କ’ଣ ହେବ ପଞ୍ଚାୟତ ନିର୍ବାଚନ, ବୈଠକ ଡାକିଲେ ରାଜ୍ୟ ନିର୍ବାଚନ କମିସନ

ଭୁବନେଶ୍ୱର : ବଢୁଛି ରାଜ୍ୟରେ କରୋନା ସଂକ୍ରମଣ । ଏଭଳି ସ୍ଥିତିରେ କ’ଣ ହେବ ପଞ୍ଚାୟତ ନିର୍ବାଚନର ଭାଗ୍ୟ, ତାହାକୁ ନେଇ ଚାଲିଛି ଜୋର୍‌ସୋର୍‌ ଆଲୋଚନା । ନିର୍ବାଚନ କରାଯିବ ନା ଏଥିରେ ବ୍ରେକ ଲାଗିବ,ଏ ନେଇ ଆଲୋଚନା କରିବା ପାଇଁ ଆଜି ବୈଠକ ଡାକିଛନ୍‌ନ୍ତି ରାଜ୍ୟ ନିର୍ବାଚନ କମିସନ । ଆଜି ଦିନ ୧୧ଟା ବେଳେ ବସିବ ଏହି ବୈଠକ । ବୈଠକରେ ମୁଖ୍ୟଶାସନ ସଚିବ, ସ୍ୱତନ୍ତ୍ର ରିଲିଫ୍ କମିସନର ଏବଂ ସ୍ବାସ୍ଥ୍ୟ ସଚିବ ଯୋଗ ଦେବେ ।

Leave A Reply

Your email address will not be published.

one × three =

error: Content is protected !!