Monthly Archives

June 2022

ଶୀତଳଷଷ୍ଠୀ ଯାତ୍ରା ଅବସରରେ କଂସ ଦରବାର ନାଟକ ଅନୁଷ୍ଠିତ

ତୁଷୁରା, (କେପିଏନଏସ୍‌) : ପବିତ୍ର ଶୀତଳଷଷ୍ଠୀ ଯାତ୍ରା ଅବସରରେ କଂସ ଦରବାର ଅନୁଷ୍ଠିତ ହୋଇଯାଇଛି । ଗତକାଲି ପୁତୁନା ବଧ ଓ ଅଷ୍ଟମଲ୍ଲ ଆହ୍ୱାନ ନାଟକ ମଞ୍ଚସ୍ଥ ହୋଇଛି । କଂସ ଭୂମିକାରେ ଲୋଇସିଂହା ଗ୍ରାମର ରବିନ୍ଦ୍ର ସାହୁ, ମହାମନ୍ତ୍ରୀ ପଙ୍କଜ କର୍ଣ୍ଣ, ନାରଦ ଦିଲ୍ଲୀପ ବାରିକ ସେନାପତି
Read More...

ନିଜ ଗାଁରେ ଚାଉଳ ବଣ୍ଟନ କରିବାକୁ ବିଡିଓଙ୍କୁ ଦାବୀପତ୍ର ପ୍ରଦାନ କଲେ ବଡ଼ଉଡେନ ଗ୍ରାମବାସୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଦମେଇପାଲି ପଞ୍ଚାୟତ ବଡ଼ଉଡେନ ଗାଁର ଜନସାଧାରଣ ଗାଁକୁ ଆଣି ପିଡ଼ିଏସ୍‌ ଚାଉଳ ହିତାଧିକାରୀଙ୍କୁ ଦେବାକୁ ଦାବୀ କରିଛନ୍ତି । ଏନେଇ ଗ୍ରାମବାସୀ ଖପ୍ରାଖୋଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମିରଞ୍ଜନ ରାଉତଙ୍କୁ ଲିଖିତ ଜଣାଇବା
Read More...

ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ମୁରିବାହାଲ, (କେପିଏନ୍‌ଏସ୍‌) : ତ୍ରିସ୍ତରୀୟ ପଞ୍ଚାୟତିରାଜଙ୍କ ନବନିର୍ବାଚିତ ଜନପ୍ରତିନିଧିଙ୍କ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ଭୁବନେଶ୍ୱରଠାରେ ଗତକାଲି ଅନୁଷ୍ଠିତ ହୋଇଥିଲା । ଏଥିରେ ମୁରିବାହାଲ ବ୍ଲକ ସରପଞ୍ଚ ସଂଘ ସଭାପତି ତଥା ସଦର ସରପଞ୍ଚ ବିଶ୍ୱବିହାରୀ ଯୋଶୀ ଓ ଜିଲ୍ଲା ପରିଷଦ
Read More...

ଜୟ ବିଶ୍ଵକର୍ମା ନିର୍ମାଣ ଶ୍ରମିକ ସଂଘର ଜନ ସଚେତନତା ସଭା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ମହାତ୍ମାଗାନ୍ଧୀ ମାର୍ଗ ସ୍ଥିତ ମହିଳା ମହାବିଦ୍ୟାଳୟ ସମ୍ମୁଖରେ ଆଜି ଜୟ ବିଶ୍ଵକର୍ମା ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ଏକ ଜନ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ଥାନୀୟ ଅଂଚଳର ଶ୍ରମିକ ବେକାର ହୋଇ ଭୋକ ଉପାସରେ ରହୁଛନ୍ତି ଏବଂ ତାଙ୍କ
Read More...

ବସ୍‌ଷ୍ଟାଣ୍ଡରେ ବିଶ୍ରାମାଗାର ନିର୍ମାଣ ନିମନ୍ତେ ଦାବୀ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧର୍ଲା ପଞ୍ଚାୟତ ବଡପରା ବସ୍‌ଷ୍ଟାଣ୍ଡରେ ବିଶ୍ରାମାଗାର ନିର୍ମାଣ ଦାବୀ ହେଉଛି । ବିଭିନ୍ନ ଗାଁକୁ ଯିବା ପାଇଁ ଏ ଅଞ୍ଚଳର ଯାତ୍ରୀମାନେ ବସ୍‌ ପାଇଁ ଅପେକ୍ଷା କରିଥାନ୍ତି । ହେଲେ ବିଶ୍ରାମାଗାର ନଥିବାରୁ ସେମାନେ ଅସୁବିଧାର
Read More...

ପଞ୍ଚାୟତରାଜ ନିର୍ବାଚିତ ଜନପ୍ରତିନିଧିଙ୍କ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଓଡ଼ିଶା ସରକାରଙ୍କ ପଞ୍ଚାୟତରାଜ ଓ ପାନୀୟ ବିଭାଗ ପକ୍ଷରୁ ଆୟୋଜିତ ପଞ୍ଚାୟତିରାଜ ନବ ନିର୍ବାଚିତ ଜନପ୍ରତିନିଧିଙ୍କ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ପୂର୍ବାହ୍ନରେ ଆଭାସୀକରଣ ମାଧ୍ୟମରେ ଶୁଭ
Read More...

ନିଶା ନିବାରଣ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ମଣ୍ଡଳ, (କେପିଏନ୍‌ଏସ୍‌) : ବେଲପଡା ବ୍ଲକ ମଣ୍ଡଳ ଗାଁରେ ନିଶା ନିବାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସୁଧୀର ଖମାରୀ, ସରପଞ୍ଚ ସରୋଜ ସେଠ, ତ୍ରିନାଥ ମଲ୍ଲିକ, ସୁବାସ ସେଠ, ମନୋଜ ଭୋଇ, ବ୍ରହ୍ମକୁମାରୀ ସଂସ୍ଥାର ଦୁଇ ଭଉଣୀ, ମଣ୍ଡଳର ଯୁବକବି ଆଶୁତୋଷ ଠାକୁର ପ୍ରମୁଖ ଲୋକଙ୍କୁ ସଚେତନ
Read More...

ଯୋଗୀମୁଣ୍ଡା ରାଜେନ୍ଦ୍ର ମେହେର ଜୁନିୟର କଲେଜରେ ଜାଲ ସାର୍ଟିଫିକେଟ ଦେଇ ଚାକିରି କରୁଥିବା ଦୁଇ ଅଧ୍ୟାପକଙ୍କ ନାମରେ…

୨୩ ବର୍ଷ ଚାକିରି, ୪୦ ଲକ୍ଷରୁ ଅଧିକ ସରକାରୀ ଟଙ୍କା ହଡ଼ପ, କାର୍ଯ୍ୟାନୁଷ୍ଠାନ ଦାବୀ ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଯୋଗୀମୁଣ୍ଡା ରାଜେନ୍ଦ୍ର ମେହେର ଜୁନିୟର କଲେଜରେ ଯୁକ୍ତ ଦୁଇ ଜାଲ କାଗଜପତ୍ର ଦାଖଲ କରି ଦୁଇ ଅଧ୍ୟାପକ ନରେନ୍ଦ୍ର ନାଗ ଏବଂ ଲିଙ୍ଗରାଜ ମେହେରଙ୍କ
Read More...

ନବ ନିର୍ମିତ ଶ୍ରୀ ଶ୍ରୀ ବିଶେଶ୍ଵର ମହାଦେବ ମନ୍ଦିର ପ୍ରତିଷ୍ଠା ପାଇଁ କଳସ ଶୋଭାଯାତ୍ରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଜାମସେଠ ଗ୍ରାମ ପଞ୍ଚାୟତ ଚେରଙ୍ଗାଝାଞ୍ଜି ନିବାସୀ ତଥା ଅବସରପ୍ରାପ୍ତ ଶିକ୍ଷକ ସଦାନନ୍ଦ ସାହୁଙ୍କ ଦ୍ଵାରା ନବ ନିର୍ମିତ ଶ୍ରୀ ଶ୍ରୀ ବିଶେଶ୍ୱର ମହାଦେବ ମନ୍ଦିର ପ୍ରତିଷ୍ଠା ପାଇଁ ଆଜି ଅଙ୍ଗନଦୀରୁ ୨୧୬ ପବିତ୍ର ପୂର୍ଣ୍ଣ
Read More...

ପ୍ରଧାନମନ୍ତ୍ରୀ ଫସଲ ବୀମା ଜାଲିଆତି ଅଭିଯୋଗରେ ରାଜ ବୋଡାସମ୍ବର କୃଷକ ସଂଗଠନ ପଞ୍ଚାୟତ ସଭାପତି ବେଦବର ସାହୁଙ୍କୁ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ରାଜ ବୋଡାସମ୍ବର କୃଷକ ସଂଗଠନ ପାଇକମାଲ ବ୍ଲକ ଆନୁକୂଲ୍ୟରେ ସଭାପତି ବିଶ୍ୱନାଥ ରଣା ସଭାପତିତ୍ୱରେ ଏକ ଚାଷୀ ସମାବେଶ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ ଚାଷୀ ସମାବେଶ ୨୦୨୧ ମସିହାର ପ୍ରଧାନମନ୍ତ୍ରୀ ଫସଲ ବୀମା ଜୁନ ୧୨ ତାରିଖ ସୁଦ୍ଧା ପ୍ରଦାନ
Read More...