Yearly Archives

2021

ଜିଲ୍ଲା ସରକାରୀ ହାଇସ୍କୁଲ ସିନିୟର ଏସ୍‌ଇଏସ୍‌ ଏସ୍‌ସି/ଏସ୍‌ଟି ପ୍ରଧାନ ଶିକ୍ଷକ ସଂଘ ଗଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସରକାରୀ ହାଇସ୍କୁଲରେ କାର୍ଯ୍ୟରତ ଏସ୍‌ସି/ଏସ୍‌ଟି ସିନିୟର ଏସ୍‌ଇଏସ୍‌(ମାଧ୍ୟମିକ ଶିକ୍ଷା ସେବା) ପ୍ରଧାନ ଶିକ୍ଷକମାନଙ୍କୁ ନେଇ ଗୁଗୁଲମିଟ୍‌ ଭର୍‌ର୍ଚୁଆଲ ମୋଡ ଜରିଆରେ ପ୍ରଧାନ ଶିକ୍ଷକ ସଦାନନ୍ଦ ଭୋଇଙ୍କ ସଭାପତିତ୍ୱରେ ଏକ ବୈଠକ…
Read More...

ଗତ ୨୪ ଘଂଟାରେ ରାଜ୍ୟରେ ୬୨୫ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୬୨୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ୮୪୪୩କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୬୬ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୫୯ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ…
Read More...

ଦୋକାନର ତାଲା ଭାଙ୍ଗି ଚୋରି କରି ଧରାପଡିଲେ ୨ଜଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଚଣ୍ଡୀଭଟା ପଞ୍ଚାୟତ ଚଣ୍ଡୀଭଟା ଗ୍ରାମରେ ଏକ ଗ୍ରୋସୋରୀ ଦୋକାନରେ ଗତ ରବିବାର ଦିନ ରାତିରେ ତାଲା ଭାଙ୍ଗି ଭିତରକୁ ପଶି କେତେକ ସାମଗ୍ରୀ ଚୋରି କରି ନେଇ ପଳାଇ ଯାଇଥିଲେ । ତେବେ ଏହି ସମ୍ପର୍କରେ ଦୋକାନ…
Read More...

ଡେଲାଙ୍ଗରେ ପ୍ରସିଦ୍ଧ ଝୁଲଣ ପର୍ବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ଘୋରଡିଆ ଗ୍ରାମର ପ୍ରସିଦ୍ଧ ଝୁଲଣଯାତ୍ରା ରାଧାକାନ୍ତ ଦେବ ମଠ ଓ ରାଧାମୋହନ ଦେବ ମଠରେ କୋଭିଡ କଟକଣା ମାନି ଚଳିତ ବର୍ଷ ଶ୍ରାବଣ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଅନୁଷ୍ଠିତ ହୋଇ ରବିବାର ଦିନ ଶେଷ ହୋଇଯାଇଛି ।…
Read More...

୭ ଫୁଟର ଅଜଗର ସାପ ଉଦ୍ଧାର କଲେ ବିକି

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ବଡ଼ମାଲ ଗୋଳାବାରୁଦ କାରଖାନାରେ ଜଣେ କର୍ମଚାରୀଙ୍କ ଘରେ ଏକ ଅଜଗର ସାପ ରହିଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ । ପରେ ସାପ ଧରାଳୀ ବିକି ଜି ନାଗଙ୍କୁ ଖବର ଦେଇଥିଲେ । ଖବର ଦେବା ପରେ ବିକି ଘଟଣା ସ୍ଥାନରେ ପହଁଚି…
Read More...

ରିଲିଜ ହେଲା ନାଚବାଲି କ୍ଷୁଦ୍ର ଚଳଚିତ୍ର : ଛତ୍ରପୁରର ସୁଧାଂଶୁଙ୍କ ଅଭିନୟ ଦର୍ଶକ ମାନଙ୍କୁ ବେଶ୍ ଆକୃଷ୍ଠ କରିଛି

ଗଂଜାମ, (ପ୍ରଦୀପ କୁମାର ପଣ୍ଡା) : ଗୋଟେ ନାଚବାଲିର ଦୁଃଖ କାହାଣୀକୁ ଆଧାର କରି ରବିବାର ଭୁବନେଶ୍ୱରର ଏସଜେଆଇ ପ୍ରଡକ୍ସନ ହାଉସ୍ ଠାରେ ନାଚବାଲି ନାମକ କ୍ଷୁଦ୍ର ଚଳଚିତ୍ର ରିଲିଜ୍ ହୋଇଯାଇଛି । ଏହି ଚଳଚିତ୍ରରେ ଖ୍ୟାତିନାମ ଅର୍ଜନ କରିଥିବା ଆନ୍ତଃର୍ଜାତୀୟ ନୃତ୍ୟ ଗୁରୁ ଶାଶ୍ୱତ ଯୋଶୀ…
Read More...

ଭରସା ସ୍ୱେଚ୍ଛାସେବୀ ଅନୁଷ୍ଠାନକୁ ପ୍ରକୃତିମିତ୍ର ପୁରସ୍କାର

ଗଂଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଅଞ୍ଚଳର ସ୍ୱେଚ୍ଛାସେବୀ ଅନୁଷ୍ଠାନ "ଭରସା"କୁ ଚଳିତବର୍ଷ ପ୍ରକୃତିମିତ୍ର ୨୦୨୧ ପୁରସ୍କାର ପ୍ରଦାନ କରାଯାଇଛି । ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ଜଙ୍ଗଲ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବ…
Read More...

ଦକ୍ଷିଣାଞ୍ଚଳ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଉପନିର୍ଦେଶକଙ୍କ ବୌଦ୍ଧ ଜିଲ୍ଲା ଗ୍ରସ୍ତ

ବୌଦ୍ଧ, (ବଂଶୀଧର ମାଝୀ) : ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦକ୍ଷିଣାଞ୍ଚଳ ଉପନିର୍ଦେଶକ ଗୁରୁବୀର ସିଂହ, ଓ.ଆଇ.ଏସ(୧) ଏସ. ବି ଆଜି ବୌଦ୍ଧ ଜିଲ୍ଲାକୁ ଦିନିକିଆ ଗ୍ରସ୍ତରେ ଆସି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ । ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ଏବଂ…
Read More...

ଲୋୟର ସୁକତେଲ ବିସ୍ଥାପିତ ପ୍ରସଙ୍ଗ : ଥଇଥାନ କେନ୍ଦ୍ରରେ ବିସ୍ଥାପିତଙ୍କ ମୌଳିକ ଅଧିକାର ପ୍ରତି ଧ୍ୟାନ ଦିଆଯାଉ –…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସନ୍ଧ୍ୟା ଘ.୪ଟା ୩୦ମି.ରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଲୋୟର ସୁକତେଲ ପ୍ରକଳ୍ପ ଯୋଗୁଁ ବିସ୍ଥାପିତ ହୋଇଥିବା ଲୋକଙ୍କ ଥଇଥାନ ପରିଦର୍ଶନରେ ଯାଇଥିଲେ । ଏହି ଗସ୍ତ ସମୟରେ ପ୍ରକଳ୍ପ, ଥଇଥାନ ଓ ପୁନର୍ବାସ ଅଧିକାରୀ ବିଧାୟକ ଶ୍ରୀ ମିଶ୍ରଙ୍କୁ ସେଠାରେ…
Read More...

କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଯାଦବ ସମାଜର ୪ ଦଫା ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ଯାଦବ ସମାଜ ତରଫରୁ ସ୍ଥାନୀୟ ସର୍କିଟ ହାଉସ ଠାରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଏକ ଦାବୀପତ୍ର ପ୍ରଦାନ ସହ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ସଭାପତି ପଙ୍କଜ ସେଲମାଙ୍କ ନେତୃତ୍ୱରେ ଏକ ୫ ଜଣିଆ ଟିମ୍‌ ଜିଲ୍ଲା-ମୁଖ୍ୟ…
Read More...