Monthly Archives

June 2022

ନବଜ୍ୟୋତି ବିଦ୍ୟା ମନ୍ଦିରର ବାର୍ଷିକ ସାଂସ୍କୃତିକ ଉତ୍ସବ

ଡେଲାଙ୍ଗ, (ଦିଲ୍ଲିପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଧାନକେରା ପଞ୍ଚାୟତରେ ଅବସ୍ଥିତ ଗୁରୁକୁଳ ଆଶ୍ରମ ପରିସରରେ ଅଷ୍ଟମ ବାର୍ଷିକ ନବଜ୍ୟୋତି ବିଦ୍ୟାମନ୍ଦିର ବାର୍ଷିକ ସାଂସ୍କୃତିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହାକୁ ମୁଖ୍ୟ ଅତିଥି ତଥା ଅତିରିକ୍ତ ଜିଲ୍ଲା
Read More...

ହାର୍ଦ୍ଦିକ ପଟେଲ ବିଜେପିରେ ଯୋଗ ଦେଲେ : କହିଲେ – ‘କଂଗ୍ରେସର ଅସନ୍ତୁଷ୍ଟ ନେତାଙ୍କୁ ବିଜେପି ସହ…

ଅହମ୍ମଦାବାଦ : ଗୁଜୁରାଟର ଦମ୍‌ଦାର ନେତା ହାର୍ଦ୍ଦିକ ପଟେଲ ଆଜି ବିଜେପିରେ ଯୋଗ ଦେଇଛନ୍ତି । ବିଜେପିରେ ଯୋଗଦେବା ପୂର୍ବରୁ ସେ ମା' ଦୁର୍ଗାଙ୍କ ପୂଜା କରିଥିଲେ । ବିଜେପିରେ ଯୋଗଦେବା ପୂର୍ବରୁ ସେ ଆଜି ସକାଳେ ଏକ ଟୁଇଟ୍ କରିଛନ୍ତି, ଯେଉଁଥିରେ ସେ କହିଛନ୍ତି ଯେ 'ମୁଁ ଦେଶ ପାଇଁ ସେବା
Read More...

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଲେ କଣ୍ଟାବାଞ୍ଜିର ଅନୀଲ

କଣ୍ଟାବାଞ୍ଜି, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ପାଖ ଗାଁ କୁକୁଡାହାଡର ଅନୀଲ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛନ୍ତି । ଅନେକ ଦିନର ପରିଶ୍ରମ ପରେ ୧୮ ବର୍ଷ ବୟସ୍କ ଏହି ବାଳକ କମାଲ ଦେଖାଇଛନ୍ତି । ଗାଁରେ ପାଠପଢା ସହ ନିଜ ନାଁ ଇଣ୍ଡିଆ ବୁକ୍ ଅଫ ରେକର୍ଡ
Read More...

ଜୁନ ମାସ ପାଇଁ ବଲାଙ୍ଗିର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜୁନ୍‌ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଛି । ତଦନୁସାରେ ମାସର ପ୍ରଥମ ସୋମବାର ୬ ତାରିଖ ଦିନ ବଲାଙ୍ଗିର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ, ଦ୍ୱିତୀୟ ସୋମବାର ୧୩ ତାରିଖ ଦିନ
Read More...

ଆନ୍ତର୍ଜାତୀୟ ଶିଶୁ ଦିବସ ପାଳିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତର ମାଝୀପଡା ପ୍ରାଥମିକ ବିଦ୍ୟାଳୟରେ ଆନ୍ତର୍ଜାତୀୟ ଶିଶୁ ଦିବସ ପାଳିତ ହୋଇଯାଇଛି । ଚଳିତ ବର୍ଷର ବିଷୟ ବସ୍ତୁ ପ୍ରତ୍ୟେକ ଶିଶୁକୁ ଉଜ୍ଜ୍ଵଳ ଭବିଷ୍ୟତ ଦେବା ଲକ୍ଷ୍ୟରେ ଅନୁଷ୍ଠିତ ସଭାରେ ପ୍ରଧାନ ଶିକ୍ଷକ
Read More...

ସେବା ସପ୍ତାହ ପାଳନ ପାଇଁ ଭାଜପାର ପ୍ରସ୍ତୁତି ବୈଠକ

କଳାହାଣ୍ଡି, (ନରୋତ୍ତମ ସେଲମା) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵାଧୀନ କେନ୍ଦ୍ର ସରକାରର ଆଠ ବର୍ଷ ପୂର୍ତ୍ତି ଅବସରରେ ସେବା, ସୁଶାସନ ଓ ଗରିବ କଲ୍ୟାଣ କାର୍ଯ୍ୟକ୍ରମକୁ ବୁଥ ସ୍ତରରେ ବ୍ୟାପକ କରିବା ପାଇଁ ଭାଜପା ପକ୍ଷରୁ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ଏହି କ୍ରମରେ
Read More...

ସହର ସାରା ମାଳ ମାଳ ବୁଲା କୁକୁର : ଝୁଣି ଖାଇ ଦେଉଛନ୍ତି କଅଁଳା ବାଛୁରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏବେ ସହର ସାରା ମାଳ ମାଳ ବୁଲା କୁକୁର । ଏକ କଅଁଳା ବାଛୁରୀକୁ ବୁଲା କୁକୁରମାନେ ଝୁଣି ଖାଇ ଦେଇଥିବା ଭଳି ଏକ ଦୁଃଖଦ ଖବର ମିଳିଛି । ସୂଚନା ଅନୁସାରେ ଗତ ଦୁଇ ଦିନ ତଳେ ସ୍ଥାନୀୟ ଶାନ୍ତିପଡ଼ାରୁ ସିଆର୍‌ପିଏଫ୍‌ କାର୍ଯ୍ୟାଳୟ ଆଡ଼କୁ ଯାଇଥିବା ମୁଖ୍ୟ ରାସ୍ତା
Read More...

ଶିକ୍ଷା ବିଭାଗର ଅଜବ ନୀତି : ବ୍ଲକ ଶିକ୍ଷାଧିକାରୀ ନ ଥିବାରୁ ମିଳୁନି ବେତନ

ଡେଲାଙ୍ଗ, (ଦିଲ୍ଲିପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଶିକ୍ଷା ପ୍ରଶାସନର ଅଜବ ନୀତି ଯୋଗୁଁ ଶିକ୍ଷକ ଶିକ୍ଷୟିତ୍ରୀମାନେ ମଇ ମାସର ବେତନ ପାଇବାରୁ ବଞ୍ଚିତ ହୋଇଥିବା ନେଇ ଅଭିଯୋଗ ହୋଇଛି । ପ୍ରାପ୍ତ ସୂଚନା ଅନୁଯାୟୀ, ଡେଲାଙ୍ଗ ବ୍ଲକ ଶିକ୍ଷାଧିକାରୀ ଭାବେ ଏଠାରେ ନିଯୁକ୍ତି ପାଇଥିବା ନିରଞ୍ଜନ
Read More...

ଇମ୍ରାନ ଖାନ କହିଲେ – ଯଦି ନିର୍ବାଚନ ଘୋଷଣା ନହୁଏ ତେବେ ପାକିସ୍ତାନରେ ଗୃହଯୁଦ୍ଧ ଆରଂଭ ହୋଇପାରେ

ଇସଲାମାବାଦ : ଏପ୍ରିଲରେ ପାକିସ୍ତାନର ଶାସନରୁ ବହିଷ୍କୃତ ହୋଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବୁଧବାର ଏକ ସାକ୍ଷାତକାରରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି । ଇମ୍ରାନ 'ବୋଲ ନ୍ୟୁଜ'କୁ ଦେଇଥିବା ଏକ ସାକ୍ଷାତକାରରେ ଚେତାବନୀ ଦେଇଛନ୍ତି ଯେ, ଯଦି ପାକିସ୍ତାନରେନିର୍ବାଚନ ଘୋଷଣା ନହୁଏ
Read More...

କବିତା : ସହିବା ଲୋକ ହିଁ ଜାଣେ

ସବିତା ଭୋଇ ଆପଣା ଲୋକକୁ ହରାଇବା ଦୁଃଖଅନୁଭବି ସିନା ବୁଝେହୃଦୟ ଦରଦ ଦହି ଚାଲିଥାଏଅବୁଝା ଲୁହରେ ଭିଜେ ,ସମୟ ଚକରେ ଯୁଝେ । ଯହିଁ ଆଖି ପଡେ ଅଭୁଲା ଚେହେରାନାଚି ଯାଏ ଆଖି କୋଣେଆଖେପାଖେ ସର୍ବେ ତଥାପି ଖୋଜଇଝଲସେ ସ୍ମୃତିରେ ଜଣେ,ଗୁଣିହୁଏ ତା'ର ଗୁଣେ । ଅଫେରା ରାଇଜେ ପାଦ ଯା'ର
Read More...