pakka

ରେଳଷ୍ଟେସନ୍‌ରେ ଭୟାବହ ଅଗ୍ନିକାଣ୍ଡ

bbehera

ଖୋର୍ଦ୍ଧା : ଖୋର୍ଦ୍ଧା ରୋଡ ରେଳଷ୍ଟେସନ୍‌ରେ ଭୟାହ୍ୱହ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ପ୍ଲାଟଫର୍ମ ନଂ ୨ର ପାର୍ସଲ ଅଫିସ ପଛପଟେ ଘଟିଛି ଏହି ଅଗ୍ନିକାଣ୍ଡ । ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଆର୍‌ପିଏଫ୍‌ ଓ ରେଲୱେର ବିଦ୍ୟୁତ କର୍ମଚାରୀ ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି । ଅଗ୍ନିକାଣ୍ଡରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । କେବଳ ବିଦ୍ୟୁତ ତାର ଜଳିଛି । ଏବେ ଖୋର୍ଦ୍ଧା ରୋଡ ରେଳ ଷ୍ଟେସନର ପରିସ୍ଥିତି ସ୍ୱଭାବିକ ରହିଛି ।

jay balangir
Leave A Reply

Your email address will not be published.

one × 4 =

error: Content is protected !!