କରୋନାକୁ ହଟାଇବା ଅସମ୍ଭବ, ଏପରିକି ବଢ଼ୁଥିବା ମାମଲାଗୁଡ଼ିକର ମଧ୍ୟ ଅର୍ଥ କିଛି ନାହିଁ : କୋଭିଡ ପ୍ୟାନେଲ ମୁଖ୍ୟଙ୍କ…
ନୂଆଦିଲ୍ଲୀ : ଦେଶରେ କରୋନା ଭୂତାଣୁର ବିସ୍ଫୋରଣ ଘଟିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଶୁକ୍ରବାର ଦିନ ସମଗ୍ର ଦେଶରେ ୧ ଲକ୍ଷ ୧୭ ହଜାର ୧୦୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କରୋନାର ପଜିଟିଭ୍ ହାର ମଧ୍ୟ ୭.୭୪ ପ୍ରତିଶତକୁ ବୃଦ୍ଧି ପାଇଛି । ଅନେକ ମାମଲା ସତେ୍ତ୍ୱ!-->…
Read More...
Read More...