Monthly Archives

January 2022

ଜୟ ବଜରଙ୍ଗବଲୀ କ୍ରିକେଟ୍, ଲୋକାପଡା ବିଜୟୀ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଶିମିଳିପଦର ପଞ୍ଚାୟତ ଅନ୍ତର୍ଗତ ତୁଳସୀକଟା ଗ୍ରାମର ଖେଳ ପଡ଼ିଆରେ ଜୟ ବଜରଙ୍ଗବଲି କ୍ରିକେଟ୍ କ୍ଲବ ଆନୁକୁଲ୍ୟରେ ତିନିଦିନ ଧରି କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି । ଆଜି ତିନୋଟି ପର୍ଯ୍ୟାୟରେ ଖେଳ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ଲୋକାପଡ଼ା
Read More...

ଜିଲ୍ଲାର ବିଭିନ୍ନ ଅଧିକାରୀମାନଙ୍କୁ କୋଭିଡ଼ ସ୍ଥିତି ପାଇଁ କଡ଼ାକଡ଼ି ନଜର ରଖିବାକୁ ଆଦେଶ ଦେଲେ ବଲାଙ୍ଗିର ଜିଲ୍ଲାପାଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦେଶର ବିଭିନ୍ନ ଅଂଶରେ କରୋନାର ନୂତନ ଭାରିଆଂଟ ଓମିକ୍ରନ୍‌ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଓଡ଼ିଶାରେ ମଧ୍ୟ ଓମିକ୍ରନ୍‌ ତାର ସ୍ଥିତି ଜାହିର୍‌ କରି ସାରିଛି । ବଲାଙ୍ଗିର ଜିଲ୍ଲାରେ ମଧ୍ୟ ଏବେ କରୋନା ସଂକ୍ରମଣ ବଢ଼ି ଚାଲିଛି । ଏଥିପାଇଁ ବଲାଙ୍ଗିର
Read More...

ବିସ୍ଥାପିତ ପରିବାରଙ୍କୁ ସ୍ଥାନାନ୍ତରିତ କରାଯିବାକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନିଷ୍ପତି ଗ୍ରହଣ

ଟିଟିଲାଗଡ, (ସନ୍ତୋଷ କୁମାର ନାୟକ) : ଟିଟିଲାଗଡ ପୌରପରିଷଦ ଅନ୍ତର୍ଗତ ୱାର୍ଡ ନଂ ୧୪ଠାରେ ଥିବା ଆମବନ୍ଧର ପୁନରୁଦ୍ଧାର ତଥା ସୋନ୍ଦର୍ଯ୍ୟକରଣ ପାଇଁ ଏଠାରେ ଜବର ଦଖଲରେ ଥିବା ୬୫ଯି ପରିବାର ଓ ଗଉଡପଡ଼ାର ୨୯ଟି ବିସ୍ଥାପିତ ପରିବାରଙ୍କୁ ସ୍ଥାନାନ୍ତରିତ କରାଯିବାକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ
Read More...

ମା’ ଦୂର୍ଗେଇ ଦେବୀ ସମିତିର ବାର୍ଷିକ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ମିଠାପାଲି ଗ୍ରାମ ପଞ୍ଚାୟତ ପିପିଲଖୁଣ୍ଟା ଗ୍ରାମ ମା' ଦୂର୍ଗେଇ ଦେବୀ ସମିତିର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସମିତିର ସଭାପତି ହେମନ୍ତ ହଂସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଗ୍ରାମର ବିଭିନ୍ନ ଉନ୍ନୟନ ମୂଳକ କାର୍ୟ୍ୟକୁ
Read More...

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ପୁସ୍ତକ ଉନ୍ମୋଚନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ସମ୍ମିଳନୀ ପ୍ରକୋଷ୍ଠରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଅଧ୍ୟାପକ ଡ. ସରୋଜ କୁମାର ନାଏକଙ୍କ ଲିଖତ ପୁସ୍ତକ, କବି ସୌଭାଗ୍ୟ ମିଶ୍ରଙ୍କ କବିତା ସମ୍ଭାରର ଏକ ଅନୁଶୀଳନ, ଡ. ଦୁଃଖୀଶ୍ୟାମ ସାହୁଙ୍କ ଲିଖିତ ପୁସ୍ତକ
Read More...

ବଲାଙ୍ଗିର ବ୍ଲକରେ ତିନୋଟି ପାନୀୟ ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ଦେଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଦ୍ୱାରା ତିନୋଟି ପାନୀୟ ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ବଲାଙ୍ଗିର ବ୍ଲକ ସ୍ଥିତ ମାୟାବର୍ହା ପଞ୍ଚାୟତର ଘୁଟୁପାଲି ଠାରେ ଏକ କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପକୁ ବିଧାୟକ ଶ୍ରୀ
Read More...

ସଇଁନ୍ତଲା କଲେଜରେ ଅସାମାଜିକ ବ୍ୟକ୍ତିଙ୍କ ବଢୁଛି ପ୍ରାଦୁର୍ଭାବ ଘଟଣା : ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କଲେ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ପଞ୍ଚାୟତ ସମିତି କଲେଜରେ ଅସାମାଜିକ ବ୍ୟକ୍ତିଙ୍କ ବଢୁଥିବା ପ୍ରାଦୁର୍ଭାବ ଘଟଣାକୁ ନେଇ 'କୋଶଳ ପ୍ରବାହ'ରେ ଦୁଇ ଦିନ ତଳେ ଖବର ପ୍ରସାରିତ ହେବା ପରେ ଆଜି କଲେଜ ଅଧ୍ୟକ୍ଷ ଶିବ ପ୍ରସାଦ ବିଶ୍ୱାଳ ଆମ ପ୍ରତିନିଧିଙ୍କ ସହ ଆଲୋଚନା
Read More...

ସରୁନି ଦାଦନ ଦୁଃଖ : ସ୍ତ୍ରୀ ମଥାରୁ ହଜିଲା ସିନ୍ଦୁର, ମା’ ଛୁଆଙ୍କୁ ସାହା ହେବ କିଏ

ମ.ରାମପୁର : (ହେମନ୍ତ ସାହୁ) : ଦାଦନ ସମସ୍ୟା କଥା କହିଲେ, ଦିଶିଯାଏ ନୂଆ ବାହା ହୋଇଥିବା ସ୍ତ୍ରୀ ମୁହଁର ବିକଳ ଚିତ୍ର । ଦାଦନ କଥା କହିଲେ, ଘରେ ରୋଗିଣା ବାପାର ପୁଅର ଟଙ୍କାକୁ ଅନେଇ ବସିବାର ଚିତ୍ର । ଦାଦନ ହେଇ କିଏ କ'ଣ ପାଏ କେଜାଣି, କିନ୍ତୁ କେବେ ମାଁ କୋଳରୁ ହଜିଯାଏ ପୁତ୍ର ତ ଆଉ
Read More...

ମ.ରାମପୁର ଅଞ୍ଚଳରେ ବଢୁଛି ହାତୀ ଉପଦ୍ରବ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଉତ୍ତର ବନଖଣ୍ଡ ଅଧୀନରେ ଥିବା ମ.ରମପୁର ରେଂଜ ଅଚଂଳରେ ଗତ କିଛିଦିନ ହେଲା ହାତୀଙ୍କ ଉପଦ୍ରବ ବଢିବାରେ ଲାଗିଛି । ପ୍ରାୟ ୨୯ଟି ହାତୀଥିବା ଏକ ହାତୀପଲ ମ.ରାମପୁର ଉତେଇ ନଦୀକୂଳବର୍ତ୍ତୀ ଅଂଚଳରେ ଥିବା ଅନେକ ଚାଷୀଙ୍କ ଶହ ଶହ
Read More...

ରାମପୁର ଲକ୍ଷ୍ମୀନାରାୟଣ ଯୁବକ ସଂଘ ପକ୍ଷରୁ କମ୍ବଳ ବଣ୍ଟନ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ସ୍ଥିତି ରାମପୁର ଲଷ୍ମୀ ନାରାୟଣ ଯୁବକ ସଂଘ ପକ୍ଷରୁ୧୫୦ଜଣ ଅସହାୟ ବୃଦ୍ଧବୃଦ୍ଧା ମାନଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା । ଏଥିରେ ଲକ୍ଷ୍ମୀ ନାରାୟଣ ଯୁବକ ସଂଘର ସଭାପତି ମନୋଜ ମେହେର ସମ୍ପାଦକ ରଞ୍ଜିତ ମେହେର ତତ୍ତ୍ଵାବଧାନରେ କମ୍ବଳ ବଣ୍ଟନ କରିଥିଲେ
Read More...