Yearly Archives

2021

ଘର ପୋଡ଼ି ଘଟଣାରେ ଟିଏଲ୍‌ଏସ୍‌ଏ ଚେୟାରମେନଙ୍କ ଲାଠୋର ପରିଦର୍ଶନ

ଖପ୍ରାାଖୋଲ, (କ୍ରିଷ୍ଣା ସେଠୀ) : ୨୦୧୨ରେ ମାନ୍ୟବର ଓଡିଶା ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ କ୍ରମେ ନିୟମ ସେବା, ପାଟଣାଗଡ଼ର ଚେୟାରମ୍ୟାନ, ଲାଠୋର ଘର ପୋଡ଼ିର ସବିଶେଷ ଆଇନ ସହାୟତା ବିଷୟରେ ଅଧିକ ସୂଚନା ପାଇଁ ଏବଂ ଓଡିଶା ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ କ୍ରମେ ଲାଠୋର ଗ୍ରାମର ଜୟ ଭୀମ କଲୋନୀକୁ…
Read More...

ଅବସର ପ୍ରାପ୍ତ ଫରେଷ୍ଟର ଗୁଣନିଧି ଦାଶଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଅବସର ପ୍ରାପ୍ତ ଫରେଷ୍ଟର ଗୁଣନିଧି ଦାଶଙ୍କ ପରଲୋକ ହୋଇଯାଇଛି । ତାଙ୍କର ମୃତ୍ୟୁ ବେଳେକୁ ୭୨ ବର୍ଷ ବୟସ ହେଉଥିଲା । ସେ ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟ ଜନିତ ଅସୁସ୍ଥ ହୋଇ ଘରରେ ରହି ଚିକିତ୍ସତ ହେଉଥିଲେ । ତାଙ୍କର ମୃତ୍ୟୁ ସମୟରେ ପତ୍ନୀ, ଦୁଇ…
Read More...

ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲା କଣ୍ଟାମାଲ ବ୍ଲକ ବଉଲ ନାଟ ଏଣ୍ଡ କଲଚରାଲ ଏସୋସିଏସନ, ବ୍ରାହ୍ମଣୀ ପକ୍ଷରୁ ବଉଲ ପଡିଆଠାରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ସଭାପତି ଅର୍ଜୁନ ପ୍ରଧାନଙ୍କ ନେତ୍ତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କ୍ଳବର ସମ୍ପାଦକ ନେପାଳ ଚନ୍ଦ୍ର ପଲିଆ, ଲବ ପ୍ରଧାନ,…
Read More...

ରାମକୃଷ୍ଣ ମଠର ସ୍ଵାମୀ ଶିବମୟାନନ୍ଦଜୀ ମହାରାଜଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ, (ପିଆଇବି) : ରାମକୃଷ୍ଣ ମଠର ସ୍ଵାମୀ ଶିବମୟାନନ୍ଦଜୀ ମହାରାଜଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ରାମକୃଷ୍ଣ ମଠର ସ୍ଵାମୀ ଶିବମୟାନନ୍ଦଜୀ ମହାରାଜ ସାମାଜିକ ସଶକ୍ତିକରଣ ଉପରେ…
Read More...

ବିଶିଷ୍ଟ ସ୍ନାୟୁବିଜ୍ଞାନୀ ଡଃ ଅଶୋକ ପାନାଗାରିୟାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ, (ପିଆଇବି) : ବିଶିଷ୍ଟ ସ୍ନାୟୁବିଜ୍ଞାନୀ ଡଃ ଅଶୋକ ପାନାଗାରିୟାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଡଃ ଅଶୋକ ପାନାଗାରିୟା ଜଣେ ଉଲ୍ଲେଖନୀୟ ସ୍ନାୟୁବିଜ୍ଞାନୀ ଭାବେ ନିଜର ପରିଚୟ…
Read More...

ଚିକିତ୍ସାର ଅଭିନବ ପ୍ରୟାସ : ବଲାଙ୍ଗିର କିମ୍ସ କୋଭିଡ୍‌ ହସପିଟାଲରେ ନାଚିଲେ ରୋଗୀଙ୍କ ସହ କୋଭିଡ୍‌ ଯୋଦ୍ଧା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର କିମ୍ସ କୋଭିଡ୍‌ ହସପିଟାଲରେ ଚିକିତ୍ସାର ଅଭିନବ ପ୍ରୟାସ କରାଯାଇଥିବା ନଜରକୁ ଆସିଛି । ଏହି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି । ରୋଗୀଙ୍କ ସହ ନାଚିଛନ୍ତି କୋଭିଡ୍‌ ଯୋଦ୍ଧା । କରୋନା ରୋଗୀଙ୍କ ମାନସିକ ଦୃଢତା ପାଇଁ ତଥା ଉଲ୍ଲାସ ପାଇଁ…
Read More...

ଦେଓଗାଁ ବ୍ଲକରେ କମୁଛି କରୋନା ସଂକ୍ରମଣ : ଗତକାଲି ମାତ୍ର ଜଣେ କରୋନା ରୋଗୀ ଚିହ୍ନଟ

ଦେଓଗାଁ, (ମନୀଷ କୁମାର ସାହୁ) : କିଛି ଦିନ ହେଲା ଦେଓଗାଁ ବ୍ଲକରେ କରୋନା ରୋଗୀଙ୍କ ସଂକ୍ରମଣ ସଂଖ୍ୟା କମିବାରେ ଲାଗିଛି । ଗତ କିଛି ଦିନରେ ଜଣେରୁ ତିନି ଜଣ ଲେଖାଏଁ କରୋନା ରୋଗୀ ଚିହ୍ନଟ ହୋଇଥିବାରୁ ଅଞ୍ଚଳର ଲୋକଙ୍କ ମଧ୍ୟରେ କରୋନାକୁ ନେଇ ଭୟ କମିବାରେ ଲାଗିଛି । ହେଲେ କରୋନା ପ୍ରତି…
Read More...

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୦୮୩୪ ଜଣ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ କମିବାରେ ଲାଗିଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୦୮୩୪ ଜଣ ଆକ୍ରାନ୍ତ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୪ ଘଣ୍ଟା ମଧ୍ୟରେ ୩୩୦୩ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨କୋଟି ୯୪ଲକ୍ଷ…
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୫ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୪୬୯ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୩୦୨କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୬ ଜଣ, କଟକରୁ ୪ ଜଣ…
Read More...

ଆନ୍ତର୍ଜାତିକ ଯୋଗ ଦିବସ ୨୦୨୧ ପାଇଁ ‘ନମସ୍ତେ ଯୋଗ’ ଆପ୍ ଉନ୍ମୋଚିତ

ନୂଆଦିଲ୍ଲୀ, (ପିଆଇବି) : ସପ୍ତମ ଆନ୍ତର୍ଜାତିକ ଯୋଗ ଦିବସ ଉପଲକ୍ଷେ ଶୁକ୍ରବାର ବିଳମ୍ବିତ ସନ୍ଧ୍ୟାରେ ଅନଲାଇନ ଅନାବରଣ କାର୍ୟ୍ୟକ୍ରମ ଆୟୋଜିତ ହୋଇଯାଇଛି, ଯେଉଁଥିରେ ବିଖ୍ୟାତ ଯୋଗଗୁରୁ ଏବଂ ଅଭିଜ୍ଞସମ୍ପନ୍ନ ଯୋଗ ପ୍ରତିନିଧି ମଣ୍ଡଳୀ ଓ ଦୁଇ ଜଣ କେନ୍ଦ୍ରମନ୍ତ୍ରୀ ଭର୍ଚୁଆଲ ପ୍ଲାଟଫର୍ମରେ ଉଭୟ…
Read More...