Yearly Archives

2021

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଥିବା ସୂଚନା ମିଳିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୦୮୪କୁ ବୃଦ୍ଧି ପାଇଛି । ମିଳିଥିବା ସୂଚନା ଅନୁସାରେ ଅନୁଗୁଳ, କଟକ, ଜଗତସିଂହପୁର, କେନ୍ଦ୍ରପଡ଼ା,…
Read More...

ମହନୀ କ୍ରିଏସନ୍‌ ତରଫରୁ ନବୀନ କୁଅଁରଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଯାଦବ ଭବନଠାରେ ମହନୀ କ୍ରିଏସନ୍‌ ତରଫରୁ କୋସଳାଞ୍ଚଳର ପରୁହାଁ ତିହାର ନୁଆଁଖାଇକୁ ଦୃଷ୍ଟିରେ ରଖି ଏକ ନୁଆଁଖାଇ ଆଞ୍ଚଳିକ ଗୀତ ଉନ୍ମୋଚନ କରାଯାଇଥିଲା ଏବଂ ଓଡିଶା ସଂଗୀତ ଏକାଡେମୀରୁ ଲୋକ ଗୀତ (ସଂଗୀତ)ରେ ପୁରସ୍କାରପ୍ରାପ୍ତ ନବୀନ କୁଅଁରଙ୍କୁ…
Read More...

ଅକ୍ଟୋବର ୨ ପବିତ୍ର ଗାନ୍ଧୀ ଜୟନ୍ତୀରେ ଡେଲାଙ୍ଗ ଅଂଚଳକୁ ସମ୍ପୂର୍ଣ୍ଣ ମଦମୁକ୍ତ ଅଚଂଳ ଘୋଷଣା ହେଉ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ଅଚଂଳରେ ଅବାଧ ମଦ ବେପାର ଯୋଗୁଁ ଜନ ଅସନ୍ତୋଷ ବୃଦ୍ଧି ପାଇାରେ ଲାଗିଛି । କୋଭିଡ ସମୟରେ ଚୋରା ମଦ କରାବାର ଓ ନିଶା ସେବନକାରୀ ବହୁ ସଂଖ୍ୟାରେ ବୃଦ୍ଧି ପାଉଛନ୍ତି । ବର୍ତମାନ ଡେଲାଙ୍ଗରେ ସାଉରିଆ କଲ୍ୟାଣପୁର, ମୁନିନ୍ଦା,…
Read More...

ଗତ ୨୪ ଘଂଟାରେ ରାଜ୍ୟରେ ୭୪୫ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୭୪୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୧୯ ଜଣ ୦ାରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭୦୮୭ । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୩୫ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୩୧୦ ଜଣ ଆଂଚଳିକ…
Read More...

ଶହେ ବର୍ଷର ପୁରୁଣା ପୋଲ ଭାଙ୍ଗିଲା : ଖସି ପଡିଲା ଡମ୍ଫର, ୧୧ ଘଣ୍ଟାର ଆପ୍ରାଣ ଚେଷ୍ଟାରେ ଉଦ୍ଧାର ହେଲେ ଡ୍ରାଇଭର

ସମ୍ବଲପୁର, (କରୁଣାକର ଶତପଥୀ) : ଶହେ ବର୍ଷର ପୁରୁଣା ପୋଲ ଭାଙ୍ଗିଯିବା ଫଳରେ ପାଣି ଭିତରେ ଡ଼ମ୍ଫର ଖସି ପଡ଼ିଥିବା ଭଳି ଏକ ଖବର ଆସିଛି । ସୂଚନା ମୁତାବକ ଗୁରୁବାର ରାତି ପ୍ରାୟ ସାଢ଼େ ୯ଟା ବେଳକୁ କୁଚିଣ୍ଡାକୁ ସଂଯୋଗ କରୁଥିବା ଝୁଲେନପୋଲ ଭୁଷୁଡ଼ି ପଡ଼ିଛି । ଏକ ଡମ୍ଫର ଟ୍ରକ୍‌ ଏହି ପୋଲ…
Read More...

ଜହ୍ନ।ପଡାରେ ନୂଆଁଖାଇ ଯୋଟ୍ ଯାଟ୍‌ ଆୟୋଜିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପୂର୍ବରୁ ଅସହାୟ ମାନଙ୍କୁ ଅଢି଼ଆ ଭେଟ ଦେବା କାର୍ଯ୍ୟକ୍ରମ ଗତକାଲି ଅନୁଷ୍ଠିତ ହୋଇଯାଇଛି । ବରଗଡ଼ ଅତାବିରା ବ୍ଲକ ଜହ୍ନ।ପଡା କଲ୍ୟାଣ ମଣ୍ଡପଠାରେ ସ୍ବେଛାସେବୀ ସଂଗଠନ ଦ୍ୱାରା ଆୟୋଜିତ ହୋଇଥିବା ଏହି ଆୟୋଜନରେ ୧୮ ଜଣ…
Read More...

ପ୍ରମୋଦ ଭଗତ ଆସନ୍ତା କାଲି ଓଡ଼ିଶା ପହଞ୍ଚିବେ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଓଡିଶାର ପାରା ବ୍ୟାଡମିଣ୍ଟନ ଖେଳାଳୀ ତଥା ବିଶ୍ୱର ନମ୍ବର ଏକ ପାରା ବ୍ୟାଡମିଣ୍ଟନ ଖେଳାଳୀ ଟୋକିୟୋ ଅଲିମ୍ପିକ୍ସରେ ଏକକ ପ୍ରତିଯୋଗିତାରେ ସ୍ଵର୍ଣ୍ଣ ପଦକ ବିଜୟୀ ହେବା ପରେ ଆସନ୍ତା କାଲି ପ୍ରମୋଦ ଭଗତ ଓଡ଼ିଶା ଫେରୁଛନ୍ତି । ସେ ଆସନ୍ତା କାଲି ଏୟାର ଇଣ୍ଡିଆର…
Read More...

ଜନ୍ମ ଦିନରେ ରକ୍ତ ଦାନ କଲେ ପ୍ରିୟଙ୍କା

ବଲାଙ୍ଗିର, (କେପିଏନ୍‌ଏସ୍‌) : ରକ୍ତ ଦାନ ମହାପୁଣ୍ୟ । ରକ୍ତ ଦାନ କରିବା ଦ୍ଵାରା ଅନେକ ଲୋକଙ୍କ ଜୀବନ ବଞ୍ଚିଯାଉଛି । ତେବେ ଆଜି ବଲାଙ୍ଗିର ଜିଲ୍ଲା ନାରୀ ଶକ୍ତି ସଙ୍ଗଠନର ସହ ସମ୍ପାଦିକା ପ୍ରିୟଙ୍କା ତ୍ରିପାଠୀ ନିଜ ଜନ୍ମ ଦିନରେ ସ୍ୱେଚ୍ଛାକୃତ ଭାବରେ ଜିଲ୍ଲା ରକ୍ତ ଭଣ୍ଡାର ଠାରେ ରକ୍ତ…
Read More...

ସୋଲାଟିଅମ୍‌ ପାଣ୍ଠିରୁ ୨ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଲାଦେରପାଲି ଗ୍ରାମର ଜୟପ୍ରକାଶ ଶ୍ରମାଙ୍କୁ ବରଗଡ଼ ଜିଲ୍ଲା ସଡକ ସୁରକ୍ଷା କମିଟି ସଭାରେ ବରଗଡ଼ ଜିଲ୍ଲାପାଳ ଶ୍ରୀମତୀ ମୋନୀଷା ବାନାର୍ଜୀଙ୍କ ଉପସ୍ଥିତିରେ ବରଗଡ଼ ଆଞ୍ଚଳିକ ପରିବହନ ଅଧିକାରୀ ମାନସ କୁମାର ସାହୁ ଏବଂ ଜିଲ୍ଲା…
Read More...

ରାସ୍ତା ଅବସ୍ଥା ନେଇ ଜନ ଅସନ୍ତୋଷ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର, ପାଟଣାଗଡ଼ ଆଦି ଅଚଂଳକୁ ଦୂରତା କମ୍‌ ପଡୁଥିବାରୁ ବହୁ ସଂଖ୍ୟାରେ ଗ୍ରାମବାସୀ ଯୁବାଖୋଲରୁ ଜମରତଲା ଏହି ରାସ୍ତା ଦେଇ ଜାତାୟାତ କରିଥାନ୍ତି । ସେହିପରି ଛାତ୍ରଛାତ୍ରୀମାନେ ମଧ୍ୟ ଉକ୍ତ ରାସ୍ତା ଦେଇ ଯାତାୟତ କରିଥାନ୍ତି । ବର୍ଷା ଯୋଗୁଁ ରାସ୍ତା…
Read More...