Yearly Archives

2021

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ କଂଗ୍ରେସ ତରଫରୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ରାଜୀବ ଗାନ୍ଧୀଙ୍କ ୩୦ ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆଜି ଲୋଇସିଂହା ବ୍ଳକ୍ କଂଗ୍ରେସ ସଭାପତି ଅରବିନ୍ଦ ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କଂଗ୍ରେସ ସଭାପତି…
Read More...

୩ ହଜାର ଉପରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ଜିଲ୍ଲାରେ : ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୯୬

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏବେ ୩ ହଜାର ଉପରେ ଜିଲ୍ଲାରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା । ପୁଣି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୯୬ ରହିଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳରୁ ୨୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଗଲପୁର ବ୍ଲକରୁ ୩୦ ଜଣ, ବଲାଙ୍ଗିର ବ୍ଲକରୁ…
Read More...

ରାଜସ୍ୱ ରଥ ଜରିଆରେ ରାଜସ୍ୱ ସେବା ହିତାଧିକାରୀଙ୍କୁ କରିଛି ଉତ୍ସାହିତ

ମ.ରାମପୁର, (ହେମନ୍ତ ସାହୁ) : ରାଜସ୍ୱ ସେବାଟିକକ ପାଇବାକୁ ଲୋକଙ୍କୁ ରାଜସ୍ୱ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟକୁ ଆସିବାକୁ ପଡ଼ୁଥିଲା । ଦିନ ଯାକ ନିଜର ଅନ୍ୟାନ୍ୟ କାମଛାଡ଼ି ଦୂର ଦୂରାନ୍ତରରୁ ଲୋକେ ଆସୁଥିଲେ ନିଜ ନିଜ ଅଂଚଳର ରାଜସ୍ୱ ଏବଂ ତହସିଲ କାର୍ଯ୍ୟାଳୟ । ଏବେ କିନ୍ତୁ ରାଜସ୍ୱ ରଥ…
Read More...

ଓଲିଉଡ୍‌ କଣ୍ଠଶିଳ୍ପୀ ହ୍ୟୁମାନ୍‌ ସାଗରଙ୍କ ପିତୃ ବିୟୋଗ : ୬୧ ବର୍ଷ ବୟସରେ ରବିଚନ୍ଦ୍ର ସାଗରଙ୍କ ପରଲୋକ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଓଲିଉଡ୍‌ର ବର୍ତ୍ତମାନ ସମୟର ଆଗଧାଡ଼ିର ଗାୟକ ହ୍ୟୁମାନ୍‌ ସାଗରଙ୍କ ପିତାଙ୍କ ଦେହାନ୍ତ ହୋଇଯାଇଛି । ହ୍ୟୁମାନ୍‌ଙ୍କ ବାପା ରବିଚନ୍ଦ୍ର ସାଗର ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଡେଙ୍ଗ ଗ୍ରାମରେ ତାଙ୍କର ଘର ରହି ଥିବା ବେଳେ ସେ ଦୀର୍ଘ ବର୍ଷ ହେଲାଣି…
Read More...

ଉଦ୍‌ଘୋଷିକା ସାରସ୍ୱତ ମହିଳା ମିନାକ୍ଷୀ ଧର ଆଉ ନାହାନ୍ତି

ରାଉରକେଲା, (କେପିଏନ୍‌ଏସ୍‌) : ଚମତ୍‌କାର ଉଦ୍‌ଘୋଷିକା, ସାରସ୍ୱତ ମହିଳା ମିନାକ୍ଷୀ ଧର ଆଉ ନାହାନ୍ତି । ଆଜି ମଧ୍ୟାହ୍ନରେ ସେ ଆରପାରିକୁ ଚାଲିଯାଇଥିବା ଜଣାପଡ଼ିଛି । ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇ ଦୀର୍ଘ ଏକ ସପ୍ତାହ ଧରି ସେ ଚିକିତ୍ସିତ ହେଉଥିଲେ । ତାଙ୍କୁ ହରାଇ ଇସ୍ପାତ ନଗରୀ…
Read More...

ପାଟଣାଗଡ଼ ଉପଖଣ୍ଡ ଯୁବ ସାମ୍ବାଦିକ ସଂଘ ପକ୍ଷରୁ ସାମ୍ୱାଦିକଙ୍କ ବିୟୋଗରେ ଅଶୃଳ ଶ୍ରଦ୍ଧାଞ୍ଜଳି ସଭା

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଯୁବ ସାମ୍ବାଦିକ ସଂଘ ପକ୍ଷରୁ ପାଟଣାଗଡ଼ ଉପଖଣ୍ଡ ସାମ୍ବାଦିକ ସଂଘ ସଭାପତି ତଥା ବରିଷ୍ଠ ସାମ୍ବାଦିକ କୈଳାଶ ଚନ୍ଦ୍ର ସାହୁ ଓ ଯୁବ ସାମ୍ବାଦିକ ଯତିଶ ଖମାରୀଙ୍କ ବିୟୋଗରେ ବେଲପଡା ସ୍ଥିତ ପଞ୍ଚାୟତ କଲେଜ ପରିସରରେ ଏକ ଶୋକ ସଭା ଅନୁଷ୍ଠିତ…
Read More...

ଘର ନାଇଁ କି ଭତ୍ତା ନାଇଁ : ଚାହିିଁ ବସିଛନ୍ତି ଆଶାୟୀ ବୃଦ୍ଧ ବୃଦ୍ଧା, ପ୍ରଶାସନର ନିଘା ନାହିଁ

ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାର ଗରିବ ଲୋକଙ୍କ ପାଇଁ ଅନେକ ଯୋଜନା କାର୍ୟ୍ୟକାରୀ କରିଛନ୍ତି । ସାମାଜିକ ସୁରକ୍ଷା ଯୋଜନାରେ ବାର୍ଦ୍ଧକ୍ୟ ଭତ୍ତା, ମଧୁବାବୁ ପେନସନ ଯୋଜନା, ବିଧବା ଭତ୍ତା, ଦିବ୍ୟାଙ୍ଗ ଭତ୍ତା ଯୋଗାଇ ଦେଉଛନ୍ତି । ହେଲେ ଅନେକ କ୍ଷେତ୍ରରେ ଯୋଜନା ପ୍ରକୃତ ଯୋଗ୍ୟ…
Read More...

ନାରୀ ଶକ୍ତି ସଂଗଠନ ତରଫରୁ ଅସହାୟ ପରିବାରକୁ ଚିହ୍ନଟ କରି ସଚେତନତା ସହ ଶୁଖିଲା ଖାଦ୍ୟ ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବର୍ତ୍ତମାନ ସମଗ୍ର ଦେଶ କରୋନା ମହାମାରୀ ସହ ସଂଘର୍ଷ କରୁଥିବା ବେଳେ ଗତକାଲି ବଲାଙ୍ଗିର ସହରର ବିଭିନ୍ନ ସ୍ଥାନରେ ଅସହାୟ ପରିବାରକୁ, ଯେଉଁମାନେ କି ଏହି ପରିସ୍ଥିତିରେ ଅତି କଷ୍ଟରେ ଚଳୁଛନ୍ତି । ଯେଉଁମାନଙ୍କ ଖାଇବା ପିଇବାର କିଛି ସାଧନ ନାହିଁ ଭୋକ ଉପାସରେ…
Read More...

କୋଭିଡ ନିୟମ ଉଲଂଘନ ଅଭିଯୋଗରେ ବାବା କ୍ଲଥ ଷ୍ଟୋରକୁ ସିଲ କଲା ପ୍ରଶାସନ

ମ.ରାମପୁର, (ହେମନ୍ତ ସାହୁ) : ବିଶ୍ୱ ମହାମାରୀ ସମୟରେ ସରକାର ଜାରି କରିଥିବା କୋଭିଡ ନିୟମର ଉଲଂଘନ ଅଭିଯୋଗରେ ଆଜି ମ.ରାମପୁର ମେନ୍‌ ରୋଡରେ ଥିବା ବାବା କ୍ଲଥ ଷ୍ଟୋରକୁ ପ୍ରଶାସନ ତରଫରୁ ସିଲ କରାଯାଇଥିବା ଜଣାଯାଇଛି । ଉକ୍ତ ଦୋକାନ ମାଲିକ ଜଣକ, କପଡା ଦୋକାନ ଖୋଲିବାର ନିୟମ ନ ଥିବା ବେଳେ…
Read More...

କୋଭିଡ୍ ଲଢ଼େଇରେ ଦାୟିତ୍ୱ ନିର୍ବାହ କରୁଛି ଓଟିଡିସି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କୋଭିଡ-୧୯ର ଦ୍ୱିତୀୟ ପର୍ଯ୍ୟାୟ ଲହର ଏବେ ସମଗ୍ର ରାଜ୍ୟରେ ଅନୁଭୂତ ହୋଇଥିବା ବେଳେ ଏହାର ମୁକାବିଲା ଓ ରାଜ୍ୟବାସୀଙ୍କୁ ସୁରକ୍ଷିତ ରଖିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାରର ପଦକ୍ଷେପ ନେଇଛନ୍ତି । ଜୀବନ ଓ ଜୀବିକା ମଧ୍ୟରେ ସମନ୍ୱୟ ରକ୍ଷା କରି ରାଜ୍ୟରେ…
Read More...