ବରଗଡ଼ ମହିଳା ସମିତି ପକ୍ଷରୁ ବନ୍ୟା ପୀଡ଼ିତଙ୍କୁ ରିଲିଫ ବଣ୍ଟନ
ବରଗଡ଼, (ନିରୋଜ କୁମାର ପାଣୀ) : ମୌସୁମୀ ଜନିତ ଲଗାଣ ବର୍ଷା ଯୋଗୁଁ ବିଶେଷ ଭାବରେ ପ୍ରଭାବିତ ବରଗଡ଼ ସହରର ୱାର୍ଡ ୧, ଗଲି ନମ୍ବର ୧୦, ଜୀରା ନଦୀ କୂଳରେ ବସବାସ କରୁଥିବା ଗରିବ ଶ୍ରେଣୀ ପରିବାରଙ୍କୁ ବରଗଡ଼ ମହିଳା ସମିତି ପକ୍ଷରୁ ଆଜି ରିଲିଫ ବଣ୍ଟନ କରାଯାଇଥିଲା । ସମିତିର ଏକ ପ୍ରତିନିଧି!-->…
Read More...
Read More...