Yearly Archives

2021

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଟଣାଗଡ ଗସ୍ତକୁ ନେଇ ବିଜେଡି ନେତାଙ୍କ ସମୀକ୍ଷା

ପାଟଣାଗଡ, (କେପିଏନ୍‌ଏସ୍‌) : ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଲାଙ୍ଗିର ଜିଲ୍ଲା ଆସିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ପ୍ରଥମେ ଟିଟିଲାଗଡ଼, ପାଟଣାଗଡ ପରେ ବଲାଙ୍ଗିର ଯିବାର କାର୍ଯ୍ୟକ୍ରମ ରହିଛି । ଏନେଇ ପାଟଣାଗଡ ରମାଇଁ ହାଇସ୍କୁଲରେ ବିଭିନ୍ନ ପ୍ରକଳ୍ପର
Read More...

ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ପାଟଣାଗଡ ଗସ୍ତ : ପୁଲିସ ବିଭାଗର ଜୋର୍‌ଦାର୍‌ ପ୍ରସ୍ତୁତି

ପାଟଣାଗଡ, (କେପିଏନ୍‌ଏସ୍‌) : ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଟଣାଗଡ ଗସ୍ତରେ ଆସିବେ । ଏନେଇ ପାଟଣାଗଡ ରମାଇଁ ହାଇସ୍କୁଲରେ ସ୍ୱାସ୍ଥ୍ୟ କାର୍ଡ଼ ବଣ୍ଟନ କାର୍ଯ୍ୟକ୍ରମ ରହିଛି । ଏହି ପରିପ୍ରେକ୍ଷୀରେ ଓଡିଶା ପୁଲିସ ବିଭାଗ ତରଫରୁ ଆଜି ସକାଳୁ ବଲାଙ୍ଗିର ଏସପିଙ୍କ
Read More...

ପଞ୍ଚସଖା ସ୍ମାଟ ସ୍କୁଲ ପରିଦର୍ଶନ କଲେ ବିଧାୟକ

ଅକ୍ଟୋବର ୨ରେ ଉଦ୍‌ଘାଟନ, ଦିନ ରାତି ଚାଲିଛି କାମ କଳାହାଣ୍ଡି, (ପି. କେ .ସାହୁ) : କଳାହାଣ୍ଡି ଜିଲ୍ଲାରେ ମୋଟ ୩୬ ଗୋଟି ସ୍ମାଟ ସ୍କୁଲ ମଧ୍ୟରୁ ଆସନ୍ତା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଦିନ ୨୬ ଗୋଟି ଓ ନଭେମ୍ବର ୧୪ରେ ୧୦ ଗୋଟି ସ୍ମାଟସ୍କୁଲକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବା ପାଇଁ
Read More...

ଟିଟିଲାଗଡ଼ବାସୀଙ୍କ ଦାବୀ ପୂରଣ ନ ହେଲେ ମୁଖ୍ୟମନ୍ତ୍ରୀ ନବୀନଙ୍କ ଟିଟିଲାଗଡ଼ ଗସ୍ତକୁ ନେଇ ତୀବ୍ର ବିରୋଧ ହେବ –…

ଟିଟିଲାଗଡ଼, (ଅଜିତ କୁମାର ସାହୁ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗାଁ ଗାଁ ବିକାଶ କରୁଥିବା ଡିମ ଡିମ ପିଟୁଥିବା ବେଳେ ଗାଁ ଠୁ ଆରମ୍ଭ କରି ସହରର ବିଭିନ୍ନ ସମସ୍ୟା ସମ୍ପର୍କରେ ଦୃଷ୍ଟି ଦେଇ ସମାଧାନ କରୁଥିବା ସ୍ଥାନୀୟ ନେତା ମନ୍ତ୍ରୀ ବିଭିନ୍ନ ସମୟରେ ଭାଷଣ ମାରୁଥିବା ମଧ୍ୟ ଦେଖିବାକୁ
Read More...

ପାଇକମାଲ ହାଇସ୍କୁଲରେ ଅବିଭାବକ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପାଇକମାଲ ହାଇସ୍କୁଲ ପରିସରରେ ଅବିଭାବକମାନଙ୍କୁ ନେଇ ପ୍ରଧାନ ଶିକ୍ଷକ ଦ୍ୱାଦଶ କୁମାର ପ୍ରଧାନଙ୍କ ନେତୃତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଆଲୋଚନାରେ ମୁଖ୍ୟତଃ ଅବିଭାବକମାନଙ୍କୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ପରୀକ୍ଷାରେ କିପରି ଭଲ ପ୍ରଦର୍ଶନ
Read More...

ଗାଇସିଲାଟରେ ସେବା ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକ ବିଜେପି ତରଫରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସ ପାଳିତ ହୋଇଯାଇଛି । ଏହି ଉଦ୍ଦେଶ୍ୟରେ ଗୁଦେରପାଲି ମଣ୍ଡଳ ସଭାପତି ବିପିନ ବିହାରି ସାହୁଙ୍କ ଆବାହନ କ୍ରମେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
Read More...

ନିଜ ଜନ୍ମ ମାଟିକୁ ଫେରିଲେ ସ୍ୱର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଅତାବିରା ବ୍ଲକର ଟୋକିଓ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତ ଆଜି ନିଜ ମାଟି ବରଗଡ ଜିଲ୍ଲା ଅତାବିରାରେ ପହଞ୍ଚିଛନ୍ତି । ତାଙ୍କୁ ଗୋଡ଼ଭଗା କ୍ୟାମ୍ପରୁ ସ୍ୱାଗତ କରାଯାଇଥିଲା । ଏକ ଭବ୍ୟ ଶୋଭାଯାତ୍ରାରେ ଅତାବିରା ଅଣାଯାଇ
Read More...

ଭିଜିଲାନ୍ସ ଜାଲରେ ପଡିଲେ ଟପିଏନଓଡିଏଲ ମିଟର ରିଡିଙ୍ଗର ଡେପୁଟି ମ୍ୟାନେଜର ମହେଶ୍ୱର ସେଠୀ

କେନ୍ଦୁଝର : ଭିଜିଲାନ୍ସ ଜାଲରେ ପଡିଛନ୍ତି ଟପିଏନଓଡିଏଲ ମିଟର ରିଡିଙ୍ଗର ଡେପୁଟି ମ୍ୟାନେଜର ମହେଶ୍ୱର ସେଠୀ । ଆୟ ବର୍ହିଭୂତ ଅଭିଯୋଗରେ ଟପିଏନଓଡିଏଲ ମିଟର ରିଡିଙ୍ଗର ଡେପୁଟି ମ୍ୟାନେଜର ମହେଶ୍ୱର ସେଠୀଙ୍କ ଘରେ ଭିଜିଲାନ୍ସ ରେଡ୍ ଚାଲିଥିବା ବେଳେ କେନ୍ଦୁଝର କାଶୀପୁର ସ୍ପଞ୍ଜ କଲୋନୀ
Read More...

ପଦ୍ମପୁର ଉପଜିଲ୍ଲାପାଳଙ୍କୁ ଭେଟିଲେ ଦଳିତ ଛାତ୍ରୀ ରେଣୁ ସୁନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ରାଜବୋଡାସମ୍ବର ବ୍ଲକ ଅନ୍ତର୍ଗତ ବାଦିମାଲ ଗାଁର ପଦ୍ମପୁର ମହିଳା ଡିଗ୍ରୀ ମହାବିଦ୍ୟାଳୟର ଦଳିତ ଛାତ୍ରୀ ରେଣୁ ସୁନା ପଢ଼ିବା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଆଜି ପଦ୍ମପୁର ଉପଜିଲ୍ଲାପାଳଙ୍କୁ ଭେଟି ଲିଖିତ ଆକାରରେ ଜଣାଇବାରୁ
Read More...

୫୫ କେଜି ଗଞ୍ଜେଇ ଜବତ ସହ ଜଣେ ଗିରଫ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ୫୫ କେଜି ଗଞ୍ଜେଇ ଜବତ ସହ ଜଣକୁ ଗିରଫ କରିଛି ଅବକାରୀ ବିଭାଗ ବୋଲି ଖବର ମିଳିଛି । ଗଞ୍ଜେଇ କାରବାର ନେଇ କୌଣସି ସୂତ୍ରରୁ ଅକବାରୀ ନିକଟରେ ଖବର ରହିଥିଲା । ଏନେଇ ଅବକାରୀ ବିଭାଗ ରାଜଧାନୀର ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଚଢାଉ କରିଥିଲା । ଏହି ଚଢାଉରେ ଅବକାରୀ
Read More...