Yearly Archives

2021

କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ତଳୀ ସ୍ତରୀୟ ଉନ୍ନୟନ କମିଟି ବୈଠକ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ହୋଇଥିବା ଉନ୍ନୟନ କାର୍ଯ୍ୟର ଏକ ସମୀକ୍ଷା ବୈଠକ କଣ୍ଟାମାଳ ପଞ୍ଚାୟତ ସମିତି ସଭାଗୃହରେ ଅନୁଷ୍ଠିତ ହୋଇ ଯାଇଛି । ବୈଠକରେ କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ…
Read More...

ଖାସବାହାଲ ଗାଁରେ ନିଜ ମା’ଙ୍କ ଘରେ ମହିଳାଙ୍କ ଆତ୍ମହତ୍ୟା : ମୃତ ଦେହ ଉଦ୍ଧାର କଲା ପୁଲିସ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଖାସବାହାଲ ଗାଁରୁ ଜଣେ ମହିଳାଙ୍କ ଆତ୍ମହତ୍ୟା କରିଥିବା ମୃତ ଦେହକୁ ଉଦ୍ଧାର କଲା ପୁଲିସ । ସୂଚନା ମତେ ମହିଳା ଜଣକ ମଲ୍ଲି ଭୋଇ(୪୫) । କର୍ଲ।ମୁଣ୍ଡା ବ୍ଳକ ଅଞ୍ଚଳରେ ବାହା ହୋଇଥିଲେ । ନିଜ ମା'ଙ୍କ ଘରକୁ ଆସି ଆତ୍ମହତ୍ୟା…
Read More...

ଗଣ୍ଡାବଜା ପତ୍ରିକାର ୪ର୍ଥ ସ୍ୱନକ୍ଷତ୍ର ସମାରୋହ

ସମାଜରେ ଲଢେଇ ଅପେକ୍ଷା ସଚେତନତାର ଆବଶ୍ୟକତା ରହିଛି ବଲାଙ୍ଗିର, (ଦେବାଶିଷ ମିଶ୍ର) : ସମାଜରେ ଦଳିତଙ୍କ ଅଧିକାର ରକ୍ଷା ପାଇଁ ଲଢେଇ ଅପେକ୍ଷା ସଚେତନତାର ଆବଶ୍ୟକତା ଅଧିକ ରହିଛି । ସେହି ପରିପ୍ରେକ୍ଷୀରେ ନିସ୍ପେଷିତଙ୍କ ଅଧିକାର ପାଇଁ ଲଢିବାର ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା ଗଣ୍ଡାବଜା…
Read More...

ଆବାସ ଯୋଜନାରୁ ବଞ୍ଚିତ ବୃଦ୍ଧାଙ୍କ ସମୁଦ୍ରକୂଳ ପୁରୁଣା ପୋଡମପେଟା ଗ୍ରାମରେ ବିତୁଛି ଜୀବନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ସରକାରଙ୍କ ଆବାସ ଯୋଜନାରୁ ବଞ୍ଚିତ ଜୈନେକ ବୃଦ୍ଧା ସମୁଦ୍ରକୂଳରେ ରହିଥିବା ଗଞ୍ଜାମ ବ୍ଲକର ପାଳିବନ୍ଧ ପଞ୍ଚାୟତ ପୁରୁଣା ପୋଡମପେଟା ଗ୍ରାମରେ ସତେ ଯେମିତି ଏକ ଘରିଆ ଭାବେ କାଲତିପାତ କରୁଛନ୍ତି ।ସୂଚନା ଯୋଗ୍ୟ ଯେ, ସେ ହେଉଛନ୍ତି ଜେ. ସନ୍ୟାସୀଙ୍କ ବୃଦ୍ଧା…
Read More...

ଜିଅନ୍ତା ମଣିଷକୁ ପୋକ ଓ ପିମ୍ପୁଡି ଖାଉଥିବା ବେଳେ ମୁମୁର୍ଷୁ ଅବସ୍ଥାରେ ରାସ୍ତା କଡ଼ରୁ ଉଦ୍ଧାର କଲା ସଂକଳ୍ପ ପରିବାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ମା' ଜୀବନ କେତେ ବା ନିଷ୍ଠୁର ହୋଇପାରେ, ସେ ସବୁକିଛି ସହିଯାଏ । ପୁଅ ବହୁ ନାତି ନାତୁଣୀ ସମସ୍ତେ ଥିବା ବେଳେ ସ୍ତ୍ରୀ କଥାରେ ପଡି ନିଜ ଜନ୍ମ କଲା ମା'କୁ ଘରୁ ତଡିଦେଲା ପୁଅ । ଆଉ ଏଣେ ତେଣେ ବୁଲି ବାର ଦ୍ୱାରା ଶୁଣ୍ଢି ପିଣ୍ଡା ସାଜି ନିଜର ପେଟ ପାଇଁ…
Read More...

ପବିତ୍ର ରକ୍ଷା ବନ୍ଧନ ଅବସରରେ ସାହିତ୍ୟିକ କବି ବନ୍ଧୁ ପରିବାର ତରଫରୁ ଅନୁଷ୍ଠାନର ବାର୍ଷିକ ମୁଖପତ୍ର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ପବିତ୍ର ରକ୍ଷା ବନ୍ଧନ ଅବସରରେ ସାହିତ୍ୟିକ କବି ବନ୍ଧୁ ପରିବାର ତରଫରୁ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠାନର ବାର୍ଷିକ ମୁଖପତ୍ର 'ଶିଖା'ର ଲୋକାର୍ପଣ ଉତ୍ସବ ବିଶିଷ୍ଟ ସାହିତ୍ୟିକ ଦେବେନ୍ଦ୍ର କୁମାର ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସମ୍ବାଦର…
Read More...

ମା’ ସନ୍ତୋଷୀଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ମୋ ଲେଖା ମୋ ଦୁନିଆ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ କବିତା ଆସର

ବଲାଙ୍ଗିର, (କେପିଏନଏସ୍‌) : ମୋ ଲେଖା ମୋ ଦୁନିଆ ସାହିତ୍ୟ ସଂସଦ ତରଫରୁ ପବିତ୍ର ଗହ୍ମାପୂର୍ଣ୍ଣିମା ତଥା ମା' ସନ୍ତୋଷୀଙ୍କ ଜନ୍ମ ଜୟନ୍ତୀ ଅବସରରେ ଏକ ଅନଲାଇନ କବିତା ଆସର ଆୟୋଜିତ ହୋଇଯାଇଛି । ଏହି ଅସାରରେ ମୁଖ୍ୟ ଅତିଥି ଭାବେ କୋଶଳ ସାହିତ୍ୟ ଏକାଡେମୀର ରାଜ୍ୟ ସଭାପତି ଦେବେନ୍ଦ୍ର କୁମାର…
Read More...

ଭିଜିଲାନ୍ସ ଜାଲରେ ପଡିଲେ ସିଡିପିଓ କାର୍ଯ୍ୟାଳୟର ସୁପରଭାଇଜର ମଲ୍ଲିଲତା ଦାସ

ଭଦ୍ରକ : ଭିଜିଲାନ୍ସ ଜାଲରେ ପଡିଛନ୍ତି ଭଦ୍ରକ ସିଡିପିଓ କାର୍ଯ୍ୟାଳୟର ସୁପରଭାଇଜର ମଲ୍ଲିଲତା ଦାସ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁପରଭାଇଜର ମଲ୍ଲିଲତା ଦାସଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ଼୍‌ କରାଯାଉଛି । ବାସଭବନ ସମେତ ୪ଟି ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ । ଏହି…
Read More...

ସଂସ୍କୃତ ଭାରତୀ ଦ୍ୱାରା ବିଶ୍ୱ ସଂସ୍କୃତ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଂସ୍କୃତର ପ୍ରଚାର କରି ନିତ୍ୟ ବ୍ୟବହାରରେ ଆଣିବା ପାଇଁ ସଂସ୍କୃତ ଭାରତୀ ଦ୍ୱାରା ସଂସ୍କୃତ ସମାରୋହର ଆୟୋଜନ ଗୁଗୁଲ୍‌ମିଟ୍‌ ଦ୍ୱାରା କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ଓଡିଆ ତଥା କୋଶଲୀ ସିନେମା ଜଗତର ପ୍ରସିଦ୍ଧ ସଙ୍ଗୀତଜ୍ଞ ପଙ୍କଜ ଜାଲ ଯୋଗଦେଇ ଆଧୁନିକ…
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୭ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ଵର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ୬୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୪୯୩ ଜଣକୁ ବୃଦ୍ଧି ପାଇଛି । କଟକ ଜିଲ୍ଲାରୁ ସର୍ବାଧିକ ୨୦ଜଣ, ଜଗତସିଂହପୁର ଜିଲ୍ଲାରୁ ୧୪ଜଣ, ଢେଙ୍କାନାଳ ଜିଲ୍ଲାରୁ ୮ଜଣ, ଯାଜପୁର…
Read More...