Monthly Archives

June 2022

ଖେଳ ଶିକ୍ଷକ ସରୋଜ ଭୋଇଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ବ୍ଲକ ସରସରା ସରକାରୀ ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ ସରୋଜ ଭୋଇଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଦାମ ଚରଣ ସାଙ୍କ ସଭାପତିତ୍ୱରେ ସମ୍ବର୍ଦ୍ଧନା ସଭାରେ ଅତିଥି ଭାବେ ସରପଞ୍ଚଙ୍କ…
Read More...

ପୌରପରିଷଦ ଅନ୍ତର୍ଗତ ୱାର୍ଡ ନଂ.୨ର ଶାନ୍ତିପଡାରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପୌରଧ୍ୟକ୍ଷାଙ୍କୁ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରପରିଷଦ ଅନ୍ତର୍ଗତ ୱାର୍ଡ ନଂ.୨ର ଶାନ୍ତିପଡାରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନକୁ ନେଇ ଆଜି ସ୍ଥାନୀୟ ପୌରପରିଷଦ କାର୍ଯ୍ୟାଳୟରେ ଶାନ୍ତିପଡାର ବାସିନ୍ଦା ମାନେ ପୌରାଧ୍ୟକ୍ଷା ଲିକା ସାହୁଙ୍କୁ ଭେଟି ଏକ ଦାବୀପତ୍ର ପ୍ରଦାନ କରିଛନ୍ତି ।…
Read More...

ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲ ପରିଦର୍ଶନ ସମୟରେ ସାଂସଦଙ୍କୁ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ତରଫରୁ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସାଂସଦ ସଙ୍ଗିତା ସିଂହଦେଓ ବିଭିନ୍ନ ସମ୍ୟାସକୁ ନେଇ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ପରିଦର୍ଶନ କରିଥିବା ବେଳେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ତରଫରୁ ସଂଗଠନର ସଦସ୍ୟମାନେ ସାଂସଦକୁ ସାକ୍ଷାତ କରି ଏକ ଦାବୀପତ୍ର ପ୍ରଦାନ କରିଛନ୍ତି ।…
Read More...

ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ

କଣ୍ଟାମାଳ, (ମମତା ମହାକୁର) : ମାଛଧରିବାକୁ ଯାଇଥିବା ବେଳେ ବିଦ୍ୟୁତ ତାରରେ ଲାଗି ରାବିଡି ଗାଁର ପୃଥ୍ୱୀରାଜ ମିଶ୍ରଙ୍କ ମୃତ୍ୟୁ ଘଟିଛି । ମନମୁଣ୍ଡା ଥାନା ଯୋଗରନ୍ଦ୍ରପୁର ପଞ୍ଚାୟତ ରାବିଡି ଗ୍ରାମର ୪ଜଣ ଯୁବକ ଗାଁ ପାଖ ନାଳକୁ ମାଛ ଧରିବାକୁ ଯାଇଥିଲେ । ସେଠାରେ ଚାଷଜମିକୁ ପାଣି ମଡେଇବା…
Read More...

ସଂକୀର୍ତ୍ତନ ମଣ୍ତଳୀ ମ୍ୟାନେଜରଙ୍କ ଦେହାନ୍ତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ବ୍ଲକ ନିକଟସ୍ଥ ପଧାନ ପାଲି ଗ୍ରାମ ଜଣାଶୁଣା ଭଦ୍ରବ୍ୟକ୍ତି ସଂକୀର୍ତ୍ତନ ଦଳର ମ୍ୟାନେଜର ଜୟ କୃଷ୍ଣ ପଧାନଙ୍କ ୮୩ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ସମୟରେ ତାଙ୍କ ୨ପୁଅ,୨ଝିଅ ଓ ବୋହୁ, ନାତି ନାତୁଣୀ ଉପସ୍ଥିତ ଥିଲେ । ଗ୍ରାମ ତଥା ଆଖପାଖ…
Read More...

ଶ୍ରୀମନ୍ଦିର ମାମଲା ରଦ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଶ୍ରୀମନ୍ଦିର ମାମଲା ସୁପ୍ରିମକୋର୍ଟଙ୍କ ଦ୍ୱାରା ରଦ୍ଦ ହୋଇଥିବା ଜଣାପଡିଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ସୁପ୍ରିମକୋର୍ଟରେ ପିଟିସନ ପଡିଥିବା ବେଳେ ସୁପ୍ରିମକୋର୍ଟ ଏହି ଆବେଦନକୁ ରଦ୍ଦ କରିଛନ୍ତି । ଏଥିସହିତ କୋର୍ଟଙ୍କ ବହୁମୂଲ୍ୟ ସମୟ ନଷ୍ଟ କରିଥିବା ଅଭିଯୋଗରେ…
Read More...

ସୁନାଝରୀ ପାହାଡ଼ ପାଦ ଦେଶରେ ବୁଲୁଛନ୍ତି ଭାଲୁ

ଯାଜପୁର : ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ସୁନାଝରୀ ପାହାଡ଼ ପାଦ ଦେଶରେ ଗତକାଲି ସନ୍ଧ୍ୟାରେ ୪ଟି ଭାଲୁ ବୁଲୁ ଥିବାର ଦେଖିବାକୁ ମିଳିଥିଲା । ଗ୍ରାମ ନିକଟରେ ଭାଲୁ ଦେଖି ଗ୍ରାମବାସୀମାନେ ଆତଙ୍କିତ ହୋଇପଡ଼ିଥିଲେ । ଖବର ପାଇ ସୁକିନ୍ଦା ବନବିଭାଗ କର୍ମଚାରୀମାନେ ସେଠାରେ ପହଞ୍ଚି ଭାଲୁଙ୍କୁ…
Read More...

ସବ୍-ଇନସ୍ପେକ୍ଟରଙ୍କ ଉପରେ ମାଡ଼ିଗଲା ହାଇୱା, ଡ୍ରାଇଭର୍ ଅଟକ

ଯାଜପୁର : ସବ୍-ଇନ୍ସପେକ୍ଟର ସୁଜିତ କୁମାର ପାଣ୍ଡବ ଡ୍ୟୁଟି କରୁଥିବା ସମୟରେ ନଳାଙ୍ଗ ଠାରେ ତାଙ୍କ ଉପରେ ଏକ ହାଇୱା ଗାଡି ଚଢି ଯାଇଥିବା ଖବର ମିଳିଛି । ଡାକ୍ତରଖାନା ନେବା ବାଟରେ ସୁଜିତଙ୍କ ମୃତ୍ୟୁ ଘଟିଛି । ସୂଚନାନୁଯାୟୀ, ଭଦ୍ରକ ଜିଲ୍ଲା ଚରମ୍ପା ଅଞ୍ଚଳର ସବ୍-ଇନସ୍ପେକ୍ଟର ସୁଜିତି କୁମାର…
Read More...

ବିଜେଡି ପକ୍ଷରୁ ନିଆରା ପଦକ୍ଷେପ : ଧାମନଡଙ୍ଗାରେ ପରିବାର ସମ୍ପର୍କ କାର୍ଯ୍ୟକ୍ରମ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ଧାମନଡଙ୍ଗା ଗାଁରେ ବିଜେଡି ପକ୍ଷରୁ ପରିବାର ସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଜେଡିର ବରିଷ୍ଠ ନେତା ଅଜୟ ଦାସଙ୍କ ନେତୃତ୍ୱରେ ଏକ ଦଳ ସରପଞ୍ଚ ଆରତୀ ସୁନାଙ୍କ ଘରେ ପହଞ୍ଚି ତାଙ୍କ ସହ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ…
Read More...

୩୭ କିଲୋ ଗଞ୍ଜେଇ ଜବତ ସହ ଦମ୍ପତି ସମେତ ୩ ଗିରଫ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ରେଳଷ୍ଟେସନରୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଦମ୍ପତି ସହ ଜଣେ ମହିଳାକୁ ଗିରଫ କରିଛି ଆର୍‌ପିଏଫ୍‌ ପୋଲିସ । ସେମାନଙ୍କ ଠାରୁ ପୋଲିସ ୩୭.୬ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି । ଏହାର ଆନୁମାନିକ ବଜାର ମୂଲ୍ୟ ଚାରି ଲକ୍ଷ ଟଙ୍କା ବୋଲି ଆର୍‌ପିଏଫ୍‌ ପୋଲିସ…
Read More...