Yearly Archives

2021

ଶ୍ରମିକଙ୍କ ମଜୁରୀ ଟଙ୍କା ଆତ୍ମସାତ କରିଥିବା ଘଟଣା : ନାଏବ ସରପଞ୍ଚ ମଜୁରୀ ଟଙ୍କା ଦେବାକୁ ଚୁକ୍ତିନାମା କଲେ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକର ସିମନବାଡ଼ି ପଞ୍ଚାୟତ ସଲାବାଡ଼ି ଗ୍ରାମର କିଛି ଲୋକ ମନରେଗା ଯୋଜନାରେ କାମ କରିଥିବା ବେଳେ ୯ ମାସରୁ ଅଧିକ ଦିନ ହେବ ମଜୁରୀ ଟଙ୍କା ମିଳିନଥିବା ନେଇ ଅଭିଯୋଗ ହୋଇଥିଲା ।
Read More...

ଗଞ୍ଜାମ ଜିଲ୍ଲାପାଳଙ୍କ ପାତ୍ରପୁର ବ୍ଲକ୍ ଗସ୍ତ : ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ଜିଲ୍ଲାପାଳ ଉଚିତ ମାର୍ଗ…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୋମବାର ପାତ୍ରପୁର ବ୍ଲକ୍‌ର ଉପାନ୍ତ ଅଞ୍ଚଳ ତୁରୁବୁଡି, ବୁରୁତୋଳ, ବାରିଆ ପଥର ପ୍ରଭୃତି ଅଞ୍ଚଳ ଗସ୍ତ କରି ବିଦ୍ୟାଳୟ ଗୁଡିକର ରୂପାନ୍ତରୀକରଣ ଦିଗରେ କରାଯାଉଥିବା ଉନ୍ନୟନ କାର୍ଯ୍ୟଧାରା ତଦାରଖ କରିବା
Read More...

ବିଜେପୁର ବିକାଶର ଅସଲ ଚିତ୍ର : ପାଣି ପାଇଁ ଡହକ ବିକଳ ମାଝିପାଲି ଗ୍ରାମବାସୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଏହା କୌଣସି ଉପାନ୍ତ ଅଞ୍ଚଳ କିମ୍ବା କୌଣସି ପଛୁଆ ଜିଲ୍ଲାର ଦୃଶ୍ୟ ନୁହେଁ ଏହା ହେଉଛି ବରଗଡ଼ ଜିଲ୍ଲାର ବହୁ ଚର୍ଚିତ ବିଜେପୁର ନିର୍ବାଚନ ମଣ୍ଡଳୀର ଦୃଶ୍ୟ । ସୂଚନା ଅନୁସାରେ ଏହି ଦୃଶ୍ୟଟି ହେଉଛି ବିଜେପୁର ବ୍ଲକ ଭାଟିଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ
Read More...

ଦୟା ଓ ଲୁଣା ନଦୀରେ ଜଳ ସ୍ତର ବଢୁଛି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଲଘୁଚାପଜନିତ ପ୍ରବଳ ବର୍ଷା ଫଳରେ ଡେଲାଙ୍ଗ ବ୍ଲକରେ ପ୍ରବାହିତ ଦୟା ଓ ଲୁଣା ନଦୀରେ ଜଳ ସ୍ତର ବଢ଼ୁଛି । ସୂଚନା ଅନୁସାରେ ନଦୀ ପାଖ କଢିଆ ଜମିରେ ପନିପରିବା ଫସଲ ବୁଡ଼ିଯାଇ ନଷ୍ଟ ହୋଇଯାଇଛି । ତେବେ ନଦୀ ପାଖ ଗ୍ରାମବାସୀ ଭୟ କରିବାର କୌଣସି କାରଣ ନାଁହି
Read More...

ଆଇଆର୍‌ଇ (ଇଣ୍ଡିଆ) ଲିଃ. ତରଫରୁ ହିନ୍ଦୀ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିକଟସ୍ଥ ମାଟିଖାଲଠାରେ ପ୍ରତିଷ୍ଠିତ ଭାରତୀୟ ବିରଳ ମୂର୍ତ୍ତିକା ଆଇଆର୍‌ଇ(ଇଣ୍ଡିଆ) ଲିଃ. ଭାରତ ସରକାରଙ୍କ ଏକ ପ୍ରତିଷ୍ଠାନ ଓସକମ୍‌ (ଆଇ.ଆର.ଇ.) ଆନୁକୂଲ୍ୟରେ ହିନ୍ଦୀ ଦିବସ ମଙ୍ଗଳବାର ଅନଲାଇନ ମାଧ୍ୟମରେ ପାଳିତ ହୋଇଛି । ଆଇଆର୍‌ଇର
Read More...

ସହଭାଗୀ ଶିକ୍ଷା ଓ କାର୍ଯ୍ୟରେ ତାଲିମ ଦାତାଙ୍କ ତିନିଦିନିଆ ପ୍ରଶିକ୍ଷଣ ଶିବିର

କର୍ଲ।ମୁଣ୍ଡା, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ରଙ୍ଗାପଦର ସ୍ଥିତ ସେବାଜଗତର ପ୍ରଶିକ୍ଷଣ କେନ୍ଦ୍ରଠାରେ ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟି ପକ୍ଷରୁ ତିନିଦିନିଆ ତାଲିମ ଦାତାଙ୍କ ପ୍ରଶିକ୍ଷଣ(ଟିଓଟି) ଶିବିରକୁ ଆଇଜିଏସ୍‌ଏସ୍‌ଏସ୍‌ର ଓଡିଶା ରାଜ୍ୟ ସଂଯୋଜକ
Read More...

ହିନ୍ଦୀ ଦିବସ ଅବସରରେ ଡକ୍ଟର ଛବିଳ କୁମାର ମେହେର ସମ୍ମାନିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ହିନ୍ଦୀ ଦିବସ ଅବସରରେ ଡକ୍ଟର ଛବିଳ କୁମାର ମେହେର ହିନ୍ଦୀ ଭାଷା ସାହିତ୍ୟକୁ ତାଙ୍କ ବିଶେଷ ଅବଦାନ ପାଇଁ ଭାରତ ସରକାରଙ୍କଠାରୁ ସମ୍ମାନ ଜନକ 'ରାଜଭାଷା ଗୌରବ ପୁରସ୍କାର' ସକାଶେ ଯୋଗ୍ୟ ବିବେଚିତ ହୋଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦ୍ବାରା
Read More...

ରେଲୱେ ସଂଯୋଗ ସହ ଅନ୍ୟାନ୍ୟ ସମସ୍ୟାର ସମାଧାନ ଦାବୀ କଲା ନାଗରିକ କମିଟି

ସିନାପାଲି, (ନିରାକାର ମେହେର) : ପ୍ରସ୍ତାବିତ କଣ୍ଟାବାଞ୍ଜି ଜୟପୁର ନୂଆ ରେଲ ରାସ୍ତାରେ ସିନପାଲିକୁ ସଂଯୋଗ କରିବା ନେଇ ସିନାପାଲି ନାଗରିକ କମିଟି ତରଫରୁ ଏକ ଦାବୀପତ୍ର କେନ୍ଦ୍ର ରେଲୱେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପ୍ରଦାନ କରାଯାଇଛି । ଆଜି ସିନାପାଲି ନାଗରିକ କମିଟିର ଏକ ପ୍ରତିନିଧି
Read More...

ଗର୍ଭବତୀ ମହିଳାଙ୍କୁ ରକ୍ତ ଦେଇ ଜୀବନ ବଂଚାଇଲେ ଦୀନବନ୍ଧୁ ମେହେର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗର୍ଭବତୀ ମହିଳାଙ୍କୁ ରକ୍ତ ଦେଇ ଜୀବନ ବଂଚାଇଛନ୍ତି ଦୀନବନ୍ଧୁ ମେହେର । ସୂଚନା ଅନୁସାରେ ବଲାଙ୍ଗିର ଶାନ୍ତିପଡା ନିବାସୀ ଦୀନବନ୍ଧୁ ମେହେର । ଆଜି ସେ ବଲାଙ୍ଗିରରୁ ନିଜ କର୍ମସ୍ଥଳୀ ଲୋଇସିଂହାକୁ ଯାଉଥିବା ବେଳେ ତାଙ୍କୁ ହଠାତ୍‌ ଏକ ଫୋନ୍‌ ବଲାଙ୍ଗିର ରକ୍ତ
Read More...

ତାରରେ କପଡା ଶୁଖାଇବା ହେଲା କାଳ, ବିଦ୍ୟୁତ ଆଘାତରେ ଆଈ, ନାତୁଣୀ ମୃତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ସହର ନିବାସୀ ସହଦେବ ବାଗଙ୍କ ଝିଅ ରିତାରାଣୀ ବାଗ(୨୦) ନିଜ ମାମୁ ଘର ଛତିଶଗଡ଼ ମହାସମୁନ୍ଦ ଠାରେ ସୋମବାର ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଥିବା ଜଣାପଡିଛି । ତାଙ୍କୁ ଉଦ୍ଧାର କରିବାକୁ ଯାଇ ତାଙ୍କ ଆଈ(ନାନୀ ମା') ଉକିଆ ରାଣୀ
Read More...