Monthly Archives

June 2022

ମର୍ମନ୍ତୁଦ ସଡକ ଦୁର୍ଘଟଣା, ୧ ମୃତ

ଟାଙ୍ଗୀ : ନୟାଗଡ଼ ଜିଲ୍ଲା ଚମ୍ପାଗଡ଼ ଛକ ଜାତୀୟ ରାଜପଥରେ ହାଇଓ୍ବା ଧକ୍କାରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଭୁବନେଶ୍ୱରରୁ ବାଲୁଗାଁ ଅଭିମୁଖେ ଯାଉଥିବା ବାଇକ୍‌କୁ ପଛପଟୁ ଧକ୍କା ଦେଇଥିଲା ହାଇଓ୍ବା । ଘଟଣା ସ୍ଥଳରେ ହିଁ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଥିଲା । ଘଟଣା
Read More...

୨୨ କୁଇଣ୍ଟାଲ ଗଞ୍ଜେଇ ଜବତ ସହ୨ ଗିରଫ

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ଭୁବନେଶ୍ଵରରୁ ୨୨ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଥିବା ଖବର ମିଳିଛି । ଏହା ସହ ୨ ଜଣଙ୍କୁ ଏସଟିଏଫ୍ ଗିରଫ କରିଥିବା ଜଣାପଡିଛି । ସୂଚନାନୁଯାୟୀ, ଏକ ହାଇୱା ଗାଡିର ସିକ୍ରେଟ୍ ଚାମ୍ଵରରେ ଗଞ୍ଜେଇ ଭର୍ତ୍ତି ହୋଇ ଚୋରା ଚାଲାଣ ହେଉଥିବା ନେଇ ଏସଟିଏଫ୍‌କୁ ଖବର
Read More...

୪ କେଜି ୫୦୦ ଗ୍ରାମର ଦୁଇଟି ହାତୀଦାନ୍ତ ଜବତ

ଭୁବନେଶ୍ବର, (କେପିଏନ୍‌ଏସ୍‌) : ଅନୁଗୁଳ ପୁରୁଣାକୋଟ ଅଞ୍ଚଳରୁ ୨ଟି ହାତୀ ଦାନ୍ତ ଜବତ କରିଛି ଏସ୍‌ଟିଏଫ୍‌। ଏଥିସହ ଜଣେ ହାତୀ ଦାନ୍ତ ବେପାରୀକୁ ଏସ୍‌ଟିଏଫ୍‌ ଗିରଫ କରିଛି । ଗିରଫ ବେପାରୀ ଜଣକ ହେଲେ ପୁରୁଣାକୋଟ ଅଞ୍ଚଳର ଦୁଯ୍ୟୋଧନ ପ୍ରଧାନ। ତାଙ୍କ ନିକଟରୁ ୪ କେଜି ୫୦୦ ଗ୍ରାମ ଓଜନର ଦୁଇଟି
Read More...

କାଳବୈଶାଖୀରେ ଉଡିଲା ଛପର, ଭାଙ୍ଗିଲା ଗଛ

ଦେବଗଡ : ଦେବଗଡ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ପ୍ରଭାବ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଦେଖିବାକୁ ମିଳିଛି । କାଳବୈଶାଖୀ ପ୍ରଭାବରେ ଜୋରରେ ପବନ ବହିବାରୁ ବହୁ ଘରର ଛପର ଉଡିଯିବା ସହ ଗଛ ଭାଙ୍ଗି ଯାଇଛି । ଦେବଗଡ ଜିଲ୍ଲାର ଛେପଲିପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରଙ୍ଗମାଟିଆ ଗ୍ରାମରେ
Read More...

ଆତ୍ମସମର୍ପଣ କଲେ ୫୦ ମିଲିସିଆ ମାଓବାଦୀ

ମାଲକାନଗିରି : ଆତ୍ମସମର୍ପଣ କଲେ ୫୦ ମିଲିସିଆ ମାଓବାଦୀ । ପୋଲିସ ଡିଜି ସୁନୀଲ ବଂଶଲଙ୍କ ନିକଟରେ ୫୦ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ଅଛନ୍ତି । ସୂଚନାନୁଯାୟୀ, ମାଲକାନଗିରି ଓ କୋରାପୁଟ ଗସ୍ତରେ ଅଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ । ଏହି କ୍ରମରେ
Read More...

ଟ୍ରେନ ଧକ୍କାରେ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ

ସମ୍ବଲପୁର : ବରଗଡ-ବରପାଲି ଷ୍ଟେସନ ନିକଟରେ ଟ୍ରେନ ଧକ୍କା ଦେବା ଫଳରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏନେଇ ସୂଚନା ପାଇବା ପରେ ଜିଆର୍‌ପି ପୋଲିସ ଗତକାଲି ସକାଳେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା । ତେବେ ମୃତକଙ୍କ ପରିଚୟ ମିଳିପାରି ନଥିବା ବେଳେ କେଉଁ
Read More...

ରେଲୱେ ଅଟୋ ପାର୍କିଂ ୟୁନିୟନ ପକ୍ଷରୁ ଡାକ୍ତରଖାନାକୁ କୁଲର ପ୍ରଦାନ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କଣ୍ଟାବାଞ୍ଜି ରେଲୱେ ଅଟୋ ପାର୍କିଂ ୟୁନିୟନ ପକ୍ଷରୁ ଡାକ୍ତରଖାନାକୁ ରୋଗୀଙ୍କ ନିମନ୍ତେ କୁଲର ପ୍ରଦାନ କରାଯାଇଛି । ୟୁନିୟନ ସଭାପତି ମହମ୍ମଦ ସାହିଲଙ୍କ ଅନ୍ୟ ସଦସ୍ୟମାନେ ଡାକ୍ତରଖାନାକୁ ପହଞ୍ଚି ରୋଗୀମାନଙ୍କୁ ବ୍ରେଡ ଏବଂ ଫଳରସ ବଣ୍ଟନ କରିଥିଲେ ।
Read More...

ସଡକ ଦୁର୍ଘଟଣା : ୨ଗୁରୁତର

ଦେଓଗାଁ, (ମନିଷ କୁମାର ସାହୁ) : ଦେଓଗାଁ-ତୁଷୁରା ରାସ୍ତାର ଡଙ୍ଗାପଥର ଛକଠାରେ ଏକ ସାଇକେଲକୁ ବାଇକ ଧକ୍କା ଦେବାରୁ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କୁ ବଲାଙ୍ଗିର ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ସୂଚନା ଅନୁସାରେ ଗତକାଲି ରାତି ଆଠଟା ସମୟରେ ଡଙ୍ଗାପଥର ଛକ ନିକଟରେ ଥିବା ଏକ
Read More...

୫ଟି ଜିଲ୍ଲାର ୫୩୧ ଗୋଟି ରୂପାନ୍ତରିତ ହାଇସ୍କୁଲ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦ୍ୱିତୀୟ ପର୍ଯ୍ୟାୟ ହାଇସ୍କୁଲ ରୂପାନ୍ତରଣ ପର୍ବରେ ଆଜି ଯୋଡି ହେବ ୫ଟି ଜିଲ୍ଲାର ୫୩୧ ଗୋଟି ରୂପାନ୍ତରିତ ହାଇସ୍କୁଲ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଲୋକାର୍ପଣ କରିବେ । ଏଥିରେ ଢେଙ୍କାନାଳ ଜିଲ୍ଲାର ୧୦୫, ଗଞ୍ଜାମର ୨୩୦, କନ୍ଧମାଳର ୭୩,
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୮୦ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୩ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ
Read More...