Monthly Archives

June 2022

ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜୁନ୍‌ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁସାରେ ଆଜି ମାସର ପ୍ରଥମ ସୋମବାର ଦିନ ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟ ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି
Read More...

ଗଞ୍ଜାମ ଜିଲ୍ଲାର ବରିଷ୍ଠ ଆଇନଜ୍ଞଙ୍କ ପରଲୋକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ବାସିନ୍ଦା ବରିଷ୍ଠ ଆଇନଜ୍ଞ ଅମରେଶ ପ୍ରସାଦ ମିଶ୍ର(୮୭)ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି । ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ଦତ୍ତପୁତ୍ର ରାଜେନ୍ଦ୍ର ଦାଶ୍, ପାଞ୍ଚ କନ୍ୟା ଓ ପତ୍ନୀ ଥିଲେ । ସେ ଦୀର୍ଘଦିନ ଧରି ଅସୁସ୍ଥତା ଭିତରେ ଗତି କରି
Read More...

ଦିବ୍ୟସିଂହପୁରରେ ଶୀତଳଷଷ୍ଠୀ ଯାତ୍ରା ନିଆରା ପର୍ବ ସମ୍ପନ୍ନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ବଉଳଗାଁ ପଞ୍ଚାୟତ ଅଧୀନସ୍ଥ ଦିବ୍ୟସିଂହପୁର ଗାଁରେ ଦେବ ଦମ୍ପତି ଶିବ-ପାର୍ବତୀ ବିବାହ ଉତ୍ସବ ଏକ ନିଆରା ପରମ୍ପରା ଭାବେ ପ୍ରଚଳିତ ହୋଇଆସୁଛି । ସବୁଠି ଶୀତଳଷଷ୍ଠୀ ଯାତ୍ରା ପାଳିତ ହେଉଥିବା ଶିବ-ପାର୍ବତୀ
Read More...

ଅମ୍ବାଭୋନାଠାରେ ଉନ୍ମୋଚିତ ହେଲା “ଦରଖଁଡ଼ିଆ”

ବରଗଡ, (ନିରୋଜ କୁମାର ପାଣୀ) : ସମ୍ବଲପୁରୀ କୋଶଳୀ ଉପନ୍ୟାସ "ଦରଖଁଡ଼ିଆ" ବରଗଡ ଜିଲ୍ଲା ଅମ୍ବାଭୋନାଠାରେ ଉନ୍ମୋଚିତ ହୋଇଯାଇଛି । ଏହାର ଲେଖକ ହେଉଛନ୍ତି ଗିରିଧାରୀଲାଲ ସରକାରୀ ଉଚ୍ଚ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ନିତ୍ୟାନନ୍ଦ ନାୟକ । ତେବେ ବରଗଡ଼ ଭୁକ୍ତା ଅଞ୍ଚଳର କୃଷକମାନଙ୍କର ସ୍ଥିତିକୁ
Read More...

ସବୁଜ ଡେଲାଙ୍ଗ ଟ୍ରଷ୍ଟକୁ ‘ପ୍ରକୃତି ମିତ୍ର’ ସମ୍ମାନ

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ମୋ ଡେଲାଙ୍ଗ ସବୁଜ ଡେଲାଙ୍ଗ ଅଭିଯାନ, କୁମୁକା ଜଙ୍ଗଲରୁ ଐତିହ୍ୟ ବକୁଳବନ ସୁରକ୍ଷା ଅଭିଯାନ, ପରିବେଶ ପାଇଁ ଗଛଟିଏ, ଲଗାଇବା ଗଛ ଜାତିକି ଜାତି, ଆମେ ହସାଇବା ଆମ ପରିବେଶ, ଗଛ ହିଁ ଜୀବନ, ଗଛ ଲଗାଅ ପରିବେଶ ବଞ୍ଚାଓ, ଜୈବିକ ସାର ପ୍ରୟୋଗ,
Read More...

ଜିଲ୍ଲାପାଳଙ୍କ ବ୍ଲକ ସ୍ତରୀୟ ଅଭିଯୋଗ ଶୁଣାଣି

ବରଗଡ଼, (ସତ୍ୟନାରାୟଣ ପଧାନ) : ଆଜି ସୋହେଲା ବ୍ଲକ କାର୍ଯ୍ୟାଳୟଠାରେ ବରଗଡ଼ ଜିଲ୍ଲପାଳ ଶ୍ରୀମତୀ ମୋନିଷା ବାନାର୍ଜୀଙ୍କ ଦ୍ୱାରା ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ୩୦ ଜଣ ଅଭିଯୋଗକାରୀ ତାଙ୍କର ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଭେଟି ଜଣାଇଥିଲେ । କନ ଗାଁ ପଂଚାୟତର
Read More...

ବିଜେପି ଏସ୍‌ଏଚ୍‌ଜି ମହିଳା ସମାବେଶ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ମହୁଲପାଲିଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏସ୍‌ଏଚ୍‌ଜି ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି । ୨୦ଟି ଏସ୍ଏଚ୍‌ଜିର ପାଖାପାଖି ୨୦୦ ସଦସ୍ୟାଙ୍କ ଉପସ୍ଥିତିରେ ଅନୁଷ୍ଠିତ । ଏହି ସମାବେଶରେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା
Read More...

ବୋଡାସମ୍ବର ଜମିଦାରଙ୍କୁ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଜିଲ୍ଲା ପରିଷଦ ଜୋନ ୨ ନମ୍ବରର ଜିଲ୍ଲା ପରିଷଦ ସଭ୍ୟ ଭାବେ ବୋରାସମ୍ବରର ଜମିଦାର ସୁରେନ୍ଦ୍ର ପ୍ରତାପ ସିଂହ ବରିହା ବିଜୟୀ ହେବା ପରେ ପଲସଦା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖଇରା ଗ୍ରାମକୁ ଆଜି ପ୍ରଥମ ଗ୍ରସ୍ତ
Read More...

ସଇଁତଳାରେ ଶୀତଳଷଷ୍ଠୀ ମହୋତ୍ସବ ମହାଆଡମ୍ବର ସହ ସମ୍ପନ୍ନ : ବାଇ ଓ ଆଦିବାସୀ ନୃତ୍ୟ ମୁଖ୍ୟ ଆକର୍ଷଣ

ସଇଁତଳା, (ପ୍ରମୋଦ ସେଲମା ) : ବଲାଙ୍ଗିର ଜିଲ୍ଲା ସଇଁତଳା ସହରରେ ଗତ ୨ ଦିନ ଧରି ମହାଆଡମ୍ବର ସହ ଶୀତଳ ଷଷ୍ଠୀ ମହୋତ୍ସବ ଚାଲିଥିବା ବେଳେ ଆଜି ସମ୍ପନ୍ନ ହୋଇଯାଇଛି । ଗତ ୪ ତାରିଖ ପ୍ରଥମ ଦିନରେ ଭୁବନେଶ୍ୱର ବାବାଙ୍କ ଠାରେ ରୁଦ୍ରାଭିଷେକ ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
Read More...

ବିଶ୍ୱ ପରିବେଶ ଦିବସରେ କବିତା ପାଠ

କଣ୍ଟାବାଞ୍ଜି, (ମନୀଷ କୁମାର ହଂସ) : କଣ୍ଟାବାଞ୍ଜିର ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ ନିର୍ଝରିଣୀ ଆନୁକୂଲ୍ୟରେ ଯଯାତି, ଯୁକ୍ତିପ୍ରକାଶ ଓ ଚୋଳଗଙ୍ଗଙ୍କ ଶୁଭ ବ୍ରତୋପନୟ ଅବସରରେ ବିଶ୍ୱ ପରିବେଶ ଦିବସ ପାଳନ ସହିତ ପରିବେଶ ଭିତ୍ତିକ କବିତା ପାଠ ଅନୁଷ୍ଠିତ ହୋଇଯାଇଛି ।ନିର୍ଝରିଣୀର ସଭାପତି
Read More...