jsm

ବରଗଡ଼ ଜିଲ୍ଲାର ୯୦ଟି ସ୍କୁଲ ଲୋକାର୍ପିତ

csstore

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ୫ଟି ଯୋଜନାରେ ସାମିଲ ହୋଇଥିବା ୯୦ ସ୍କୁଲକୁ ଆଜି ଭର୍ଚୁଆଲ ମୋଡ଼ରେ ରାଜ୍ୟ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଥିଲେ । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବରଗଡ଼ ବିଧାୟକ ଦେବେଶ ଆଚାର୍ୟ୍ୟ, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ ମଞ୍ଚାସୀନ ଥିଲେ। ଜିଲ୍ଲାର ୧୨ବ୍ଲକ ୯୦ ଗୋଟି ହାଇସ୍କୁଲ ସରକାରଙ୍କ ୫ଟି ଯୋଜନାରେ ସାମିଲ କରାଯିବା ସହ ସ୍କୁଲ ଗୁଡିକର ଆଧୁନିକ କରଣରେ ପାଠ ପଢାର ବ୍ୟବସ୍ଥା କରାଯାଇଛି ।

yuvodaya
Leave A Reply

Your email address will not be published.