ଜନ ନିମିତ୍ତ ଶୃଙ୍ଖଳା ନିହାତି ଆବଶ୍ୟକ ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ଜବାହାରଲାଲ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଧାଂଶୁ ଶେଖର ପଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ
Read More...

ରାଜ୍ୟସଭା ପାଇଁ ମନୋନୀତ ପ୍ରାର୍ଥୀଙ୍କୁ ଅଭିନନ୍ଦନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଜୁ ଜନତା ଦଳ ତରଫରୁ ରାଜ୍ୟସଭା ପାଇଁ ମନୋନୀତ ହୋଇଥିବା ବିଜେଡିର ପ୍ରବକ୍ତା ସୁଲତା ଦେଓ, ଓଡିଶା ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ତଥା ଡ. ସସ୍ମିତ ପାତ୍ର ଏବଂ ପଶ୍ଚିମ ଓଡିଶାରୁ ତଥା କେବିକେ ଅଞ୍ଚଳରୁ ତୃତୀୟ ବ୍ୟକ୍ତି ଭାବରେ ରାଜ୍ୟସଭା
Read More...

ବଲାଙ୍ଗିର ଶିଶୁବିକାଶ କେନ୍ଦ୍ର ତରଫରୁ ଅନ୍ତର୍ଜାତୀୟ ଶିଶୁ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଟିକ୍ରାପଡ଼ା ରାମମନ୍ଦିରଠାରେ ଶିଶୁବିକାଶ କେନ୍ଦ୍ର, ବଲାଙ୍ଗିର ତରଫରୁ ଅନ୍ତର୍ଜାତୀୟ ଶିଶୁ ଦିବସ ପାଳିତ ହୋଇଯାଇଛି । ଅବସରପ୍ରାପ୍ତ ଶିକ୍ଷକ କପିଳ ପତିଙ୍କ ସଭାପତିତ୍ୱ ଅନୁଷ୍ଠିତ ସଭାରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ଓ ଶିକ୍ଷୟତ୍ରୀ ଅନୁପ୍ରିୟା
Read More...

କେରଳ ହାଇକୋର୍ଟ ଏପରି ମନ୍ତବ୍ୟ ଦେଲେ – ଯଦି ଜଣେ ପୁରୁଷ ବିବାହ ପ୍ରଲୋଭନ ଦେଖାଇ ବଳାତ୍କାର କରେ, ତେବେ କେସ୍‌,…

କୋଚି : ଛାଡପତ୍ର ମାମଲାର ଶୁଣାଣି ବେଳେ କେରଳ ହାଇକୋର୍ଟ ଏକ ଗୁରୁତ୍ତର ମନ୍ତବ୍ୟ ଦେଇଛନ୍ତି । ବଳାତ୍କାର ଭଳି ଅପରାଧକୁ କେବଳ ଗୋଟିଏ ଲିଙ୍ଗ ସହ ଯୋଡିବା ଭୁଲ ବୋଲି ହାଇକୋର୍ଟ କହିଛନ୍ତି । ହାଇକୋର୍ଟ କହିଛନ୍ତି ଯେ, ଯଦି ଜଣେ ମହିଳା ତାଙ୍କୁ ବିବାହ କରିବାକୁ ପ୍ରତିଶୃତି ଦେଇ ଜଣେ
Read More...