ଅଖିଳ ଭାରତୀୟ ସାହିତ୍ୟ ପରିଷଦର ଶୋକସଭା
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଶିଷ୍ଟ ନାଟ୍ୟକାର ଅଟଳ ବିହାରୀ ପଣ୍ଡା ଓ ଆଦର୍ଶ ଶିକ୍ଷକ ସାରସ୍ୱତ ସାଧକ “ଆଧ୍ୟାତ୍ମ-ବାହିନୀ”ର ସଂପାଦକ ସାଇ ଭକ୍ତ ଚୈତନ୍ୟ ଦାଶ ଠାକୁରଙ୍କ ବିୟୋଗରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ବଲାଙ୍ଗିର ଶାଖା ତରଫରୁ ଗଭୀର ଶୋକବ୍ୟକ୍ତ କରାଯାଇଛି । ସଭାପତି!-->…
Read More...
Read More...