pakka

ଅମ୍ବାଭୋନାଠାରେ ଉନ୍ମୋଚିତ ହେଲା “ଦରଖଁଡ଼ିଆ”

bbehera

ବରଗଡ, (ନିରୋଜ କୁମାର ପାଣୀ) : ସମ୍ବଲପୁରୀ କୋଶଳୀ ଉପନ୍ୟାସ “ଦରଖଁଡ଼ିଆ” ବରଗଡ ଜିଲ୍ଲା ଅମ୍ବାଭୋନାଠାରେ ଉନ୍ମୋଚିତ ହୋଇଯାଇଛି । ଏହାର ଲେଖକ ହେଉଛନ୍ତି ଗିରିଧାରୀଲାଲ ସରକାରୀ ଉଚ୍ଚ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ନିତ୍ୟାନନ୍ଦ ନାୟକ । ତେବେ ବରଗଡ଼ ଭୁକ୍ତା ଅଞ୍ଚଳର କୃଷକମାନଙ୍କର ସ୍ଥିତିକୁ ନେଇ ଏହି କାହାଣୀଟି ଲେଖା ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.

twelve + 18 =