Monthly Archives

June 2022

ଶୀତଳଷଷ୍ଠୀ ଉପଲକ୍ଷେ ବଲାଙ୍ଗିର ଜେଏସ୍ଏମ୍ କଲେଜ ଦ୍ୱାରା ଥଣ୍ଡା ପାନୀୟ ଜଳ ବା ସରବତ ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୁଇ ବର୍ଷ ପରେ ଏ ବର୍ଷ କରୋନା କଟକଣା ନଥିବା ଯୋଗୁଁ ବଲାଙ୍ଗିରରେ ପାଳିତ ହେଉଛି ଶୀତଳଷଷ୍ଠୀ ତଥା ଶିବ ବିବାହ । ଅନେକ ପର୍ଯ୍ୟଟକ ମଜା ନେଉଥିବା ବେଳେ ଶିବ ଏବଂ ପାର୍ବତୀଙ୍କ ବିବାହ ଶେଷ ପର୍ଯ୍ୟାୟରେ ଉପନୀତ । ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁଙ୍କ ପାଇଁ
Read More...

ରୋଟାରୀ କ୍ଲବ ଷ୍ଟିଲ ସିଟି ତରଫରୁ ଡଃ ସରିତା ମଲ୍ଲ ସମ୍ବର୍ଦ୍ଧିତ

ରାଉରକେଲା, (ସସ୍ମିତା ପଧାନ) : ରୋଟାରୀ କ୍ଲବ ରାଉରକେଲା ଷ୍ଟିଲ ସିଟି ତରଫରୁ ରେଲୱେ କଲୋନୀ ନିକଟସ୍ଥ ଶାନ୍ତି ଭବନ ଠାରେ ଅଧ୍ୟାପିକା ଡଃ ସରିତା ମଲ୍ଲଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଉଛି । ଷ୍ଟିଲ ସିଟିର ଉପଦେଷ୍ଟା ରୋଟାରୀଆନ ଡଃ ଅଞ୍ଜନା ମୈତ୍ର ସିହ୍ନାଙ୍କ ଆବାହକତ୍ୱ ଓ ସଭାପତି
Read More...

ଡୁଙ୍ଗୁରିପାଲି ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଡୁଙ୍ଗୁରିପାଲି ବ୍ଲକ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଓ ଆରକ୍ଷୀ ଅଧିକ୍ଷକ
Read More...

ଅଗଷ୍ଟ ୯ରୁ ଆରମ୍ଭ ହେବ ବଲାଙ୍ଗିର କ୍ରାନ୍ତି ଦିବସ ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ବଲାଙ୍ଗିର ଜିଲାର ଦିବଙ୍ଗତ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ସ୍ମୃତିଚାରଣ ଏବଂ ସମ୍ମାନ ପ୍ରଦର୍ଶନ ସକାଶେ ଆସନ୍ତା ଅଗଷ୍ଟ ୯ରୁ ସେପ୍ଟେମ୍ବର ୯ ତାରିଖ ଏକମାସ ବ୍ୟାପୀ ବଲାଙ୍ଗିର କ୍ରାନ୍ତି ଦିବସ ଉତ୍ସବ ପାଳନ କରାଯିବ
Read More...

ଅଶ୍ୱିନୀ-ଅବନୀଙ୍କ କାର୍ଟୁନ୍‌ ସର୍ବଭାରତୀୟସ୍ତରୀୟ ପ୍ରତିଯୋଗିତାରେ ପୁରସ୍କୃତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଛତିଶଗଡ ଏନ୍‌ଭାୟରମେଂଟ କନ୍‌ଜର୍‌ଭେସନ୍‌ ବୋର୍ଡ ସହଯୋଗରେ ରାୟପୁର(ଛତିଶଗଡ)ରୁ ପ୍ରକାଶିତ ପ୍ରତିଷ୍ଠିତ ମାସିକ କାର୍ଟୁନ୍‌ ପତ୍ରିକା ‘କାର୍ଟୁନ୍‌ ଓା୍ୱଚ୍‌’ର ଆବାହକତ୍ୱରେ ସଂପ୍ରତି ଅନୁଷ୍ଠିତ ଏକ ସର୍ବଭାରତୀୟ କାର୍ଟୁନ୍‌ ପ୍ରତିଯୋଗିତାରେ ଓଡିଶାର ବହୁ
Read More...

ଟ୍ରେନିଂ ଗଲେ ତହସିଲଦାର, ଡେଲାଙ୍ଗ ବିଡ଼ିଓଙ୍କୁ ଅତିରିକ୍ତ ଦାୟିତ୍ୱ

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ଡେଲାଙ୍ଗର ତହସିଲଦାରଙ୍କୁ ପ୍ରାଶାସନିକ ପ୍ରଶିକ୍ଷଣ ନେବା ପାଇଁ ସରକାରୀ ଆଦେଶ ମିଳିବା ପରେ ତାଙ୍କ ସ୍ଥାନରେ ଡେଲାଙ୍ଗ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିଲ୍ଲୀପ କୁମାର ଷଡଙ୍ଗୀଙ୍କୁ ଅତିରିକ୍ତ ଦାୟିତ୍ୱ ମିଳିଥିବା ଜଣାପଡିଛି ।ମିଳିଥିବା ସୂଚନା ଅନୁଯାୟୀ,
Read More...

ବର୍ଣ୍ଣାଢ୍ୟ ପଟୁଆରରେ ଦେବୀଙ୍କ ଘଟଯାତ୍ରା ଦେଖିବାକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁରରେ ବର୍ଣ୍ଣାଢ୍ୟ ସାମାରୋହରେ ଉତ୍ସବମୁଖର ହୋଇଉଠିଥିବା ଠାକୁରାଣୀ ଯାତ୍ରା ସୋମବାର ସନ୍ଧ୍ୟାରେ ଶେଷ ଘଟଯାତ୍ରା ଭାବେ ସୀତାରାମପଲ୍ଲୀ ଗ୍ରାମକୁ ଦେବୀଙ୍କ ଆଗମନ ହେଉଅଛି । ଶେଷ ଘଟଯାତ୍ରା ଅବସରରେ ବିଭିନ୍ନ
Read More...

ପଦ୍ମପୁରରେ ପ୍ରଥମ ଶୀତଳ ଷଷ୍ଠୀ ଉତ୍ସବ ସମ୍ପନ୍ନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶୀତଳ ଷଷ୍ଠୀ ଶୁଣିଲା ମାତ୍ରେ ହିଁ ମନରେ ଭରି ଉଠେ ଆଧ୍ୟାତ୍ମିକତା ଏବଂ ଅଲୌକିକତାର ଏକ ଚେତନା ଉତ୍ସ । ଜଗତ ଜନନୀ ମାତା ପାର୍ବତୀଙ୍କର ଦେବାଦୀଦେବ ମହାଦେବଙ୍କ ସହ ପବିତ୍ର ବିବାହ ଉତ୍ସବର ମନୋରମ ରୀତିନୀତି । ଜାହାର ଶାଖୀ ହୋଇଥାଏ ସମଗ୍ର ସୃଷ୍ଟି ।
Read More...

ସମ୍ପନ୍ନ ହେଲା ଦେବଦମ୍ପତିଙ୍କ ବିବାହ : ବରପାଲିରେ ସାଂସ୍କୃତିକ ମାହୋଲ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ବରପାଲିଠାରେ ଶ୍ରୀ ଶ୍ରୀ କପିଳେଶ୍ୱର ବାବା ଓ ଜଗତ ଜନନୀ ମାତା ପାର୍ବତୀ ଦେବୀଙ୍କ ବିବାହ ଉତ୍ସବ, ପବିତ୍ର ଶୀତଳ ଷଷ୍ଠୀ ଯାତ୍ରା ଚଳିତ ବର୍ଷ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଗତ ଦୁଇବର୍ଷର କଟକଣା ପରେ ଚଳିତବର୍ଷ ଚଳିତ ଥର ୨୪୫ତମ
Read More...

ଅବକାରୀ ବିଭାଗ ଓ ରେଳବାଇ ସୁରକ୍ଷା ପୋଲିସ ଦ୍ୱାରା ମିଳିତ ଚଢ଼ାଉରେ ଧରାହେଲା ଗଞ୍ଜେଇ

ରାଉରକେଲା, (ସସ୍ମିତା ପଧାନ) : ରାଉରକେଲା ରେଳ ଷ୍ଟେସନରେ ଅବକାରୀ ବିଭାଗ ଓ ରେଳବାଇ ସୁରକ୍ଷା ପୋଲିସ ଦ୍ୱାରା ମିଳିତ ଚଢ଼ାଉରେ ଗଞ୍ଜେଇ ଧରାପଡିଥିବା ନେଇ ସୂଚନା ମିଳିଛିି । ସୂଚନା ମୁତାବକ ଏହି ଚଢ଼ାଉରେ ସାଢ଼େ ଆଠକିଲୋ ବେଆଇନ ଗଞ୍ଜେଇ ଚୋରାରେ ଚାଲାଣ ହେଉଥିବା ବେଳେ ଅବକାରୀ ବିଭାଗର
Read More...