Monthly Archives

January 2022

ଘର ମରାମତି ପାଇଁ ଆର୍ଥିକ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଅପରାହ୍ନରେ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ରାଜ୍ୟ ଗୃହ ନିର୍ମାଣ ଯୋଜନାରେ ପକ୍କାଘର ପାଇଥିବା ହିତାଧିକାରୀ ପରିବାରଙ୍କୁ ତିନି ହାଜର ଟଙ୍କା ଲେଖାଁଏ ମରାମତି ସହାୟତା ପ୍ରଦାନ ଶୁଭାରମ୍ଭ କରିଛନ୍ତି ।
Read More...

କୋଭିଡ ପରିଚାଳନା ପାଇଁ ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ରେପିଡ୍‌ ରେସ୍‌ପୋନ୍ସ ଟିମ୍‌ ଗଠନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ କୋଭିଡ୍‌ ସଂକ୍ରମଣ ବଢି ଚାଲିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସିଏଚ୍‌ସି, ୟୁଏଲ୍‌ବି ଓ ବ୍ଲକ ମାନଙ୍କରେ ଅଭିଜ୍ଞ ଡାକ୍ତର ମାନଙ୍କୁ ନେଇ ରେପିଡ୍‌ ରେସ୍‌ପୋନ୍ସ ଟିମ୍‌ ଗଠନ କରାଯାଇଥିବା ନେଇ ଜିଲ୍ଲା
Read More...

ସଇଁନ୍ତଲା ବ୍ଳକରେ ୧୫ରୁ ୧୮ ବର୍ଷର ୮୫୫ ଜଣ ପିଲାଙ୍କୁ ଦିଆଗଲା ଟୀକା

ସଇଁନ୍ତଲା, (ଅଜିତ କୁମାର ସାହୁ) : କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ଗତ ଚାରି ଦିନ ହେଲାଣି ରାଜ୍ୟରେ ୧୫ରୁ ୧୮ ବର୍ଷ ବୟସର ପିଲାଙ୍କ ଟୀକାକରଣ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକର ବିଭିନ୍ନ ଡାକ୍ତରଖାନାରେ ୮୫୫ ଜଣ ୧୫ରୁ ୧୮ ବର୍ଷ ବୟସର କଲେଜ,
Read More...

ଷଷ୍ଠ ସମଲେଶ୍ୱରୀ ଭଲିବଲ ପ୍ରତିଯୋଗିତା ଉଦ୍‌ଘାଟିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରପାଲି ବ୍ଲକ ଅନ୍ତର୍ଗତ ସତଲମା ପ୍ରାଥମିକ ବିଦ୍ୟାଳୟ ପରିସରରେ ଷଷ୍ଠ ସମଲେଶ୍ୱରୀ ଭଲିବଲ ଟୁର୍ଣ୍ଣାମେଣ୍ଟ ସମଲେଶ୍ୱରୀ ଭଲିବଲ୍‌ ସଙ୍ଘର ଆନୁକୂଲ୍ୟରେ ଉଦ୍‌ଘାଟିତ ହୋଇଯାଇଛି । ପ୍ରତିଯୋଗିତାକୁ ଯୁବନେତା ସୁମିତ ସାହୁ ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ
Read More...

ବିଜେପିର ମିଶ୍ରଣ ପର୍ବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପାଇକମାଲ ବ୍ଲକ ଅନ୍ତର୍ଗତ ଟେମରୀ ଗ୍ରାମ ପଞ୍ଚାୟତର ଟେମରୀ ଗ୍ରାମରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ମିଶ୍ରଣ ପର୍ବରେ ମଣ୍ତଳ ସଭାପତି ଭୀଷ୍ମଦେବ ସାହୁ ପରିଚାଳନା କରିଥିବା ବେଳେ ମିଶ୍ରଣ ପର୍ବ ଉତ୍ସବରେ ପୂର୍ବତନ ବିଧାୟକ ତଥା
Read More...

ବେହେରାଠାରେ ବୁଣାକାର ବଜାର ଉଦ୍‌ଘାଟିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ବ୍ଲକ ଅନ୍ତର୍ଗତ ବେହେରାଠାରେ ବାଏଲଯୁରୀ ବଜାରର ବୁଣାକାର ମାନଙ୍କ ପାଇଁ ସ୍ୱତନ୍ତ୍ର ବଜାରର ନବ ନିର୍ମାଣ କୋଠା ଆଜି ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଦ୍ବାରା ଉଦ୍‌ଘାଟିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ହସ୍ତତନ୍ତ ଓ
Read More...

ସମଲେଶ୍ୱରୀ ରୋଷେୟା ସଂଘର ସାଧାରଣ ବୈଠକ

କରୋନାରେ ସର୍ବହରା ରୋଷେୟାମାନଙ୍କୁ ସହାୟତାର ହାତ ବଢାଉ ପ୍ରଶାସନ : ରୋଷେୟା ସଂଗଠନ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ବିଏସ୍‌ଏନ୍‌ଏଲ୍‌ ଅଫିସ ପଛପଟ ନନ୍ଦ ମେରେଜ ମଣ୍ଡପ ପରିସରରେ ବଲାଙ୍ଗିର ଜିଲ୍ଲା ରୋଷେୟା ସଂଘର ବାର୍ଷିକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି ।
Read More...

୧୬ ଫୁଟିଆ ବିଶାଳକାୟ ଅହିରାଜ ସର୍ପ ଉଦ୍ଧାର

ଢେଙ୍କାନାଳ : ୧୬ ଫୁଟିଆ ବିଶାଳକାୟ ଏକ ଅହିରାଜ ସର୍ପ ଉଦ୍ଧାର ହୋଇଥିବା ନେଇ ସୂଚନା ମିଳିଛି । ସୂଚନା ଅନୁସାରେ ଢେଙ୍କାନାଳ ଜିଲ୍ଲା ଭାପୁର ସଦର ରେଂଜ କାଳିପ୍ରସାଦ ଭୁବନପୁର ଗାଁର ଅଜୟ ବେହେରାଙ୍କ ଘରେ ଏକ ବିଶାଳକାୟ ଅହିରାଜ ସର୍ପ ରହିଥିବା ବେଳେ ସର୍ପଟିକୁ ଉଦ୍ଧାର କରିବା ପାଇଁ
Read More...

ବିମାନ ବନ୍ଦରରୁ ନିଖୋଜ ହେଲେ କରୋନା ସଂକ୍ରମିତ ଯାତ୍ରୀ : ଏସ୍‌ଡିଏମ୍‌ ଅଭିଯୋଗରେ ଆଇଜିଆଇ ବିମାନବନ୍ଦର ପୋଲିସ…

ନୂଆଦିଲ୍ଲୀ : ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର (ଆଇଜିଆଇ)ରୁ ଜଣେ କରୋନା ସଂକ୍ରମିତ ଯାତ୍ରୀ ନିଖୋଜ ହୋଇଯାଇଛନ୍ତି । ବିଦେଶରୁ ଆସିବା ପରେ ଯାତ୍ରୀଙ୍କୁ ବିମାନବନ୍ଦରରେ ଆରଟିପିସିଆର ପରୀକ୍ଷା କରାଯାଇଥିଲା ଏବଂ ରିପୋର୍ଟ ଆସିବା ପର୍ଯ୍ୟନ୍ତ ତାଙ୍କୁ ବିମାନ ବନ୍ଦରରେ ରହିବାକୁ
Read More...

କରୋନା ଭାଇରସ୍ : ଡିଡ଼ିଏମ୍‌ଏ ଦ୍ୱାରା ଦିଲ୍ଲୀରେ ନୂତନ ନିର୍ଦ୍ଦେଶାବଳୀ ଜାରି : ଜାନୁଆରୀ ପ୍ରଥମ ୬ ଦିନରେ ୨୦ ଜଣଙ୍କ…

ନୂଆଦିଲ୍ଲୀ : ଦିଲ୍ଲୀର ଅନିୟନ୍ତ୍ରିତ କରୋନା ସଂକ୍ରମଣ ଏବଂ ବଜାରରେ ଭିଡ଼ ଜମିବା ପାଇଁ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଡିଡିଏମ୍‌ଏ) ଶୁକ୍ରବାର ଦିନ ନୂତନ ନିର୍ଦ୍ଦେଶନାମା ଜାରି କରିଛି । ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୟ କରୁଥିବା ଦୋକାନ ଖୋଲିବାରେ ନିୟମ ଉଲ୍ଲଂଘନକୁ ଦୃଷ୍ଟିରେ
Read More...