Monthly Archives

February 2022

ପଞ୍ଚାୟତସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ମଦନପୁର ଚାମ୍ପିଅନ, ରାଶିଭଟା ରନର୍ସ ଅପ୍‌

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଳକ ଡ଼ମ୍ବକର୍ଲାଖୁଣ୍ଟା ୟୁଥ୍ କ୍ଲବ ତରଫରୁ ପଞ୍ଚାୟତସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଡ଼ମ୍ବକର୍ଲାଖୁଣ୍ଟାଠାରେ ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ମଦନପୁର ଓ ରାଶିଭଟା ମଧ୍ୟରେ…
Read More...

୭ କ୍ୱିଣ୍ଟାଲରୁ ଅଧିକ ଭାଙ୍ଗ ସହ ଗାଡି ଜବତ : ଡ୍ରାଇଭର ଗିରଫ

ଆସିକା : ଆସିକା ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଏକ ଟାଟା ଏସି ଗାଡିରୁ ପ୍ରାୟ ୭ କ୍ୱିଣ୍ଟାଲ ୬୯ କେଜି ୬୫୦ ଗ୍ରାମ ଭାଙ୍ଗ ଜବତ କରିବା ସହ ଗାଡିର ଡ୍ରାଇଭରକୁ ଗିରଫ କରିଥିବା ଜଣାପଡିଛି । ସୂଚନା ଅନୁସାରେ ଏକ ଟାଟା ଏସି ଗାଡି(ଓୟୁ୦୭ଭି୮୪୩୭)ରେ ବିପୁଳ ପରିମାଣରେ ଭାଙ୍ଗ ବୋଝେଇ ହୋଇ…
Read More...

ବରାହ ଦ୍ୱାଦଶୀ ପାଳନ ପାଇଁ ପ୍ରସ୍ତୁତି ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ କଳିଙ୍ଗବିହାର ଉମାଶଙ୍କର ପୀଠଠାରେ ଶ୍ରୀ ଶ୍ରୀ ଲକ୍ଷ୍ମୀ ବରାହ ସଂଘର କର୍ମକର୍ତ୍ତାମାନଙ୍କର ବରାହ ଦ୍ବାଦଶୀ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଭାରତରତ୍ନ ଲତା ମଙ୍ଗେସ୍‌କର ଓ ମନ୍ଦିର ତିଆରି କରିଥିବା କାରିଗର…
Read More...

ନିଷ୍ଠା ପରିବାର ଦ୍ୱାରା ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ମା' ମାଉଲୀ କଲ୍ୟାଣ ମଣ୍ଡପ, ମାଲିପାଲି, ବରଗଡଠାରେ ନିଷ୍ଠା ପରିବାର ଓ ମାଲିପାଲି ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିରକୁ ମାଲିପାଲି ଗ୍ରାମର ଆଦର୍ଶ ଶିକ୍ଷକ ଗଣେଶ ବେହେରା ଫିତାକାଟି…
Read More...

ଏଭ୍‌ତକ୍‌ ମୁଇଁ ମୋର୍‌ ମାଁବୁଆର୍‌ ପାଖେ ଅଛେଁ

ବଡ଼ା ଦିନୁଁ ଭେଟ୍‌ ପଡ଼ିଛନ୍‌ ଦୁଇ ଦୋସ୍ତ । କଲେଜ୍‌ ଥି ପାଠ୍‌ ପଢ଼୍‌ଲା ବେଲ୍‌କେ ଦୁହେଁ ଗୁଟେ କଲେଜ୍‌ ନେ, ଗୁଟେ ଇଅର୍‌, ଗୁଟେ ସେକ୍‌ସନ୍‌ ଥି ପାଠ୍‌ ପଢ଼ିଛନ୍‌ । କଲେଜ୍‌ ପଢ଼୍‌ଲା ବେଲେ ଦୁହେଁ ଜୀବନ୍‌ ଦିଆଦୁଇ ସାଙ୍ଗ୍‌ ବଲି ସଭେ ଜାନିଥିଲେ । ଏନ୍‌ତାକି ଇ’ ଦୁହି ଜନ୍‌ କେ କଲେଜ୍‌…
Read More...

୧୯୯୧ ମସିହା ମାଟ୍ରିକ ବ୍ୟାଚ୍‌ର ବନ୍ଧୁ ମିଳନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ସରକାରୀ ଘୋରଡିଆ ନୋଡାଲ ହାଇସ୍କୁଲର ୧୯୯୧ ମସିହା ମାଟ୍ରିକ ବ୍ୟାଚ୍‌ର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ରବିବାର ଏକ ବନ୍ଧୁମିଳନ ଉତ୍ସବ ମା' ବରାହୀ (ଖଣ୍ଡୁଆଳ) କଅଁଳପଡା ପିଠସ୍ଥଳୀରେ ଅନୁଷ୍ଠିିତ ହୋଇଯାଇଛି ।…
Read More...

କନ୍ଧେନବାହାଲିରେ ଗ୍ରାମାଞ୍ଚଳ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ : ପ୍ରଥମ ଦିନରେ କରେଲଧୁଆ ଦଳ ବିଜୟୀ

ସଇଁନ୍ତଲା, (ପ୍ରମୋଦ କୁମାର ସେଲମା ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲାର ଡେଙ୍ଗ ସରର୍ଗି ଖେଳପଡିଆଠାରେ କନ୍ଧେନବାହାଲି ବୁଢ଼ାଦେଓ ଫୁଟ୍‌ବଲ କମିଟି ଆନୁକୂଲ୍ୟରେ ପ୍ରଥମ ଗ୍ରାମାଞ୍ଚଳ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଏହାର ଉଦ୍‌ଘାଟନୀ ମ୍ୟାଚରେ କରେଲଧୁଆ ଦଳ ଓ ଘୁଚିପାଲି ଦଳ…
Read More...

ଜମି ବାବଦକୁ ନେଇ ହଣାକଟା : କକାକୁ ହାଣିଲା ପୁତୁରା

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଳା କରଞ୍ଜିଆରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ଜମିବାଡି ବାବଦକୁ ନେଇ ହଣାକଟା ହୋଇଥିବା ଜଣାପଡିଛି । କରଞ୍ଜିଆ ଥାନା କିଆ ଗାଁରେ ଏହି ଘଟଣା ଘଟିଥିବା ଜଣାପଡିଛି । ଏକ ପରିବାରେ ଜମିବାଡି ବାବଦକୁ ନେଇ କକା ଓ ପୁତୁରା ମଧ୍ୟରେ କଳହ…
Read More...

ବୈଦିପାଲି ଗାଁରେ ଦୁଇ ଜଣ ଦୁର୍ବୃତ୍ତ ଆସି ଗୁଳି ମାଡ଼ କରିଥିବା ନେଇ ଥାନାରେ ଅଭିଯୋଗ କଲେ ସମାଜସେବୀ ସନ୍ତୋଷ ସାହୁ

ବଲାଙ୍ଗିର ସଦର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ବୈଦିପାଲି ଗାଁରେ ଦୁଇ ଜଣ ଦୁର୍ବୃତ୍ତ ଆସି ଗୁଳି ମାଡ଼ କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ବୈଦିପାଲି ଅଚଂଳର ସମାଜସେବୀ ସନ୍ତୋଷ ସାହୁ । ଅଭିଯୋଗ ଅନୁଯାୟୀ ସମାଜସେବୀ ଶ୍ରୀ ସାହୁ ଗତକାଲି ରାତିରେ ଶୋଇଥିବା ବେଳେ…
Read More...

ମୋବାଇଲ ଲୁଟ୍‌ ସମୟରେ ସାହସିକତା ଦେଖାଇଲେ ଯୁବତୀ

ଭୁବନେଶ୍ୱର : ଲୁଟେରା ମାନେ ମୋବାଇଲ ଲୁଟ୍‌ କରିବା ସମୟରେ ସାହସିକତା ଦେଖାଇଛନ୍ତି ଜଣେ ଯୁବତୀ । ସୂଚନା ଅନୁସାରେ ଭୁବନେଶ୍ୱରର ଇମ୍ଫୋସିଟି ଥାନା ଅଧିନସ୍ଥ ଏକ ଅଞ୍ଚଳରେ ଦୁଇଜଣ ଲୁଟେରା ଜଣେ ଯୁବତୀଙ୍କ ଠାରୁ ମୋବାଇଲ ଲୁଟ୍‌ କରୁଥିବା ବେଳେ ଯୁବତୀ ଜଣକ ଲୁଟେରାଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଥିବା…
Read More...