pakka

ବିମାନ ବନ୍ଦରରୁ ନିଖୋଜ ହେଲେ କରୋନା ସଂକ୍ରମିତ ଯାତ୍ରୀ : ଏସ୍‌ଡିଏମ୍‌ ଅଭିଯୋଗରେ ଆଇଜିଆଇ ବିମାନବନ୍ଦର ପୋଲିସ ଷ୍ଟେସନରେ ମାମଲା ରୁଜୁ

kalikesh

ନୂଆଦିଲ୍ଲୀ : ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର (ଆଇଜିଆଇ)ରୁ ଜଣେ କରୋନା ସଂକ୍ରମିତ ଯାତ୍ରୀ ନିଖୋଜ ହୋଇଯାଇଛନ୍ତି । ବିଦେଶରୁ ଆସିବା ପରେ ଯାତ୍ରୀଙ୍କୁ ବିମାନବନ୍ଦରରେ ଆରଟିପିସିଆର ପରୀକ୍ଷା କରାଯାଇଥିଲା ଏବଂ ରିପୋର୍ଟ ଆସିବା ପର୍ଯ୍ୟନ୍ତ ତାଙ୍କୁ ବିମାନ ବନ୍ଦରରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ରିପୋର୍ଟ ଆସିବା ପରେ ଯାତ୍ରୀଙ୍କୁ କରୋନା ସଂକ୍ରମିତ ହୋଇଥିବା ଦେଖିବାକୁ ମିଳିଥିଲା । କିନ୍ତୁ ତାଙ୍କୁ ଖୋଜିବା ବେଳେ ସେ ନିଖୋଜ ଥିବା ଦେଖିବାକୁ ମିଳିଥିଲା । ଏସ୍‌ଡିଏମ୍‌ଙ୍କ ଅଭିଯୋଗ ଉପରେ ଆଇଜିଆଇ ବିମାନବନ୍ଦର ପୋଲିସ ମାମଲା ରୁଜୁ କରିବା ପରେ ଯାତ୍ରୀଙ୍କୁ ଖୋଜିବା ଆରମ୍ଭ ହୋଇଛି ।

pp
Leave A Reply

Your email address will not be published.

fifteen + 7 =