Yearly Archives

2021

ବିଜେପି ଯୁବମୋର୍ଚ୍ଚାର ନୂତନ ପ୍ରାର୍ଥୀ ଚୟନ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଭାରତୀୟ ଜନତା ପାର୍ଟି ତରଫରୁ ଜିଲ୍ଲା ବିଜେପି ଯୁବମୋର୍ଚ୍ଚାର ନୂତନ ପ୍ରାର୍ଥୀ ଚୟନ କରି ତାଲିକା ପ୍ରକାଶ କରାଯାଇଛି । ତାଲିକା ଅନୁସାରେ ସଭାପତି ରୂପେ ଗୋଲକ ବିହାରୀ କହଁର, ଉପ ସଭାପତି ରୂପେ ସୁଧାଂଶୁ ଗୁରୁ, ମନ ଭଂଜନ…
Read More...

ରାଜ୍ୟ ସରକାରଙ୍କ ମଦ ଲାଇସେନ୍ସ ଫି ଛାଡ ନିଷ୍ପତ୍ତିକୁ ରାଜ୍ୟ କଂଗ୍ରେସର ଦୃଢ଼ ବିରୋଧ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟ ସରକାର କ୍ୟାବିନେଟ ବୈଠକରେ ମଦ ବ୍ୟବସାୟୀମାନଙ୍କ ଉପରୁ ଜୁନ୍ ୨୦ ଠାରୁ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ପର୍ଯ୍ୟାୟ କ୍ରମେ ଫି ଛାଡ କରିବା ନିଷ୍ପତ୍ତି କରିଛନ୍ତି । ରାଜ୍ୟ କଂଗ୍ରେସ ଏହାର ଘୋରବିରୋଧ କରିଛି । ରାଜ୍ୟସରକାରଙ୍କ ଏହି ନିଷ୍ପତ୍ତି…
Read More...

ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୬୬

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୬୬ ରହିଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳରୁ ୨୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଗଲପୁର ବ୍ଲକରୁ ୧୪ ଜଣ, ବଲାଙ୍ଗିର ବ୍ଲକରୁ ୨ ଜଣ, ବଙ୍ଗୋମୁଣ୍ଡା ବ୍ଲକରୁ ୪ ଜଣ, ବେଲପଡ଼ା…
Read More...

କରୋନା ଯାଞ୍ଚ ଅଭିଯାନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କରୋନା ୨ୟ ଲହର ମୁକାବିଲା ପାଇଁ ଆଜିଠାରୁ (ମଇ ୨୪ରୁ ଅଗଷ୍ଟ ୨୩) ରାଜ୍ୟର ଗ୍ରାମାଞ୍ଚଳ ଓ ସହରାଞ୍ଚଳର ବସ୍ତିର ଘରକୁ ଘର ବୁଲି ଆଶା ଓ ଅଙ୍ଗନବାଡିଙ୍କ ଦ୍ୱାରା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସର୍ଭେ ଅଭିଯାନ ଆରମ୍ଭ କରାଯାଉଛି । ଏଥିରେ ସହଯୋଗ କରନ୍ତୁ । ରାଜ୍ୟ…
Read More...

ଶ୍ରୀରାମକୃଷ୍ଣ ଆଶ୍ରମ ତରଫରୁ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ

ମ.ରାମପୁର, (ହେମନ୍ତ ସାହୁ) : ବିଶ୍ୱ ମହାମାରୀ କରୋନାର ପ୍ରଭାବରେ ସାଧାରଣ ଲୋକଙ୍କ ଜୀନବ ଜୀବିକା ପୂର୍ଣ୍ଣମାତ୍ରାରେ ପ୍ରଭାବିତ ହୋଇଥିବା ଜଣାଯାଇଛି । କଳାହାଣ୍ଡି ଜିଲ୍ଲା ମ.ରାମପୁର ସ୍ଥିତ ଶ୍ରୀରାମକୃଷ୍ଣ ଆଶ୍ରମ ତରଫରୁ ରାମକୃଷ୍ଣ ବିବେକାନନ୍ଦ ମିଶନ, ବାରାକପୁର, କଲିକତାର ସହଯୋଗ କ୍ରମେ…
Read More...

ପୁଣି କରୋନା ନେଲା ସାମ୍ବାଦିକଙ୍କ ମୁଣ୍ଡ : ଯୁବ ସାମ୍ବାଦିକ ସଂଗ୍ରାମ କେଶରୀ ଚାଲିଗଲେ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଯୁବ ସାମ୍ବାଦିକ ସଂଗ୍ରାମ କେଶରୀ ମହାପାତ୍ର( ୩୮)ଙ୍କ ଗତକାଲି ରାତିରେ ଦେହାନ୍ତ ହୋଇଥିବା ଖବର ମିଳିଛି । ସଂଗ୍ରାମ 'ସମୟ'ର କୋଣାର୍କ ପ୍ରତିନିଧି ଭାବେ କାର୍ୟ୍ୟରତ ଥିଲେ । କରୋନା ଆକ୍ରାନ୍ତ ହେବା ପରେ ପ୍ରଥମେ ପୁରୀ ଓ ପରେ ଭୁବନେଶ୍ୱରରେ ତାଙ୍କୁ…
Read More...

ବ୍ରହ୍ମପୁର ମହାନଗର ଦୋଳୁଆ ସାହି ନିକଟରେ ସ୍କୁଟିରୁ ପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି : ମୃତ ଲୋକଟିର…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦଳୁଆ ସାହି ମୁକ୍ତେଶ୍ଵର ମନ୍ଦିରରୁ ଅମିତ ହସ୍ପିଟାଲକୁ ଯିବା ରାସ୍ତାରେ ଜଣେ ମଧ୍ୟ ବୟସ୍କ ବ୍ୟକ୍ତି ନିଜ ଚଳନ୍ତା ସ୍କୁଟି (ମଟର)ରେ ଯାଉଥିବା ସମୟରେ ହଠାତ ଗାଡିରୁ ପଡିଯାଇଥିଲେ । ସ୍ଥାନୀୟ ଲୋକେ ସେହି ବ୍ୟକ୍ତି ଜଣଙ୍କୁ ଉଠାଇ ରାସ୍ତା ପାର୍ଶ୍ଵରେ…
Read More...

ବାତ୍ୟା ‘ୟାସ’କୁ ନେଇ ରାଜ୍ୟବାସୀଙ୍କୁ ସମ୍ବୋଧନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ : କହିଲେ, ସାଢେ…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମାନ୍ୟବର ମୁଖ୍ୟମନ୍ତ୍ରୀ ଆଜି ରାଜ୍ୟବାସୀଙ୍କୁ ସମ୍ବୋଧନ କରି ବାତ୍ୟା ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି ବୋଲି କହିଛନ୍ତି । 'ସାଢେ ଚାରିକୋଟି ଓଡିଶାବାସୀ ମୋ ପରିବାର। ମୋ ପରିବାରର ନିରାପତ୍ତା ମୋ ପାଇଁ ସବୁଠାରୁ ବଡ ପ୍ରାଥମିକତା' ବୋଲି…
Read More...

ବଲାଙ୍ଗିର ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ସାନିଟାଇଜେସନ୍‌ : ସାଧାରଣରେ ପ୍ରଶଂସା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ମହାମାରୀ କରୋନା ଦିନକୁ ଦିନ ତାର କାୟା ବିସ୍ତାର କରି ଚାଲିଥିବା ବେଳେ ବଲାଙ୍ଗିର ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଏକାଧିକ ସାମାଜିକ କାର୍ୟ୍ୟ ହାତକୁ ନିଆଯାଇଛି । ଗତକାଲି ଜଣେ ନିରାଶ୍ରିତ ମହିଳାଙ୍‌ଙ୍କୁ ଉଦ୍ଧାର କରି ପୋଲିସର ଜିମା…
Read More...

ପାରାଦୀପରେ ୟସ୍‌ ପ୍ରଭାବରେ ଆରମ୍ଭ ହେଲାଣି ବର୍ଷା ଓ ପବନ

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ପାରାଦୀପରେ ୟସ ପ୍ରଭାବରେ ବର୍ଷା ଓ ପବନ ଆରମ୍ଭ ହୋଇଗଲାଣି । ତେବେ ବଙ୍ଗୋପସାଗରରେ ଗଭୀର ଅବପାତ ବାତ୍ୟାରେ ପରିଣତ ହୋଇଛି । ଆଜି ସନ୍ଧ୍ୟା ସୁଦ୍ଧା ତୀବ୍ର ସାମୁଦ୍ରିକ ଝଡ଼ ରୂପ ନେବ । କାଲି ଆହୁରି ଘନୀଭୂତ ହୋଇ ଅତିପ୍ରବଳ ବାତ୍ୟା ହେବ ବୋଲି…
Read More...