Monthly Archives

June 2022

ବରଗଡରେ ଆଜିଠାରୁ ୧୦ମ ରାଜ୍ୟସ୍ତରୀୟ ମୁଏଥାଇ ପ୍ରତିଯୋଗିତା

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଓଡିଶା ମୁଏଥାଇ (ଥାଇ ବକ୍ସିଂ) ୟୁନିଅନ; (ଯାହାକି ଓଡିଶା ଅଲମ୍ପିକ ଆସୋସିଏସନର ଏକ ସ୍ୱୀକୃତିପ୍ରାପ୍ତ ସଂସ୍ଥା) ଆନୁକୂଲ୍ୟରେ ଏବଂ ଆର୍ଟସ ଟେମ୍ପଲ- ବରଗଡ଼ର ସହଯୋଗିତା କ୍ରମେ ବରଗଡ଼ଠାରେ ଆଜି ଓ ଆସନ୍ତା କାଲି ଅନୁଷ୍ଠିତ ହେବାକୁ ଯାଉଛି ୧୦ମ ରାଜ୍ୟସ୍ତରୀୟ
Read More...

ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କଲେ ୫-ଟି ସଚିବ ଏବଂ ବିଜେଡି ସାଙ୍ଗଠନିକ ସମ୍ପାଦକ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା ନେଇ ଶୁକ୍ରବାର ରାଜ୍ୟ ସରକାରଙ୍କ ସପକ୍ଷରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ଏବଂ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି
Read More...

ବନ୍ୟଜନ୍ତୁ ସୁରକ୍ଷା ପାଇଁ ୨୦୦ ଶିକାରୀଙ୍କୁ ଶପଥ ପାଠ କରି ଛାଡିଲା ପୁଲିସ

ମାଲକାନଗିରି : ଆଦିବାସୀ ଶିକାରୀଙ୍କୁ ଜଙ୍ଗଲରେ ନିରୀହ ଜନ୍ତୁମାନଙ୍କୁ ଶିକାର ନ କରିବା ପାଇଁ ଶପଥ ପାଠ କରାଇଲେ ଚିତ୍ରକୋଣ୍ଡା ଏସ୍‌ଡିପିଓ । ଚିତ୍ରକୋଣ୍ଡା ଅଞ୍ଚଳରେ ଦୁଇଟି ଟ୍ରକରେ ୨୦୦ରୁ ଅଧିକ ଶିକାରୀ ଜଙ୍ଗଲକୁ ଶିକାର କରିବା ପାଇଁ ଯାଉଥିବା ବେଳେ ସେମାନଙ୍କୁ ଅଟକାଇ ଶିକାର କରିବା କାମ
Read More...

୬ କ୍ଵିଣ୍ଟାଲ ଗଞ୍ଜେଇ ଜବତ

ମୋହନା : ଗଜପତି ଜିଲ୍ଲା ଅଡବା ଥାନା ଚୁଡ଼ଙ୍ଗପୁର ଗାଁ ନିକଟରୁ ଏକ ପିକଅପ୍ ଭ୍ୟାନ ସହ ୬ କ୍ଵିଣ୍ଟାଲ ଗଞ୍ଜେଇ ଜବତ କରିଛି ପୁଲିସ । ଏହି ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ କେଶରିଗୁଡା ସମିତି ସଭ୍ୟ କାର୍ତ୍ତିକ ଶବରଙ୍କୁ ଗିରଫ କରାଯାଇଥିବା ଅଡବା ଥାନା ଅଧିକାରୀ ଆନନ୍ଦ ପାତ୍ର ସୂଚନା
Read More...

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୪ ବଖରା ଘର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା ଘର । ପୁଇଁତଲା ବ୍ଲକ ବୁବେଲ ପଞ୍ଚାୟତର ବାହାଲବୁକା ଗାଁରେ ଗତକାଲି ଅଗ୍ନିକାଣ୍ଡ ଘଟି ୪ ବଖରା ଘର ଜଳି ପାଉଁଶ ହୋଇଯାଇଛି । ହଠାତ୍ ନିଆଁ ଲାଗିବାରୁ ୪ଟି ଘର ସମ୍ପୂର୍ଣ୍ଣ ଭାବେ ଜଳିପୋଡ଼ି ନଷ୍ଟ ହୋଇଯାଇଛି । ପୁଇଁତଲା
Read More...

ଗଣ୍ଡପାଲି ଏବଂ ଗୁହିରାପଦର ଗାଁରେ ଘରକୁ ଘର ଯାଇ ଆର୍‌ଓଆର୍‌ ବଣ୍ଟନ ନେଇ ଜିଲ୍ଲାପାଳଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଗଣ୍ଡପାଲି ଏବଂ ଗୁହିରାପଦର ଗାଁରେ ଘରକୁ ଘର ଯାଇ ଆର୍‌ଓଆର୍‌ ବଣ୍ଟନ କରାଯାଇଥିବା ନେଇ ଜିଲ୍ଲାପାଳ ଚଂଚଳ ରାଣା ସୂଚନା ଦେଇଛନ୍ତି । ତେବେ ଏହି ଆର୍‌ଓଆର୍‌କୁ ଆଗଲପୁର ତହସିଲଦାର ଗଣ୍ଡପାଲି ଏବଂ ଗୁହିରାପଦର ଗାଁରେ ଘରକୁ ଘର
Read More...

ହାଇକୋର୍ଟର ନୂତନ ବିଚାରପତି ଭାବେ ନିଯୁକ୍ତ ହେବେ ଆଇନଜୀବୀ ସଞ୍ଜୟ କୁମାର ମିଶ୍ର

କଟକ : ଆଇନଜୀବୀ ସଞ୍ଜୟ କୁମାର ମିଶ୍ର ହାଇକୋର୍ଟ ବିଚାରପତି ଭାବେ ନିଯୁକ୍ତ ହେବେ । ଏ ନେଇ ଆଜି ବିଜ୍ଞପ୍ତି ପ୍ରକାଶ କରିଛି କେନ୍ଦ୍ର ଆଇନ୍ କେନ୍ଦ୍ର ଆଇନ ମନ୍ତ୍ରଣାଳୟ । ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିବା ପରେ ଏ ନେଇ ବିଜ୍ଞପ୍ତି ପ୍ରକାଶିତ ହୋଇଛି ।
Read More...

ବଲାଙ୍ଗିର ଜିଲ୍ଲାର ଏଚ୍‌ଏସ୍‌ଟି ପର୍ଯ୍ୟାୟ ୨ରେ ୧୦୦ଟି ବିଦ୍ୟାଳୟ ଶୀଘ୍ର ଉତ୍ସର୍ଗ କରାଯିବା ନେଇ ଜିଲ୍ଲାପାଳଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ସରାକର ପାଠପଢାକୁ ନେଇ ବହୁତ ଗୁଡାଏ ଯୋଜନା କରିଥିବା ବେଳେ ବଲାଙ୍ଗିର ଜିଲ୍ଲାର ଏଚ୍‌ଏସ୍‌ଟି ପର୍ଯ୍ୟାୟ ୨ରେ ୧୦୦ଟି ବିଦ୍ୟାଳୟକୁ ଶୀଘ୍ର ଉତ୍ସର୍ଗ କରାଯିବା ନେଇ ଜିଲ୍ଲାପାଳ ଚଂଚଳ ରାଣା ସୂଚନା ଦେଇଛନ୍ତି । ଏହାକୁ ନେଇ ବିଦ୍ୟାଳୟଗୁଡିକର ଶିକ୍ଷକ
Read More...

ବଲାଙ୍ଗିର ଜିଲ୍ଲାପାଳଙ୍କ ପାଟଣାଗଡ ଏବଂ ବେଲପଡା ବ୍ଲକ ପରିଦର୍ଶନ

ବଲାଙ୍ଗିର, (କେପିଏନଏସ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ଏବଂ ବେଲପଡା ବ୍ଲକକୁ ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ଚଂଚଳ ରାଣା । ଜିଲ୍ଲାପାଳ ଶ୍ରୀ ରାଣା ପ୍ରଥମେ ପାଟଣାଗଡ ଏବଂ ବେଲପଡା ବ୍ଲକର ଏଚ୍‌ଏସ୍‌ଟି ବିଦ୍ୟାଳୟକୁ ପରିଦର୍ଶନ କରିଛନ୍ତି । ପରେ ପାଟଣାଗଡ ବ୍ଲକରେ ପାର୍କିଂ ଏବଂ ଶବଦାହ
Read More...

ବ୍ଲକସ୍ତରୀୟ କୁଇଜ ପ୍ରତିଯୋଗିତା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗତକାଲି ବ୍ଲକସ୍ତରୀୟ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ ଶିକ୍ଷାଧିକାରୀ ବୈକୁଣ୍ଠ ନାଥ
Read More...