Yearly Archives

2021

ବଲାଙ୍ଗିରର ଯୁବକ ରାଜଗୋପାଳ ଭୋଇ କଲେ ବିଶ୍ୱ ରେକର୍ଡ : ଗୋଟିଏ ଆଙ୍ଗୁଠିରେ ହକି ଷ୍ଟିକକୁ ୩ଘଣ୍ଟା ଧରି ବାଲାନ୍ସ

ତୁରେକେଲା, (କୈଳାଶ ସଗ୍ରିଆ) : ଗୋଟିଏ ଆଙ୍ଗୁଠିରେ ହକି ଷ୍ଟିକକୁ ୩ଘଣ୍ଟା ଧରି ବାଲାନ୍ସ କରି ବଲାଙ୍ଗିରର ଯୁବକ ରାଜଗୋପାଳ ଭୋଇ ଖାଲି ବଲାଙ୍ଗିରରେ ନୁହେଁ ସାରା ବିଶ୍ୱରେ ଚର୍ଚ୍ଛାରେ ରହିଛନ୍ତି । ଗୁରୁବାର ସ୍ଥାନୀୟ ହରିଭବନ ଠାରେ ଗୋଟିଏ ଆଙ୍ଗୁଳିରେ ହକି ଷ୍ଟିକକୁ କିଛି ମିନିଟ କି ଗୋଟିଏ…
Read More...

ବିଶ୍ଵ ଅଙ୍ଗଦାନ ଦିବସରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିରରୁ ୩୭ ୟୁନିଟ୍ ରକ୍ତ ସଂଗୃହୀତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ରକ୍ତ ଭଣ୍ଡାରରେ ରକ୍ତର ଅଭାବକୁ କିଛିକାଂଶରେ ଦୂର କରିବା ପାଇଁ ମର୍ଣିଂ ୱାକ ଗ୍ରୁପ ଓ ନିଷ୍ଠା ପାରିବାରର ମିଳିତ ଉଦ୍ୟମରେ ଆଜି ବରଗଡ଼ର ଆଶା କିରଣଠାରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ବରଗଡ଼ ବିଧାୟକ…
Read More...

ପାଇକମାଲ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ କୋଭିଡ଼ ସଚେତନତା ରଥକୁ ସ୍ୱାଗତ

ପଦ୍ମପୁର, (ନିରୋଜ କୁମାର ପାଣୀ) : କୋଭିଡ଼ ସଚେତନତା ପର୍ଯ୍ୟବେକ୍ଷଣର ଶେଷ ମାସରେ ମାଣ୍ଡୋସିଲ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଠାରୁ ବାହାରି ପାଇକମାଲ ସ୍ଵାସ୍ଥ୍ୟ କେନ୍ଦ୍ରକୁ ପହଂଚି ଥିଲା । ପାଇକମାଲ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କୋଭିଡ଼ ସଚେତନତା ରଥକୁ ଡ଼. ସୁଧିର କୁମାର ପ୍ରଧାନ, ଜନ…
Read More...

ବଲାଙ୍ଗିର ଜିଲ୍ଲାରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ରହିଥିବା ସରକାରୀ ସୂତ୍ରରେ କୁହାଯାଇଛି । ସଇଁନ୍ତଲା ବ୍ଲକ ବଡମାଲ ଗ୍ରା.ପ.ରୁ ୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି ।
Read More...

ସ୍ଵାଧୀନତା ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅମୃତ ମହୋତ୍ସବ ପାଇଁ ପ୍ରେସ ବିଜ୍ଞପ୍ତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ୱାଧୀନତା ଦିବସ ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଜେପି ପକ୍ଷରୁ ଅମୃତ ମହୋତ୍ସବ ପାଳନ କରିବା ପାଇଁ ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି । ସାରା ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଅମୃତ ମହୋତ୍ସବ ପାଳନ କରାଯିବ । ଓଡ଼ିଶାର…
Read More...

ବାଳିକା ଉଚ୍ଚ ବିଦ୍ୟାଳୟରେ ରାମମୂର୍ତ୍ତି ଦୋରାଙ୍କ ସ୍ମୃତି ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ବରଗଡ଼ ଆନୁକୂଲ୍ୟରେ ରାମମୂର୍ତ୍ତି ଦୋରାଙ୍କର ସ୍ମୃତିରେ ଏକ ସର୍ବ ଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଆଶୁତୋଷ ଦେ'ଙ୍କର…
Read More...

ବ୍ଲକ କାର୍ଯ୍ୟାଳୟରେ ନୂତନ ସଭାଗୃହ ଉଦ୍‌ଘାଟିତ ହେଲା

କେନ୍ଦୁଝର : ଆଜି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ କାର୍ଯ୍ୟାଳୟ ପରିସରରେ ନୂତନ ସଭାଗୃହ ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଜଗନ୍ନାଥ ନାଏକ, ସମ୍ମାନିତ ଅତିଥି ଭାବେ ପାଟଣା ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ନାଏକ, ବ୍ଲକ ଉପାଧ୍ୟକ୍ଷା ଲକ୍ଷ୍ମୀ…
Read More...

୪ଟି ଜିଓ ଷ୍ଟୋରରେ ଜିଓ ମାର୍ଟ ଆରମ୍ଭ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାର ଚାରୋଟି ଷ୍ଟୋରରେ ଜିଓ ମାର୍ଟ ସେବା ଆରମ୍ଭ ହୋଇଛି ଯେଉଁଥିରେ ଗ୍ରାହକମାନେ ଜିଓ ଷ୍ଟୋରରେ ଅନ୍‌ଲାଇନ୍‌ ମାଧ୍ୟମରେ ବିଭିନ୍ନ ପ୍ରକାର ସାମଗ୍ରୀଗୁଡିକ ନିଜ ପସନ୍ଦ ହିସାବରେ ବାଛି ପାରିବେ ଓ ସେହି ଜିନିଷ କମ୍‌ ଦରରେ କିଣିପାରିବେ । କମ୍ପାନୀ…
Read More...

ଆଶୀର୍ବାଦ ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଆଜି ଅପରାହ୍ନରେ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜିଲ୍ଲପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଆଶୀର୍ବାଦ ଯୋଜନାର ହିତାଧିକାରୀ ଅନାଥ ଶିଶୁ ଓ ମାଆ କିମ୍ବା ବାପାଙ୍କୁ…
Read More...

ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

କଳାହାଣ୍ଡି, (କେପିଏନ୍‌ଏସ୍‌) : ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ତରଫରୁ ଆଜି ଗୋଲାମୁଣ୍ଡା ବ୍ଲକର ନକଟିକାନୀ ଗ୍ରାମର ବିଜୁ ପଟ୍ଟନାୟକ ଆଦିବାସୀ ହାଇସ୍କୁଲଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମକୁ ଯୁବ ସ୍ୱେଚ୍ଛାସେବୀ ରାହୁଲ ତାଣ୍ଡି…
Read More...