Yearly Archives

2021

ଯୋଗଦେଲେ ନୂତନ ବିଇଓ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ଠାରେ ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବରେ ଠାକୁର ଚରଣ ସାହୁ ଯୋଗ ଦେଇଥିବା ଜଣାଯାଇଛି । ଏଥି ପୂର୍ବରୁ ସେ ଭବାନୀପାଟଣା ଏବିଇଓ ଭାବରେ ନିଜର ଦାୟିତ୍ୱ ସମ୍ପାଦନ କରିଥିଲେ । ତାଙ୍କୁ ମ.ରାମପୁର ପ୍ରାଥମିକ ଶିକ୍ଷକ ସଂଘ,…
Read More...

ସୁବର୍ଣ୍ଣପୁର ଜିଲ୍ଲାର ଲୁତୁରପଙ୍କରେ ଶିକ୍ଷା ସେତୁ କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ଯୋଗଦାନ

ଏକ ବ୍ୟବସ୍ଥିତ ଶୈକ୍ଷିକ ପରିବେଶ ସୃଷ୍ଟି କରିବା ସହିତ ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷାର ଉନ୍ନତିରେ ସହାୟକ ହେଉଛି ଶିକ୍ଷା ସେତୁ ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନୀଲ ନରୱଣେ ଶିକ୍ଷା ସେତୁ କାର୍ଯ୍ୟକ୍ରମରେ ବିରାମହାରାଜପୁର ବ୍ଲକ…
Read More...

ଧର୍ମ ପରାୟଣା ମହିଳାଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ହନୁମାନପଡା ସ୍ଥିତ ଅବସରପ୍ରାପ୍ତ ରେଞ୍ଜର ସ୍ୱର୍ଗତ ଗିରୀଶ ଚନ୍ଦ୍ର ପାଢୀଙ୍କ ଧର୍ମପତ୍ନୀ ଯଶୋବନ୍ତୀ ପାଢୀଙ୍କ ଆଜି ନିଜସ୍ୱ ବାସଗୃହରେ ୮୬ ବର୍ଷ ବୟସରେ ଦେହାନ୍ତ ଘଟିଛି । ସେ ଜଣେ ଧର୍ମ ପରାୟଣା, ମିଷ୍ଟଭାଷୀ ତଥା ପରୋପକାରୀ ମହିଳା ଥିଲେ । ସେ…
Read More...

ମରୁଡି ସମ୍ଭାବନାକୁ ନେଇ ପଲସଦା ଗ୍ରାମରେ କୃଷକ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ରାଜ ବୋଡାସମ୍ବର କୃଷକ ସଙ୍ଗଠନ ନିର୍ଦ୍ଦେଶ କ୍ରମେ ବୋଡାସମ୍ବର ଗାଁର ଚାଷୀ ମାନଙ୍କର ମିଳିତ ଉଦ୍ୟମରେ କୃଷକ ନେତା ବିଶ୍ବ ରଣାଙ୍କ ସଭାପତିତ୍ବରେ ପଲସଦା ଗ୍ରାମଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ କୃଷି ସମ୍ବନ୍ଧୀୟ ଅନେକ ବିଷୟ…
Read More...

ବିଜେଡ଼ିର ଅଭିଯୋଗକୁ ଖଣ୍ଡନ କଲା ବିଜେପି

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାକୁ ନେଇ ବିଜେଡ଼ି ବିଜେପି ମଧ୍ୟରେ ଚାଲିଥିବା ବିତର୍କ ଆଜି ନୂଆ ମୋଡ଼ ନେଇଛି । ଆଜି ବରଗଡ଼ ସାମ୍ବାଦିକ ଭବନଠାରେ ଅନୁଷ୍ଠିତ ପ୍ରେସ ମିଟରେ ଗତକାଲି ମନ୍ତ୍ରୀ ସୁଶାନ୍ତ ସିଂ କେନ୍ଦ୍ର ବିଜେପି ସରକାରଙ୍କ ପ୍ରଧାନ ମନ୍ତ୍ରୀ…
Read More...

ସହର ମଧ୍ୟର ଜବର ଦଖଲ ଉଚ୍ଛେଦ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ସହର ଲେଙ୍ଗୁ ମିଶ୍ର ଛକର ଜବର ଦଖଲ ଉଛେଦ ମ୍ୟୁନିସିପାଲଟି ତରଫରୁ ଆରମ୍ଭ ହୋଇଛି । ଏହି କାର୍ଯ୍ୟ ପୋଲିସ ଫୋର୍ସ ଏବଂ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କରାଯାଇଥିଲା । ସହର ମଧ୍ୟରେ ଏହି ସ୍ଥାନରେ ଗୋଟିଏ ଲୁହା ଦୋକାନ ଏବଂ ଚା' ଦୋକାନ ରହିଥିବା ବେଳେ…
Read More...

ଆଗାମୀ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରହି : ପୁରୁଣା କଟକ ବିଜେପିର ସଜବାଜ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା ପୁରୁଣା କଟକ ମଣ୍ଡଳର ପ୍ରଥମ ବିଜେପି କାର୍ଯ୍ୟକରିଣୀ ବୈଠକ ମଣ୍ଡଳ ସଭାପତି ବାମନ ଚରଣ ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଜିଲ୍ଲା ସଭାପତି ବିପ୍ରଚରଣ ମହାନ୍ତି ଯୋଗଦେଇ ଆଗାମୀ ଦିନରେ ଦଳର କାର୍ଯ୍ୟପନ୍ଥା ଓ ନୀତି ଆଦର୍ଶ ଉପରେ ଆଲୋକପାତ…
Read More...

କରୋନା ଯୋଦ୍ଧା ହୋମିଓପାଥି ଡାକ୍ତର ସନ୍ତୋଷ କୁମାର ସାହୁ ସମ୍ମାନିତ

ସମ୍ବଲପୁର, (କରୁଣାକର ବୁଡେକ) : ହୀରାକୁଦ ଲାୟନ୍ସ କ୍ଲବ ପକ୍ଷରୁ କରୋନା ଯୋଦ୍ଧା ହୋମିଓପାଥି ଡାକ୍ତର ସନ୍ତୋଷ କୁମାର ସାହୁଙ୍କୁ ସମ୍ମାନିତ କରାଯାଇଛି । କରୋନା ମହାମାରୀ ସମୟରେ ସମର୍ପିତ ସେବା ଓ ଚିକିତ୍ସା ପ୍ରଦାନ ଯୋଗୁଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ତାଙ୍କ…
Read More...

ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ବିଜୁ ଛାତ୍ର ଜନତା ଦଳ ତରଫରୁ ହେଲ୍ପ ଡେସ୍କ ବ୍ୟବସ୍ଥାର ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବିଜୁ ଛାତ୍ର ଜନତା ଦଳ ତରଫରୁ ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓଙ୍କ ଆଦେଶରେ ଏକକ ପିଜି ପ୍ରବେଶିକା ପରୀକ୍ଷା ନିମନ୍ତେ ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ବିଜୁ ଛାତ୍ର ଜନତା ଦଳ ତରଫରୁ ଛାତ୍ରଛାତ୍ରୀମାନଙ୍କ ସୁବିଧା ନିମନ୍ତେ ରାଜେନ୍ଦ୍ର…
Read More...

ଆସନ୍ତା ୨୭ରୁ ୩୧ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ୧୮ରୁ ଅଧିକ ନାଗରିକଙ୍କ ପାଇଁ ୯୨ କେନ୍ଦ୍ରରେ ଟିକାକରଣ

ଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟିକାକରଣ ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା ତା ୨୭/୦୮/୨୧ରୁ ତା ୩୧/୦୮/୨୧ରିଖ ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ବ୍ଲକ ଓ ସୋନପୁର…
Read More...