Monthly Archives

June 2022

ଚଳଚ୍ଚିତ୍ର ପ୍ରଯୋଜନାରେ ସାମିଲ ହେଲା ବିକାଶ ଗ୍ରୁପ୍‌

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଆଜାଦି କି ଅମୃତ ମହୋତ୍ସବ ପରିପ୍ରେକ୍ଷୀରେ ସ୍ୱାଧୀନତା ସଂଗ୍ରାମୀ ତଥା ବହ୍ନି କନ୍ୟା ପାର୍ବତୀ ଗିରିଙ୍କ ଜୀବନି ଉପରେ ନିର୍ମାଣଧିନ ଥିବା ଚଳଚ୍ଚିତ୍ର 'ବଡ ମାଁ' ପ୍ରଯୋଜନାରେ ସାମିଲ ହୋଇଛନ୍ତି ବିକାଶ ଗ୍ରୁପ୍‌ । ଏହି ଅବସରରେ ବିକାଶ ଫାଷ୍ଟ ଷ୍ଟେପ୍‌ରେ
Read More...

ସଦେଇପାଲି ସ୍ଥିତ ଗ୍ରୀଡ-କୋରେ ଭାଲୁ : ସିସିଟିଭିରେ କଏଦ ହେଲା ଦୃଶ୍ୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସଦେଇପାଲି ସ୍ଥିତ ଗ୍ରୀଡ-କୋରେ ଏକ ଭାଲୁ ଦେଖିବାକୁ ମିଳିଛି । ଏହାର ଭିଡିଓ ମଧ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଗତ ବିଳମ୍ବିତ ରାତ୍ରିରେ ଭାଲୁଟି ଗ୍ରୀଡ-କୋ ଭିତରକୁ ପ୍ରବେଶ କରୁଥିବା ବେଳେ ଗ୍ରୀଡ-କୋର ଗେଟ ବନ୍ଦ ଥିବାରୁ ପ୍ରବେଶ କରି
Read More...

ଦେଷଣ୍ଢ ହାଇସ୍କୁଲକୁ ପ୍ରକୃତି ମିତ୍ର ୨୦୨୨ ପୁରସ୍କାର

ଦେଓଗାଁ, (ମନୀଷ କୁମାର ସାହୁ) : ଓଡ଼ିଶା ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଦେଓଗାଁ ବ୍ଲକ ଦେସଣ୍ଢ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ବ୍ଲକ ସ୍ତରରେ ସର୍ବୋକୃଷ୍ଟ ବିବେଚିତ ହୋଇଥିବାରୁ ପ୍ରକୃତି ମିତ୍ର ୨୦୨୨
Read More...

ବେଲପଡାରେ ଷୋହଳ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡା ଗ୍ରାମରେ ଷୋହଳ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଗତ ଶନିବାର ସନ୍ଧ୍ୟାରେ ସ୍ଥାନୀୟ ଶିବ ମନ୍ଦିର ଠାରୁ ବିରାଟ ଶୋଭାଯାତ୍ରାରେ ମହିଳାମାନେ ବାହାରି ୧୩୦ କଳସ ଆଣି ନାମଯଜ୍ଞରେ ସ୍ଥାପନ କରିଥିଲେ
Read More...

୧୦ମ ଓଡିଶା ରାଜ୍ୟ ମୁଏଥାଇ ବକ୍ସିଂ ପ୍ରତିଯୋଗିତା ୨୦୨୨ ଉଦ୍‌ଯାପିତ

ବରଗଡ଼, (ସତ୍ୟନାରାୟଣ ପଧାନ) : ଗତ ଦୁଇ ଦିନ ଧରି ବରଗଡ ଠାରେ ଅନୁଷ୍ଠିତ ହୋଇଯାଇଛି ୧୦ମ ଓଡିଶା ରାଜ୍ୟ ମୁଏଥାଇ ବକ୍ସିଂ ପ୍ରତିଯୋଗିତା ୨୦୨୨ । ଏହି କାର୍ଯ୍ୟକ୍ରମ ଓଡିଶା ଅଲମ୍ପିକ ସଂଘ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ସଂସ୍ଥା "ଓଡିଶା ମୁଏଥାଇ ୟୁନିଅନ" ଏବଂ ଆର୍ଟ୍ସ ଟେମ୍ପଲ ବରଗଡ଼ର ମିଳିତ
Read More...

ଗୀତାରତ୍ନ ଯୁଗଳ କିଶୋର ପ୍ରଧାନଙ୍କ ପୁସ୍ତକ ‘ପ୍ରଭୁ ସୃଷ୍ଟି ରହସ୍ୟ’ ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ରବିବାର ସଂଧ୍ୟାରେ ବଲାଙ୍ଗିର ତେରାପନ୍ଥ ଭବନ ଠାରେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଗୀତାରତ୍ନ ଯୁଗଳ କିଶୋର ପ୍ରଧାନଙ୍କ ନୀତିବାଣୀ ମୂଳକ ପୁସ୍ତିକା 'ପ୍ରଭୁ ସୃଷ୍ଟି ରହସ୍ୟ' ମୁନିଶ୍ରୀ ପ୍ରଶାନ୍ତ କୁମାରଙ୍କ କରକମଳରେ ଉନ୍ମୋଚିତ ହୋଇଥିଲା
Read More...

ଶିକ୍ଷକ ସଂଘର କାର୍ଯ୍ୟକାରିଣୀ ବୈଠକ

କଣ୍ଟାମାଲ, (ମମତା ମହାକୁର) : ମିଳିତ ପ୍ରାଥମିକ ଶିକ୍ଷକ ସଂଘ କଣ୍ଟାମାଲର କାର୍ଯ୍ୟକାରିଣୀ ବୈଠକ ଏମି ସ୍କୁଲ, କଣ୍ଟାମାଲ ଠାରେ ସଂଘର ସଭାପତି ନିଳାଞ୍ଚଳ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଯୁଗ୍ମ ସଂପାଦକ ରଂଜୁ ଅମାତ ସଭାର ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସହ ସଂଗଠନକୁ କିପରି
Read More...

ବଲାଙ୍ଗିରରେ କାଳ ବୈଶାଖୀର ତାଣ୍ଡବ : ଇଲେକ୍ଟ୍ରି ଅଫିସ ସାମ୍ନା ମଝି ରାସ୍ତାରେ ପଡିଲା ଗଛ, ଯାତାୟତ ବାଧାପ୍ରାପ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସନ୍ଧ୍ୟା ସମୟରେ ବଲାଙ୍ଗିରରେ କାଳ ବୈଶାଖୀ ଯୋଗୁଁ ପ୍ରବଳ ବର୍ଷା ହେବା ସହିତ ଝଡ ତୋଫାନ ହୋଇଥିଲା । ଫଳରେ ବଲାଙ୍ଗିର ସହରର ଇଲେକ୍ଟ୍ରି ଅଫିସ ସାମ୍ନା ମଝି ରାସ୍ତାରେ ଏକ ଗଛ ପଡିଯିବାରୁ ଯାତାୟତ ବାଧାପ୍ରାପ୍ତ ହୋଇ ପ୍ରବଳ ଭିଡ ହୋଇଥିବା ଦେଖିବାକୁ
Read More...

କନ୍ଧମାଳ : ଫୁଲବାଣୀରେ ଦୁଇ ଦିନ ଧରି ଅନୁଷ୍ଠିତ ହେବ ପେନ୍‍ସନ ଅଦାଲତ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଏବଂ ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ, ପ୍ରଧାନ ମହାଲେଖାକାର(ଲେଖା ଏବଂ ହକଦାରୀ) ଓ ଲେଖା ନିୟନ୍ତ୍ରକ, ଓଡ଼ିଶା ସହଯୋଗରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଚଳିତ
Read More...

ବରଗଡ଼ ଜିଲ୍ଲାର ୯୦ଟି ସ୍କୁଲ ଲୋକାର୍ପିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ୫ଟି ଯୋଜନାରେ ସାମିଲ ହୋଇଥିବା ୯୦ ସ୍କୁଲକୁ ଆଜି ଭର୍ଚୁଆଲ ମୋଡ଼ରେ ରାଜ୍ୟ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଥିଲେ । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
Read More...