Yearly Archives

2021

ବିବିଏ ସେମିଷ୍ଟାର ପରୀକ୍ଷାରେ ଇମ୍ପେରିଆଲ କଲେଜର ସଫଳତା

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ସମ୍ବଲପୁର ବିଶ୍ୱବିଦ୍ୟାଳୟ ଦ୍ଵାରା ପ୍ରକାଶିତ ବିବିଏ ବୃତ୍ତିଗତ ଶିକ୍ଷା ପରୀକ୍ଷାରେ ସ୍ଥାନୀୟ ବିଦ୍ୟାବିହାର ସ୍ଥିତ ଇମ୍ପେରିଆଲ କଲେଜର ଦ୍ଵିତୀୟ ସେମିଷ୍ଟାରରେ ଛଅଜଣ ଛାତ୍ରଛାତ୍ରୀ ଶ୍ରେଷ୍ଠ ୧୦ ଜଣରେ ସ୍ଥାନ ପାଇ ସଫଳତା ଲାଭ କରିଛନ୍ତି । ପ୍ରଥମ ସ୍ଥାନରେ…
Read More...

ମାଲପଡାରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ମାଲିଝର ବିଜୟୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ବେଲଗାଁ ସ୍ଥିତ ମାଲପଡ଼ା ଗ୍ରାମ ସ୍ଥାନୀୟ ଖେଳ ପଡିଆ ଠାରେ ଆଜିର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ପ୍ରତିଯୋଗିତାର ଫାଇନାଲ ମ୍ୟାଚ୍‌ ବାଞ୍ଜିପଦର୍ ଓ ମାଲିଝର ମଧ୍ୟରେ ଅନୁଷ୍ଟିତ ହୋଇଥିବା ବେଳେ ମାଲିଝର…
Read More...

ମଦନପୁରରେ ମହାଲଷ୍ମୀ ପୂଜା ସହ ଅଷ୍ଟ ପ୍ରହରୀ ନାମ ଯଜ୍ଞ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁର ଠାରେ ମହାଲଷ୍ମୀ ପୂଜା କମିଟି ଦ୍ୱାରା ୨୫ ବର୍ଷ ହେବ ମାର୍ଗଶିର ମାସରେ ମା' ଲଷ୍ମୀଙ୍କ ପୂଜାର୍ଚନା ପାଳନ କରିଆସୁଛନ୍ତି । ଏହି ଅବସରରେ ଅଷ୍ଟ ପ୍ରହରୀ ନାମ ଯଜ୍ଞ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ବୁଧବାର ଦିନ…
Read More...

୭୭ ବର୍ଷ ପରେ ପୁଣି ବିସ୍ଥାପିତ ଲାମ୍ବିପାଲି ଗ୍ରାମବାସୀ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଆଜି ନିଜର ଦୀର୍ଘ ଦିନର ଭିଟାମାଟିକୁ ଛାଡ଼ିଲେ ବିସ୍ଥାପିତ ୪୧ ପରିବାର । ଅତୀତରେ ଅବିଭକ୍ତ ସମ୍ବଲପୁର ଜିଲ୍ଲାରେ ସାହାଜବାହାଲ ନାମରେ ଗୋଟିଏ ଗାଆଁ ଥିଲା, ଯାହା ୧୯୫୫ ମସିହାରେ ହୀରାକୁଦ ବନ୍ଧ ନିର୍ମାଣ ବେଳେ ଜଳମଗ୍ନ ହୋଇଯାଇଥିଲା । ଏଇ ଗ୍ରାମର ଲୋକେ…
Read More...

ବ୍ରିଟେନରେ ଓମିକ୍ରନ୍ ଦ୍ରୁତ ଗତିରେ ବ୍ୟାପୁଛି, କରୋନାର ସମସ୍ତ ରେକର୍ଡ ଭାଙ୍ଗିଲା

ଲଣ୍ଡନ : ବୁଧବାର ଦିନ ବ୍ରିଟେନରେ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୭୮,୬୧୦ରେ ପହଂଚିଥିବା ଦେଖିବାକୁ ମିଳିଛି, ଯାହା ଦେଶରେ ବର୍ତ୍ତମାନ ପର୍ୟ୍ୟନ୍ତ ସର୍ବାଧିକ । କରୋନା ଭୂତାଣୁର ଡେଲ୍‌ଟା ଭାରିଆଣ୍ଟ ସହିତ, ଓମିକ୍ରନ୍ ଭାରିଆଣ୍ଟ ମୁଖ୍ୟତଃ ଏଥିପାଇଁ ପାଇଁ ଦାୟୀ । ଏହାପୂର୍ବରୁ,…
Read More...

ନରସିଂହଙ୍କ ବଲାଙ୍ଗିର ବ୍ଲକ ଗସ୍ତ : ବୁଡି ଅଂଚଳ ବୁଲି ସମସ୍ୟା ଶୁଣିଲେ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ନିଜ ନିର୍ବାଚନୀ ମଣ୍ଡଳୀ ଅନ୍ତର୍ଗତ ବଲାଙ୍ଗିର ବ୍ଲକର ଚୁଡାପାଲି, ଗର୍ଜନ, ମାୟାବର୍ହା ପଂଚାୟତ ବୁଲି ଲୋକଙ୍କ ବିଭିନ୍ନ ସମସ୍ୟା ଶୁଣିଛନ୍ତି । ବିଶେଷ କରି ଏହି ଅଂଚଳଟି ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପ୍ରଭାବିତ…
Read More...

ମୁକ୍ତା ଯୋଜନାରେ ବଲାଙ୍ଗିର ପୌରାଞ୍ଚଳକୁ ମିଳିଲା ୫ କୋଟି ୭୯ ଲକ୍ଷ ଓ ୭୭ଟି ରାସ୍ତାର ଉନ୍ନତିକରଣ ପାଇଁ ୮ କୋଟି ୧୫…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ଭିଡିଓ କନଫରେନ୍ସ ହଲରେ ବଲାଙ୍ଗିର ପୌରାଞ୍ଚଳରେ ରାଜ୍ୟ ସରକାରଙ୍କ ୫ଟି ଆଧାରରେ ମୁକ୍ତା ଓ ଉନ୍ନତି ଯୋଜନାରୁ ବଲାଙ୍ଗିର ସହରାଞ୍ଚଳରେ ହେବାକୁ ଥିବା ବିଭିନ୍ନ ଉନ୍ନୟନ ମୂଳକ କାମ ପାଇଁ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଉପସ୍ଥିତିରେ…
Read More...

ଲକ୍ଷ୍ମୀପୂଜା ଉପଲକ୍ଷେ କଳସ ଯାତ୍ରା

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ତଳସାଗରପଡ଼ାଠାରେ ମା' ଲକ୍ଷ୍ମୀପୂଜା ଅବସରରେ ଆଜି କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଗତକିଛି ବର୍ଷ ହେଲା ଅସ୍ଥାୟୀ ମଣ୍ଡପ କରି ପ୍ରତିବର୍ଷ ମା'ଙ୍କ ପୂଜାକାର୍ଯ୍ୟ ଚାଲି ଆସୁଥିବା ବେଳେ ସଂପ୍ରତି ଆସନ୍ତା କାଲି ମଧ୍ୟ ମା'…
Read More...

ଜନସେବା ପାଇଁ ପ୍ରସ୍ତୁତ କପିଳେଶ୍ୱର ଚାରିଟେବଲ୍ ହସ୍‌ପିଟାଲ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ସମେତ ପଶ୍ଚିମ ଓଡିଶା ଲୋକଙ୍କୁ ଉନ୍ନତ ଚିକିତ୍ସାସେବା ଯୋଗାଇବା ଲକ୍ଷ୍ୟରେ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଧର୍ମଶାଳା ମହାନଦୀ କୂଳରେ ନିର୍ମିତ କପିଳେଶ୍ବର ଚାରିଟେବୁଲ୍ ହସପିଟାଲ ଖୁବ୍ ଶୀଘ୍ର ଲୋକାର୍ପିତ ହେବାକୁ ଯାଉଛି ।…
Read More...

ଏସ୍‌କେପି ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ଏନ୍‌ଟିଏସ୍‌ ମାଝୀପଡ଼ା ଦଳ ଚମ୍ପିୟାନ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ପଞ୍ଚାୟତ ସିତିକାପଟି ଖେଳ ପଡିଆଠାରେ ଏସ୍‌କେପି ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଯୋଗ ଦେଇଥିଲେ । ସମ୍ମାନୀତ…
Read More...