Daily Archives

୮୯୦ ବୋତଲ କଫସିରପ ଜବତ ସହ ଜଣେ ଗିରଫ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କଫସିରପ କାରବାର । ବରଗଡ଼ ଅବକାରୀ ବିଭାଗକୁ ବଡ଼ ସଫଳତା । ସୋହେଲା ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ସମୟରେ ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଗର୍ଭଣା ଗ୍ରାମର ଶରତ ଚନ୍ଦ୍ର ଆଚାର୍ଯ୍ୟଙ୍କ ଘରେ
Read More...

ଅଜଣା ଗାଡି ଧକ୍କାରେ ଯୁବକ ମୃତ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ସିଦ୍ଧପୁର ଛକ ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ସୂଚନାନୁସାରେ ସିଦ୍ଧପୁର ଛକ ନିକଟରେ ସୋରଜ କୁମାର ମେହେର ନାମକ ଏକ ଯୁବକଙ୍କୁ ଅଜଣା ଗାଡ଼ି ଧକ୍କା ଦେଇ ଫେରାର ହୋଇଯାଇଥିଲା । ଗୁରୁତର ଅବସ୍ଥାରେ ଯୁବକ ଜଣକ ରାସ୍ତାରେ ପଡି
Read More...

ବଜ୍ରପାତରେ ଜଣେ ମୃତ

ଗଜପତି : ଜମିରେ ବିହନ ବୁଣିବା ପାଇଁ ଯାଇଥିବା ବେଳେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ଗୁରାଣ୍ଡି ଥାନା ଅନ୍ତର୍ଗତ ତାଟିପେଟି ଗ୍ରାମର ଡି. ରାମାନା । ସୂଚନାନୁସାରେ ଗୁରାଣ୍ଡି ଥାନା ଅନ୍ତର୍ଗତ ତାଟିପେଟି ଗ୍ରାମର ଡି. ରାମାନା ଜମିରେ ବିହନ ବୁଣିବା ପାଇଁ ଯାଇଥିଲେ ।
Read More...

ଲକ୍ଷେ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଆକାଉଣ୍ଟାଣ୍ଟ୍‌

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ୍‌ କମ୍ ପ୍ରୋଗାମର ବିକାଶ ଶାନା ବିଲ୍ କରିବା ପାଇଁ ଏକ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଆକାଉଣ୍ଟାଣ୍ଟ୍‌ କମ୍ ପ୍ରୋଗାମର ବିକାଶ ଶାନା ୧୦ ଲକ୍ଷରୁ ଅଧିକ ଟଙ୍କାର ବିଲ
Read More...

ଗାତରେ ପଡି ୪ ଶିଶୁ ମୃତ

କୋରାପୁଟ : କୋରାପୁଟ ଜିଲ୍ଲା ଦଶମନ୍ତପୁର aäକ ପାଇକଫୁଲବେଡା ପଞ୍ଚାୟତ ମାଝୀଗୁଡା ଗ୍ରାମରେ ପାଣି ଭର୍ତ୍ତି ଗଭୀର ଗାତରେ ପଡି ୪ ଜଣ ଶିଶୁଙ୍କ ଅକାଳରେ ଜୀବନ ଚାଲିଯାଇଛି । ୪ ଜଣ ଶିଶୁଙ୍କ ମଧ୍ୟରେ ୩ ଜଣ ନାବାଳିକା ରହିଥିବା ବେଳେ ଜଣେ ନାବାଳକ ରହିଛି । ମୃତକମାନେ ହେଲେ ପୁର୍ଣି ହାନ୍ତାଳ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୬୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୬୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୩ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୯୧ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୬ ଜଣ
Read More...

ଡକାୟତ ଯୋଜନା ବେଳେ ଧରାପଡିଲେ ୫ ଲୁଟେରା, ୪୦ ଗ୍ରାମ ସୁନା ଅଳଙ୍କାର ଜବତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଡକାୟତ ଯୋଜନା କରୁଥିବା ବେଳେ ବ୍ରହ୍ମପୁର ସଦର ପୋଲିସ ହାତରେ ୫ ଲୁଟେରା ଧରାପଡିଛନ୍ତି । ସେମାନଙ୍କଠାରୁ ମାରଣାସ୍ତ୍ର ସହ ୪୦ ଗ୍ରାମ ସୁନା ଅଳଙ୍କାର ଓ ୫୦ ଗ୍ରାମ୍ ରୂପା ଅଳଙ୍କାର ପୋଲିସ ଜବତ କରିଛି । ୫ ଜଣ ଲୁଟେରା ଡକାୟତି କରିବା ପାଇ ଯୋଜନା
Read More...

ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ମୁଣ୍ଡା ମସ୍କା ସଂରକ୍ଷିତ ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଗୁଳି ବିନିମୟ ବେଳେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଛନ୍ତି । ଉକ୍ତ ଗୁଳି ବିନିମୟରେ କୌଣସି ମୃତାହତ ହେବାର ସୂଚନା ମିଳି
Read More...

ନୂଆ ଏନ୍‌ଆଇଏ ମୁଖ୍ୟ ହେଲେ ବରିଷ୍ଠ ଆଇପିଏସ୍‌ ଅଧିକାରୀ ଦିନ୍‌କର ଗୁପ୍ତା

ନୂଆଦିଲ୍ଲୀ : ବରିଷ୍ଠ ଆଇପିଏସ୍‌ ଅଧିକାରୀ ଦିନ୍‌କର ଗୁପ୍ତାଙ୍କୁ ଗୁରୁବାର ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)ର ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି । ଗୁପ୍ତା ହେଉଛନ୍ତି ପଞ୍ଜାବ କ୍ୟାଡର୍‌ର ୧୯୮୭ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ । କ୍ୟାବିନେଟ୍‌ ନିଯୁକ୍ତି କମିଟି (ଏପିସି)
Read More...

ମୋବାଇଲ ଝାମ୍ପି ନେବାକୁ ଚେଷ୍ଟା କରୁଥିବା ବେଳେ ବିରୋଧ କରିବାରୁ ଯୁବକଙ୍କୁ ଛୁରାମାଡ଼

ବାଲିପାଟଣା : ବାଲିଅନ୍ତା ଥାନା କାକରୁଦ୍ରପୁରରେ ମୋବାଇଲ ଝାମ୍ପି ନେବାକୁ ଚେଷ୍ଟା କରୁଥିବା ବେଳେ ବିରୋଧ କରିବାରୁ ଯୁବକଙ୍କ ପେଟକୁ ଛୁରୀ ଭୁଷିଦେଲେ ଦୃର୍ବୃତ୍ତ । ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ ଦୁର୍ବୃତ୍ତମାନଙ୍କୁ କାବୁ କରିବାରେ ସଫଳ ହୋଇଛି । ସୂଚନାନୁଯାୟୀ, ଗୁରୁବାର ବିଳମ୍ବିତ
Read More...
error: Content is protected !!