Monthly Archives

June 2022

କପିଲାଭଟା ୟୁପି ସ୍କୁଲର ବାର୍ଷିକ ଉତ୍ସବ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସାଧୁରାମ ବିଶିଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି
Read More...

କନ୍ଧମାଳରେ ୭୩ଟି ରୂପାନ୍ତରୀତ ସ୍ମାର୍ଟ ହାଇସ୍କୁଲ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭର୍‌ଚୁଆଲ ମାଧ୍ୟମରେ ଉଦ୍‌ଘାଟିତ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଦ୍ୱିତୀୟ ପର୍ଯ୍ୟାୟରେ ହାତକୁ ନିଆଯାଇଥିବା କନ୍ଧମାଳ ଜିଲ୍ଲାର ୭୩ଟି ରୂପାନ୍ତରୀକରଣ ଉଚ୍ଚ ବିଦ୍ୟାଳୟକୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍‌ଚୁଆଲ ମୋଡ଼ରେ ଉଦ୍‌ଘାଟନ କରିଛନ୍ତି । କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକରେ ହାତକୁ
Read More...

ଅସହାୟ ବୃଦ୍ଧଙ୍କୁ ସଲେପାଲି ଜରାଶ୍ରମରେ ପହଞ୍ଚାଇଲେ ମାହେଶ୍ୱରୀ ସଂଗଠନ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଳକ କୁଡାସିଂହା ଗାଁର ଜଣେ ବୟସ୍କ ବ୍ୟକ୍ତି ବୁଡୁ ମାଝୀ, ଯିଏ କି ଏହି ଗାଁରେ ଘରଜ୍ଵାଇଁ ଭାବେ ଦୀର୍ଘ ବର୍ଷ ଧରି ରହି ଆସୁଥିଲେ । କିଛି ବର୍ଷ ପୂର୍ବେ ପତ୍ନୀଙ୍କ ଦେହାନ୍ତ ହେବା ସହ ସେ ନିଜେ ଭୀଷଣ ରୋଗାଗ୍ରସ୍ତ ହୋଇ ଏକ ପ୍ରକାର ପକ୍ଷାଘାତ
Read More...

ପଶ୍ଚିମ ଓଡ଼ିଶା ଲୋକକଳା ପୁନରୁଦ୍ଧାର ପରିଷଦର ବାର୍ଷିକ ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ବୈଠକ

ପାଟଣାଗଡ଼, (ଗୋରେଖନାଥ ବରିହା) : ପଶ୍ଚିମ ଓଡ଼ିଶା ଲୋକକଳା ପୁନରୁଦ୍ଧାର ପରିଷଦ ବଲାଙ୍ଗିରର ବାର୍ଷିକ ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ବୈଠକ ପାଟଣାଗଡ଼ ସ୍ଥିତ ସାରଦା ହଷ୍ଟେଲର ସଭାଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ଜିଲ୍ଲା ସଭାପତି ଅମିଲ ପୁଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
Read More...

କନ୍ଧମାଳ ଦଙ୍ଗା ଘଟଣାରେ ପ୍ରମାଣ ଅଭାବରୁ ୩୨ଜଣ ନିର୍ଦୋଷରେ ଖଲାସ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ଜଳେଶପଟ୍ଟା ଆଶ୍ରମରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସମେତ ଚାରି ଜଣ ସହଯୋଗୀ ଅଜଣା ଆତତାୟୀଙ୍କ ଗୁଳିରେ ନିହତ ହୋଇଥିଲେ । ଏହାକୁ ନେଇ ପରବର୍ତ୍ତୀ ସମୟରେ ସମଗ୍ର
Read More...

ଗଞ୍ଜାମର ଗୌରବ ଆଣିଛନ୍ତି ବିଶିଷ୍ଟ ଚିତ୍ର-ଶିଳ୍ପୀ ଦୁର୍ଗା ଚରଣ ପଣ୍ଡା

ବ୍ରହ୍ମପୁର, ( କେ.ସତ୍ୟନାରାୟଣ ରେଡ୍ଡୀ ) : ଛତ୍ରପୁର ବାସିନ୍ଦା ବିଶିଷ୍ଟ ଚିତ୍ର-ଶିଳ୍ପୀ ଦୁର୍ଗା ଚରଣ ପଣ୍ଡା ରାଜ୍ୟସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡିଶା ଲଳିତ କଳା ଏକାଡେମୀ ପକ୍ଷରୁ ଭୁବନେଶ୍ୱର ଠାରେ ଶ୍ରୀପଣ୍ଡାଙ୍କୁ ମାନପତ୍ର, ଉପଢୌକନ ଓ ପଦକ ସହ "ସମ୍ବର୍ଦ୍ଧିତଶିଳ୍ପୀ-୨୦୨୧"ରେ
Read More...

କବିତା : ପ୍ରେମ ଗୀତ

ଜ୍ୟୋସ୍ନା ରାଣୀ ଭୋଇ (କିଟି) ଲେଖିବି ବୋଲି ମୁଁ ପ୍ରେମର ଗୀତ ଟେଲେଖି ପାରିଲିନି କେବେନାଲି ରଙ୍ଗ ଯେତେ ମାଖେ କୃଷ୍ଣଚୂଡାଋତୁ ଚକ୍ର ଭାବ ଗର୍ଭେ । ପଳାଶ ଶିମୁଳି ରଙ୍ଗ ନକହିଲେରଙ୍ଗ ହୀନ ହେବି ସତେନାଲି ରଙ୍ଗ ତା'ର ନୀଳ ବଉଦରେମନ ଲାଖି ଯାଏ ଯେତେ । ଥିରି ଥିରି ବାଆ ବଉଳ ପବନଆମ
Read More...

ବ୍ରଜରାଜନଗର ଉପନିର୍ବାଚନରେ ବିଜୟିନୀ ହେଲେ ଅଳକା ମହାନ୍ତି

ବ୍ରଜରାଜନଗର : ବ୍ରଜରାଜନଗର ଉପନିର୍ବାଚନରେ ବିଜୟିନୀ ହେଲେ ଅଳକା ମହାନ୍ତି । ପ୍ରାୟ ୬୫ ହଜାରରୁ ଉର୍ଦ୍ଧ୍ଵ ଭୋଟରେ ବିଜୟିନୀ ହେଲେ ଅଳକା ମହାନ୍ତି । କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ହରାଇ ଅଳକା ଜିତାପଟ୍ ମାରିଛନ୍ତି । ସେହିପରି ବିଜେପି ପ୍ରାର୍ଥୀନୀ ରାଧାରାଣୀ ପଣ୍ଡା ତୃତୀୟ
Read More...

ରେଳଷ୍ଟେସନ୍‌ରେ ଭୟାବହ ଅଗ୍ନିକାଣ୍ଡ

ଖୋର୍ଦ୍ଧା : ଖୋର୍ଦ୍ଧା ରୋଡ ରେଳଷ୍ଟେସନ୍‌ରେ ଭୟାହ୍ୱହ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ପ୍ଲାଟଫର୍ମ ନଂ ୨ର ପାର୍ସଲ ଅଫିସ ପଛପଟେ ଘଟିଛି ଏହି ଅଗ୍ନିକାଣ୍ଡ । ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଆର୍‌ପିଏଫ୍‌ ଓ ରେଲୱେର ବିଦ୍ୟୁତ କର୍ମଚାରୀ ନିଆଁକୁ ଆୟତ୍ତ
Read More...

ଆସନ୍ତାକାଲି ଜିଲ୍ଲା ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୧୫ଟି କେନ୍ଦ୍ରରେ ୧୮ରୁ ଅଧିକ ନାଗରିକଙ୍କୁ ଟୀକାକରଣ

୧୨ ବର୍ଷରୁ ୧୪ ବର୍ଷ ନିମନ୍ତେ ୦୪ଟି କେନ୍ଦ୍ରରେ (କୋର୍ବେଭାକ୍ସ) ଟୀକାକରଣଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତାକାଲି ସୁବର୍ଣ୍ଣପୁର ଜିଲ୍ଲାର
Read More...