୪୭ ଜଣଙ୍କୁ ଜମି ପଟ୍ଟା ବଣ୍ଟନ
ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଂଜାମ ତହସିଲଦାରଙ୍କ ଦ୍ୱାରା ଗଞ୍ଜାମ ବ୍ଲକ ସାନ ରାମଚନ୍ଦ୍ରପୁର ପଞ୍ଚାୟତର ଏଚ୍.ବୁରୁଡ଼ି ଗ୍ରାମରେ ରାଜସ୍ୱ ରଥ ମାଧ୍ୟମରେ ୪୭ ଜଣ ହିତାଧିକାରୀମାନଙ୍କୁ ପଟ୍ଟା ବଣ୍ଟନ କରାଯାଇଛି । ଜିଲ୍ଲା ପ୍ରଶାସନର ନିର୍ଦ୍ଧେଶ କ୍ରମେ ତହସିଲଦାର ଅରୁଣ କୁମାର ନାୟକଙ୍କ!-->…
Read More...
Read More...