Yearly Archives

2021

ଓଡ଼ିଶା ଲଳିତ କଳା ଏକାଡେମୀର ସଭାପତି ରୂପେ ପୁନଃମନୋନୀତ ହେଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବିଶ୍ୱ ବିଖ୍ୟାତ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ଓଡ଼ିଶା ଲଳିତ କଳା ଏକାଡେମୀର ସଭାପତି ରୂପେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ପୁନଃମନୋନୀତ କରାଯାଇଛି । ବାଲୁକା ଶିଳ୍ପୀ ଶ୍ରୀ ପଟ୍ଟନାୟକ ଓଡ଼ିଶା ଲଳିତ କଳା ଏକାଡେମୀର ସଭାପତି
Read More...

ଗୋଆବାସୀଙ୍କ ପାଇଁ କେଜ୍ରିୱାଲ କଲେ ବଡ ଘୋଷଣା

ଗୋଆ : ଗୋଆବାସୀଙ୍କ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଆଉ ଏକ ବଡ ଘୋଷଣା କରିଛନ୍ତି । କ୍ଷମତାକୁ ଆସିବା ପରେ ଗୋଆବାସୀଙ୍କୁ ୩୦୦ ୟୁନିଟ୍ ବିଦ୍ୟୁତ୍ ମାଗଣାରେ ପ୍ରଦାନ କରିବା ସହ ବେକାରୀଙ୍କୁ ମାସକୁ ୩ ହଜାର ଟଙ୍କା ଦେବାକୁ ଘୋଷଣା
Read More...

ନିଜ ସ୍ୱାମୀକୁ କାଠ ଫାଳିଆରେ ପିଟି ହତ୍ୟା କଲା ସ୍ତ୍ରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜଧାନୀରେ ନିଜ ସ୍ୱାମୀକୁ କାଠ ଫାଳିଆରେ ସ୍ତ୍ରୀ ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏଭଳି ହତ୍ୟାକାଣ୍ଡ ରାଜଧାନୀର ଡମଣା ମଣ୍ଡପ ବସ୍ତିରେ ଘଟିଛି । ତେବେ ଘଟଣା ସ୍ଥଳରେ ପୋଲିସ୍‌ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ସ୍ତ୍ରୀକୁ ଅଟକ ରଖି
Read More...

ଭଗବାନ ମିଶ୍ର ସ୍ମୃତି ସମିତି ତରଫରୁ ହିନ୍ଦୀ ଦିବସ ପାଳନ

ବରଗଡ, (ନିରୋଜ କୁମାର ପାଣୀ) : ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ହିନ୍ଦୀ ବିଭାଗଠାରେ ଭଗବାନ ମିଶ୍ର ସ୍ମୃତି ସମିତି ତରଫରୁ 'ହିନ୍ଦୀ ଦିବସ' ପାଳିତ ହୋଇ ଯାଇଛି । ସମିତିର ସଭାପତି ସରଦାର ପ୍ରୀତମ ସିଂଙ୍କ ସଭପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଟାଉନ ହାଇସ୍କୁଲର
Read More...

ଜାମପାଣି ଗାଁରେ ମଦ ବିରୋଧୀ ଆନ୍ଦୋଳନ

ନୂଆପଡା, (ନିରାକାର ମେହେର) : ଛୋଟ ଗାଁରେ ବଡ଼ ପ୍ରୟାସ । ମଦମୁକ୍ତି ପାଇଁ ଅଣ୍ଟା ଭିଡ଼ିଲେ ଗାଁର ଛୋଟରୁ ବଡ଼ ସମସ୍ତେ । ଗାଁ ଦାଣ୍ଡରେ ଦେଶୀ ମଦ ପାଉଚକୁ କଚାଡି ନଷ୍ଟ କରିଛନ୍ତି ଆନ୍ଦୋଳନକାରୀ । ଗାଁରେ ଛୋଟ ବଡ଼ ମଦ କୋଠୀ ଗଢି ଉଠିଥିବାରୁ ଏବେ ମଦର ଗଡ଼ ପାଲଟିଛି ନୂଆପଡା ଜିଲ୍ଲା
Read More...

ତାଲିବାନରେ ଆତଙ୍କ : କ୍ୟାମେରା ସାମ୍ନାରେ ଉଦାରତା, ବାସ୍ତବରେ ଜଙ୍ଗଲୀ ଆଚରଣ

କାବୁଲ : ଆଫଗାନିସ୍ତାନ ମହିଳାଙ୍କ ଅଧିକାରକୁ ସମର୍ଥନ କରିବାକୁ ପ୍ରତିଶ୍ରୁତି ସତ୍ୱେ ତାଲିବାନ ସଂଗଠନଙ୍କ ବିଶ୍ୱାସ ଜିତିବାରେ ବିଫଳ ହୋଇଛି । ଆଫଗାନିସ୍ତାନରେ ଏକ ଆତଙ୍କବାଦୀ ସଂଗଠନର ଶାସନରେ ମହିଳାମାନେ ଭୟଭୀତ ହୋଇପଡ଼ିଥିବା ଲୋକଲୋଚନକୁ ଆସିଛି । ମହିଳାମାନଙ୍କ ଅଧିକାରକୁ ବଜାୟ ରଖିବାକୁ
Read More...

ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୫ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୧୪୬କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ଅନୁଗୁଳ, ବାଲେଶ୍ୱର, କଟକ, ଖୋର୍ଦ୍ଧା, ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ଏନେଇ
Read More...

ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୪୬୨ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୪୬୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭୦ ଜଣ ୦ ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୫୩୫୧ । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୬୮ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୯୪ଜଣ ଆଂଚଳିକ
Read More...

ସଇଁନ୍ତଲାରେ ଧରା ପଡିବେ କି ନକଲି ଶିକ୍ଷକ : ବିଇଓ କାର୍ଯ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପ୍ରମାଣ ପତ୍ର ଯାଞ୍ଚ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାରେ ନକଲି ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଲମ୍ବା ଚେର । ଲୋକେ ଆଲୋଚନା କରୁଛନ୍ତି ଯେ ନାମକୁ ମାତ୍ର ଯାଞ୍ଚ । ପ୍ରକୃତରେ ନକଲି ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଧରାପଡୁ ନାହାନ୍ତି କାହିଁକି ? ସ୍ଥାନୀୟ ବ୍ଳକ ପ୍ରଶାସନ ଯଦି ଯାଞ୍ଚ କରିବ ତେବେ
Read More...

ଦେଓଗାଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ଦାୟିତ୍ୱ ନେଲେ ଗୋବର୍ଦ୍ଧନ ଭୋଇ

ଦେଓଗାଁ, (ମନୀଷ କୁମାର ସାହୁ) : ସୋମବାର ୧୨ଟା ସମୟରେ ସଇଁନ୍ତଲା ବ୍ଲକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇ ଦେଓଗାଁ ବ୍ଳକ ଶିକ୍ଷା ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି । ଗତ ୩୧ ତାରିଖ ଦିନ ଦେଓଗାଁ ବିଇଓ ସଂକୀର୍ତ୍ତନ୍ୟ ବାଗ ଅବସର ନେବା ପରେ ଦେଓଗାଁ ଏବିଇଓ ଅଜିତ
Read More...