ଚନ୍ଦ୍ରଗିରି ସଂରକ୍ଷିତ ଜଙ୍ଗଲରୁ ହାତୀର ମୃତଦେହ ଉଦ୍ଧାର
ଆଠଗଡ଼ : ବଡ଼ମ୍ବା ଚନ୍ଦ୍ରଗିରି ସଂରକ୍ଷିତ ଜଙ୍ଗଲରୁହାତୀର ମୃତଦେହକୁ ଉଦ୍ଧାର କରିଛି ଏସ୍ଟିଏଫ୍ । ଗତକାଲି ମଧ୍ୟ ଏକ ହାତୀର ମୃତଦେହ ଉଦ୍ଧାର କରିଥିଲା ଏସ୍ଟିଏଫ୍ । ୨ଟି ହାତୀକୁ ଶିକାରୀ ମାରିଥିବା ସନ୍ଦେହ କରାଯାଉଛି ।
Read More...
Read More...