Monthly Archives

June 2022

୫ ଦିନ ହେଲା ଅନ୍ଧାରରେ ଲରମ୍ଭା ବାଗପଡାବାସୀ : ନୂତନ ଟ୍ରାନ୍ସଫମର ଲଗାଇବା ପାଇଁ ବିଭାଗୀୟ ଏସ୍‌ଡିଓଙ୍କୁ ଦାବୀପତ୍ର…

ପାଟଣାଗଡ଼, (ଗୋରେଖନାଥ ବରିହା) : ଆଧୁନିକ ସମାଜରେ ବିଜୁଳି ଆଲୁଅର ଆବଶ୍ୟକତା ସମସ୍ତେ ହୃଦୟଙ୍ଗମ କରିପାରୁଥିବେ । ବିଜୁଳି ଆଲୁଅ ନହେଲେ ଜୀବନ ଅତିବାହିତ କରିବା ବର୍ତମାନ କଷ୍ଟକର । କାରଣ ଟିଭି, ମୋବାଇଲ୍‌ଠାରୁ ଆରମ୍ଭ କରି ବିଦ୍ୟୁତ ଚାଳିତ ଯନ୍ତ୍ରପାତି ସବୁ ବିଜୁଳି ବିନା ଅଚଳ ହୋଇପଡେ ।
Read More...

ଚାଷୀଙ୍କୁ ଏଚ୍‌ଡିଏଫ୍‌ସି କମ୍ପାନୀ ବୀମା ଯୋଗାଇ ନଦେବାର ଷଡଯନ୍ତ୍ର ଅଭିଯୋଗ ନେଇ କେନ୍ଦ୍ର କୃଷିମନ୍ତ୍ରୀଙ୍କ ପାଖରେ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ସମସ୍ତ ପ୍ରକାରର ନୀତି ନିୟମକୁ ଉଲଂଘନ କରି ଗତବର୍ଷ ପ୍ରଧାନମନ୍ତ୍ରୀ ଫସଲ ବୀମା ପଞ୍ଜିକରଣ କରିଥିବା ଚାଷମାନଙ୍କ ଆବେଦନକୁ ବହୁ ସଂଖ୍ୟାରେ ଏଚ୍‌ଡ଼ିଏଫ୍‌ସି ବୀମା କମ୍ପାନୀ ଖାରଜ କରି ଦେଇଥିବା ନେଇ ବରଗଡ ଜିଲ୍ଲାର ପଦ୍ମପୁର ଉପଖଣ୍ଡରେ ଚାଷୀମାନଙ୍କ ଭିତରେ
Read More...

ବୃକ୍ଷ ରୋପଣ ଏବଂ ପ୍ଲାଷ୍ଟିକ୍‌ ବର୍ଜନ ପାଇଁ ଜିଲ୍ଲାପାଳଙ୍କୁ ପ୍ରସ୍ତାବ ଦେଲେ ସିଏନ୍‌ସି ଛାତ୍ରଛାତ୍ରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଅଗ୍ରଣୀ ସିଏନ୍‌ସି ବାଣିଜ୍ୟ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କର ଏକ ପ୍ରତିନିଧି ଦଳ ବଲାଙ୍ଗିର ଜିଲ୍ଲାପାଳଙ୍କୁ ପ୍ଲାଷ୍ଟିକ୍‌ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ତଥା ଅଧିକରୁ ଅଧିକ ବୃକ୍ଷ ରୋପଣ ପାଇଁ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି ।
Read More...

ବନ ବିଭାଗ ଦ୍ୱାରା ପାଣି ଟାଙ୍କିରେ ପଡ଼ି ଯାଇଥିବା କୋବ୍ରା ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏକ କୋବ୍ରା ସାପ ପାଣି ଟାଙ୍କିରେ ପଡ଼ି ଯାଇଥିବା ଗତକାଲି ସଂଧ୍ୟା ସମୟରେ ଖବର ପାଇ ଖପ୍ରାଖୋଲକୁ ପହଂଚିଥିଲେ ବନ ବିଭାଗର ହରିଶଙ୍କର ରେଂଜ କର୍ମଚାରୀମାନେ । ଏହାପରେ ଖପ୍ରାଖୋଲ ଫରେଷ୍ଟର ସୁଧୀର କୁମାର ଜେନାଙ୍କ ନେତୃତ୍ୱରେ ପାଣି ଟାଙ୍କିରୁ କୋବ୍ରାକୁ ଉଦ୍ଧାର
Read More...

ଭୀମଭୋଇ ମେଡିକାଲ କଲେଜ ହସ୍‌ପିଟାଲ୍‌ ପରିଦର୍ଶନ କଲେ ନରସିଂହ : ଡାଏଲିସିସ୍‌ ବିଭାଗ ଭିତରେ ବିକ୍ରି ହେଉଛି ଔଷଧ ଓ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲ୍‌ର ଡାଏଏଲିସିସ୍‌ ବିଭାଗର କିଛି କିଛି ନୂତନ ସାଂଘାତିକ ତଥ୍ୟ ପ୍ରତ୍ୟହ ଗଣମାଧ୍ୟମର ସାମନାକୁ ଆସୁଛି । ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲ୍‌ର ଡାଏଲିସିସ୍‌ ବିଭାଗ
Read More...

କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ୫ଟି ଅନ୍ତର୍ଭୁକ୍ତ ଘୋରଡିଆ ନୋଡାଲ ହାଇସ୍କୁଲ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଲୋକାର୍ପିତ…

ଡେଲାଙ୍ଗ, (ଦିଲୀପ ଧାଉଡିଆ) : ୫ ଟି ଅନ୍ତର୍ଭୁକ୍ତ ସ୍କୁଲ ଗୁଡିକର କାୟାକଳ୍ପ ପିଲାମାନଙ୍କ ମାନସିକତା ଉପରେ ମଧ୍ୟ ସକରାତ୍ମକ ପ୍ରଭାବ ପକାଇଛି । ସ୍କୁଲର ଆଧୁନିକ ସୁବିଧା ସୁଯୋଗ ଯୋଗୁ ପାଠ ପଢିବା ଆମ ପାଇଁ ଆଗ ଅପେକ୍ଷା ବହୁତ ସହଜ ହୋଇଛି । ଇଣ୍ଟରନେଟ୍‌ ଜରିଆରେ ସବୁ ବିଷୟରେ ଆମେ ତୁରନ୍ତ
Read More...

‘ବଡ଼ ମାଁ’ ୨ୟ ପର୍ଯ୍ୟାୟ ସୁଟିଂ ଆରମ୍ଭ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜାଦି କି ଅମୃତ ମହୋତ୍ସବ ପରିପ୍ରେକ୍ଷୀରେ ଜିଲ୍ଲାର ସ୍ବାଧିନତା ସଂଗ୍ରାମୀ ତଥା ବହ୍ନି କନ୍ୟା ପାର୍ବତୀ ଗିରିଙ୍କ ଜୀବନୀ ଉପରେ ଆଧାରିତ ଚଳଚିତ୍ରର ଦ୍ବିତୀୟ ପର୍ଯ୍ୟାୟ ସୁଟିଂ ଆରମ୍ଭ ହୋଇଛି । ପଞ୍ଚବଟୀ ଫିଲ୍ମ ଓ ବିକାଶ ଗ୍ରୁପ, ବରଗଡ଼ ଦ୍ବାରା
Read More...

ହସ୍ତତନ୍ତ ବୟନ ଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁଙ୍କୁ ସମର୍ଦ୍ଧନା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରପାଲି ଗଙ୍ଗାଧର ମେହେର କ୍ଲବ ପକ୍ଷରୁ ଆଜି ନବ ନିଯୁକ୍ତ ରାଜ୍ୟ ସରକାରଙ୍କ ହସ୍ତତନ୍ତ ବୟନ ଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁଙ୍କୁ ସମର୍ଦ୍ଧନା ଜ୍ଞାପନ କରାଯାଇଥିଲା । କ୍ଲବ ପରିସରରେ ଆୟୋଜିତ ସମର୍ଦ୍ଧନା ସଭାରେ ବରପାଲି ସହରର ଉନ୍ନତି ପାଇଁ
Read More...

ବଢ଼ୁଛି କି ଆପଣଙ୍କ ଓଜନ, ସଚେତନ ହୁଅନ୍ତୁ

ସୁଶ୍ରୀ ସ୍ନେହଲତା ଆଜିକାଲିର ବିଶୃଙ୍ଖଳିତ ଜୀବନ ଶୈଳୀ ଯୋଗୁଁ ଅଧିକାଂଶ ଟିନ୍‌ ଏଜ୍‌ର ଝିଅମାନେ ଆବଶ୍ୟକତା ଠାରୁ ଅଧିକ ମୋଟା ହେଉଛନ୍ତି । ଏହା ନିହାତି ପକ୍ଷରେ ଶରୀର ପାଇଁ କ୍ଷତିକାରକ । ଏଥିପ୍ରତି ସଚେତନ ହେବା ଏକାନ୍ତ ଆବଶ୍ୟକ । ଏହି ଅବସ୍ଥାକୁ ଅଣଦେଖା କଲେ ଆଗାମୀ ସମୟରେ ଅନେକ
Read More...

ରୁଷ ପାଇଁ ଟେନ୍‌ସନ୍‌ : ଯୁଦ୍ଧ ଭିତରେ ଜେଲେନସ୍କି ନାଟୋ ଶିଖର ସମ୍ମିଳନୀକୁ ନିମନ୍ତ୍ରିତ

ନୂଆଦିଲ୍ଲୀ : ଯେଉଁ ପ୍ରସଙ୍ଗରେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିଲା, ତାହା ଆଜି ପୁଣି ଉଷ୍ମ ହୋଇଛି । ବାସ୍ତବରେ, ରୁଷ ଚାହୁଁ ନାହିଁ ଯେ ୟୁକ୍ରେନ ନାଟୋ ଦେଶ ଗୋଷ୍ଠୀରେ ଯୋଗ ଦେଉ । କିନ୍ତୁ ଜେଲେନସ୍କି ୨୮-୨୯ ଜୁନ୍ ମାଡ୍ରିଡରେ ହେବାକୁ ଥିବା ନାଟୋ ଶିଖର ସମ୍ମିଳନୀକୁ
Read More...