Yearly Archives

2021

ଲଗାଣ ବର୍ଷା ବଢାଇଲା ବନ୍ୟା ଆଶଙ୍କା : ୧୩ଟି ନଦୀରେ ବଢୁଛି ଜଳସ୍ତର

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଭ୍ୟନ୍ତର ଓଡ଼ିଶାରେ ପ୍ରବଳ ବର୍ଷା ପରେ ଫୁଲିଛି ୧୩ଟି ନଈ । ମଥାନୀଠାରେ ଜଳାକା ନଦୀ ବିପଦ ସଂକେତ ଉପରେ ପ୍ରଭାବିତ ହେଉଥିବା ବେଳେ ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ବାଂଶଧାରା, ରୁଷିକୁଲ୍ୟା ନଦୀର ଜଳସ୍ତର ବୃଦ୍ଧି ପାଇବାରେ
Read More...

କୋଶଲୀ ଡେରାର ନୂଆଁଖାଇ ଭେଟ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଅଗ୍ରଣୀ କୋଶଲୀ ସାହିତ୍ୟ ସଂଗଠନ କୋଶଲୀ ଡେରାର ନୂଆଁଖାଇ ଭେଟ୍‌ଘାଟ୍‌ ଗୁଗୁଲ ମିଟରେ ଅନୁଷ୍ଠିତ ହୋଇଯାଇଛି । କୋଶଳାଞ୍ଚଲର ଗଣପର୍ବ ନୂଆଁଖାଇ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ବଲପୁରରୁ ନୀଲମାଧବ ପାଣିଗ୍ରାହି ସମ୍ମାନ ପ୍ରାପ୍ତ
Read More...

ଜୟ କିଷାନ ପାଠାଗାରର ରକ୍ତଦାନ ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଅତାବିରା ବ୍ଲକର ଦେବାହାଲ ସ୍ଥିତ ଜୟ କିଷାନ ପାଠାଗାର ଆନୁକୂଲ୍ୟରେ ଆଜି ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏଥିରେ ୪୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ବୁର୍ଲାର ଡାକ୍ତର ପଙ୍କଜ କୁମାରଙ୍କ ତତ୍ବାବଧାନରେ ରକ୍ତ ସଂଗ୍ରହ ହୋଇଥିଲା । ଏହି ଅବସରରେ ଏକ
Read More...

‘ଦିଶା’ର ତୃତୀୟ ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷଠାର ଆଜି ଜିଲ୍ଲା ଉନ୍ନୟନ ସମନ୍ବୟ ଓ ପରିଚାଳନା ସମିତି 'ଦିଶା'ର ତୃତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କେନ୍ଦ୍ର ସରକାରଙ୍କ
Read More...

ଗଞ୍ଜାମ ଟାଏକୋଣ୍ଡୋ ପ୍ରଶିକ୍ଷଣ କେନ୍ଦ୍ର ନିମନ୍ତେ ଆବଶ୍ୟକୀୟ ପ୍ରୋତ୍ସାହନା, ସୁବିଧା ସୁଯୋଗ ପ୍ରଦାନ ଦାବୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଟାଏକୋଣ୍ଡୋ ଭଳି ଏକ ଅଲମ୍ପିକ ମାନ୍ୟତା ପାଇଥିବା ଖେଳରେ ଗଞ୍ଜାମ ଜିଲ୍ଲାର କ୍ରୀଡ଼ାବିତ୍‌ମାନେ କ୍ରମାଗତ ଭାବେ ଉନ୍ନତ ପ୍ରଦର୍ଶନ କରି ଆସୁଛନ୍ତି । ଗତ ଜୁଲାଇ ୨୨ରୁ ଅଗଷ୍ଟ ୨୮ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ କୋରିଆରେ ଅନୁଷ୍ଠିତ ବିଶ୍ୱ ଟାଏକୋଣ୍ଡୋ ଓପନ
Read More...

ଡ୍ରେନ ସଫା ନଥିବାରୁ ବଲାଙ୍ଗିର ରେଲୱେ ଷ୍ଟେସନ ରାସ୍ତାରେ ଲହଡା ମାରୁଛି ବର୍ଷା ପାଣି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଲଘୁଚାପ ଯୋଗୁଁ ସାରା ରାଜ୍ୟରେ ବର୍ଷା ଲାଗି ରହିଥିବା ବେଳେ ବଲାଙ୍ଗିର ସହରରେ ମଧ୍ୟ ବର୍ଷା ଲାଗି ରହିଛି । ବଲାଙ୍ଗିର ରେଲୱେ ଷ୍ଟେସନକୁ ଯିବା ରାସ୍ତାରେ ଡ୍ରେନ ସଫା ନଥିବାରୁ ରାସ୍ତା ସାରା ଜଳମଗ୍ନ ହୋଇଥିବା ବେଳେ ସ୍ଥାନୀୟ ଅଂଚଳର ଘରଭିତରକୁ ମଧ୍ୟ
Read More...

ଲଗାଣ ବର୍ଷାରେ ବଲାଙ୍ଗିର ପାଟଣେଶ୍ୱରୀ ମନ୍ଦିର ଜଳମଗ୍ନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲଗାଣ ବର୍ଷା ଯୋଗୁଁ ବଲାଙ୍ଗିର ସହରର ପାଟଣେଶ୍ୱରୀ ମନ୍ଦିର ଜଳମଗ୍ନ ହୋଇ ଯାଇଥିବା ଦେଖିବାକୁ ମିଳିଛି । ମନ୍ଦିର ବାହାରୁ ବର୍ଷା ପାଣି ମନ୍ଦିରର ଗମ୍ଭୀରା ଗୃହ ଭିତରକୁ ପଶୁଥିବା ବେଳେ ଛାତ ଉପରୁ ମଧ୍ୟ ପାଣି ଗଳୁଥିବା କହିଛନ୍ତି ମନ୍ଦିର ପୂଜକ ମଳୟ କୁମାର
Read More...

ବର୍ଷାରେ ବେହାଲ ସଇଁନ୍ତଲା ଡାକ୍ତରଖାନା : ଛାତରୁ ଝରୁଛି ପାଣି ରୋଗୀ ହନ୍ତସନ୍ତ, ପ୍ରଶାସନର ଅବହେଳା ଯୋଗୁଁ ରୋଗୀ ହଇରାଣ

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ଓ କେନ୍ଦ୍ର ସରକାର ପ୍ରତେକ ଡାକ୍ତରଖାନାର ସ୍ୱଚ୍ଛତା, ସୁନ୍ଦର ପରିବେଶ ତଥା ଡାକ୍ତରଖାନାକୁ ରକ୍ଷଣାବେକ୍ଷଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରିବା ପାଇଁ ସ୍ଥାନୀୟ ଡାକ୍ତରଖାନାର ଅଧିକାରୀଙ୍କୁ ଦାୟିତ୍ୱ ଦେଉଛନ୍ତି ହେଲେ ସ୍ଥାନୀୟ ପ୍ରଶାସନର ଅବହେଳା
Read More...

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ଛାତ୍ରଙ୍କ କୃତିତ୍ୱ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଚଳିତ ଶିକ୍ଷାବର୍ଷରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବାର୍ଷିକ ପରୀକ୍ଷାରେ ଅଂଶରାଜ ପ୍ରଧାନ ଯୁକ୍ତଦୁଇ ବିଜ୍ଞାନରେ ଓ ମହମ୍ମଦ ନିଜାମ୍ ଯୁକ୍ତଦୁଇ ବାଣିଜ୍ୟରେ ବରଗଡ ଜିଲ୍ଲାରେ ସର୍ବୋଚ୍ଚ ସ୍ଥାନ ଅଳଙ୍କୃତ କରିଥିବାରୁ ସେମାନଙ୍କୁ ଭାରତ ବିକାଶ ପରିଷଦ
Read More...

ପିଏଚ୍‌ଡ଼ି ପାଣି ପାଇପ୍‌ରେ ଫାଟ : ପାଇପ୍‌ ଭିତରକୁ ପଶୁଛି ଡ୍ରେନ୍‌ ପାଣି

ବଲାଙ୍ଗିର, (କେପିଏନ୍‌ଏସ୍‌) : ପିଏଚ୍‌ଡ଼ି ପାଣି ପାଇପ୍‌ରେ ଫାଟ ରହିଥିବା ବେଳେ ପାଇପ୍‌ ଭିତରକୁ ପଶୁଛି ଡ୍ରେନ୍‌ ପାଣି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଗାନ୍ଧୀନଗରପଡ଼ାର ଗାନ୍ଧୀ ଷ୍ଟେଚ୍ୟୁ ପଟରୁ ରାମଗୋପାଲ ହିନ୍ଦୀ ହାଇସ୍କୁଲକୁ ଯିବା ବେଳେ ବାମକଡ଼ରେ ପଡ଼ୁଥିବା ବ୍ରିଜ୍‌ ତଳେ ।
Read More...