Yearly Archives

2021

ଦକ୍ଷିଣ ରାଉରକେଲା ସମସ୍ୟା ନେଇ ଅବସରପ୍ରାପ୍ତ କର୍ମଚାରୀଙ୍କ ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ଦକ୍ଷିଣ ରାଉରକେଲାର ବିଭିନ୍ନ ସମସ୍ୟା ନେଇ ଆରଏସପି ଅବସରପ୍ରାପ୍ତ କର୍ମଚାରୀ ସଂଘର ବୈଠକ ସ୍ଥାନୀୟ ମଙ୍ଗଳା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଦିଲିପ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଦକ୍ଷିଣ ରାଉରକେଲାର
Read More...

ଲକ୍ଷେଘର ଗଣ୍ଡା ସମାଜର ବ୍ଲକ ସ୍ତରୀୟ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକରେ ଲକ୍ଷେଘର ଗଣ୍ଡା ସମାଜର ବ୍ଲକ ସ୍ତରୀୟ ନୂଆଁଖାଇ ଭେଟଘାଟ୍ -୨୦୨୧ କାର୍ଯ୍ୟକ୍ରମ ଗଣ୍ଡା ସମାଜର କାର୍ଯ୍ୟକାରୀ ସଭାପତି ଭୋଜରାଜ ବାଗଙ୍କ ଆହ୍ୱାନରେ ଝାରବନ୍ଧ ହାଟପଦା ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭା ଶ୍ରୀ ବାଗଙ୍କ
Read More...

୬୧ତମ ରାଜ୍ୟ ସନ୍ତରଣ ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲାରୁ ୧୧ ଜଣ ଚୟନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଚଳିତ ୨୫ ଓ ୨୬ ସେପ୍ଟେମ୍ବରରେ ଓଡ଼ିଶା ସୁଇମିଂ ସଂଘ ପକ୍ଷରୁ ରାଜଧାନୀ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମର ବିଜୁ ପଟ୍ଟନାୟକ ସୁଇମିଂ ପୁଲରେ ଆୟୋଜିତ ହେବାକୁ ଯାଉଥିବା ୬୧ତମ ରାଜ୍ୟସ୍ତରୀୟ ସନ୍ତରଣ ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲାରୁ ୧୧ ଜଣ
Read More...

୩୫ ଜଣ ବିଜେପି ଦଳ ଛାଡି ବିଜେଡିରେ ଯୋଗଦାନ କଲେ

ପାଟଣାଗଡ, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନିର୍ମଳ ଶାସନରେ ଅନୁପ୍ରାଣିତ ହୋଇ ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ଉପସ୍ଥିତିରେ ପାଟଣାଗଡ ନିର୍ବାଚନ ମଣ୍ଡଳୀ ବିଜେଡି କାର୍ଯ୍ୟାଳୟରେ ଉଲବା ପଞ୍ଚାୟତର ଉଲବା ଗ୍ରାମର ୩୫ ଜଣ ବିଜେପି ଦଳ ଛାଡି ବିଜେଡି ଦଳରେ
Read More...

ଦେଓଗାଁ ବ୍ଲକ ଗାଈବାହାଲରେ ସ୍ମାର୍ଟ କାର୍ଡ ବଣ୍ଟନ ବେଳେ କୃଷି ମନ୍ତ୍ରୀଙ୍କ ମଞ୍ଚ ଉପରକୁ ଅଣ୍ଡା ମାଡ଼

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ଦିନ ସାଢ଼େ ୪ଟା ସମୟରେ ଦେଓଗାଁ ବ୍ଳକ ଗାଈବାହାଲ ପଞ୍ଚାୟତରେ କୃଷି, ମତ୍ସ୍ୟ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ସ୍ମାର୍ଟ କାର୍ଡ଼ ବଣ୍ଟନ କରିବାକୁ ଆସିଥିଲେ । ହେଲେ ମନ୍ତ୍ରୀଙ୍କ ଭାଷଣ ଚାଳିଥିବା ବେଳେ ମଞ୍ଚ ପଛ ପଟୁ
Read More...

ଛତାମଖନା ସପ୍ତାହିକ ବଜାର ପିଣ୍ଡି ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଛତାମଖନା ସପ୍ତାହିକ ବାଜରର ପିଣ୍ଡି ଆଜି ଉଦ୍‌ଘାଟିତ ହୋଇଯାଇଛି । ଛତାମଖନା ସମିତି ସଭ୍ୟ ସିଦ୍ଧାର୍ଥ ମିଶ୍ର ମୁଖ୍ୟଅତିଥି ରୁପେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ । ଉକ୍ତ ଉଦ୍‌ଘାଟନି ଉତ୍ସବରେ ନରେନ୍ଦ୍ର
Read More...

ରାଜ୍ୟରେ ଗତ ୨୪ ଘଣ୍ଟାରେ ୭ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୧୫୭କୁ ବୃଦ୍ଧି ପାଇଛି । ଅନୁଗୁଳ, କଟକ, ଯାଜପୁର,ଖୋର୍ଦ୍ଧା,ନବରଙ୍ଗପୁର, ପୁରୀ, ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ
Read More...

ରାଜ୍ୟରେ ଗତ ୨୪ ଘଂଟାରେ ୬୪୪ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୬୪୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭୨ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୫୭୧୩ । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୭୫ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୩୬୯ ଜଣ ଆଂଚଳିକ
Read More...

ଗଞ୍ଜାମ ଜିଲ୍ଲାର ବିକାଶର ମଡେଲକୁ ଅନୁଧ୍ୟାନ ପାଇଁ ଆସିଥିବା ଟିମ୍‌କୁ ସ୍ଵାଗତ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଜିଲ୍ଲାର ବିକାଶର ମଡେଲକୁ ଅନୁଧ୍ୟାନ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଦିଗନ୍ତ କୁମାର ରାଉତରାୟଙ୍କ ନେତ୍ତୃତ୍ୱରେ ଆସିଥିବା
Read More...

‘ମନ ମୟୁରୀ’ ପୁସ୍ତକର କବି ଲକ୍ଷ୍ମୀଧର ଦଳାଇଙ୍କ ବିୟୋଗରେ ନୀଳଚକ୍ର ପ୍ରକାଶନ ଓ ସବୁଜ ଡେଲାଙ୍ଗ ଟ୍ରଷ୍ଟର…

ଡେଲାଙ୍ଗ, (ଦିଲ୍ଲୀପକୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ମୋହନପୁର ଗ୍ରାମର ବର୍ଷିୟାନ ପଲ୍ଲୀକବି ତଥା 'ମନ ମୟୁରୀ' ପୁସ୍ତକର ସ୍ରଷ୍ଟା ଲକ୍ଷ୍ମୀଧର ଦଳାଇ (ଗୁଜୁରୀ ଭାଇ)ଙ୍କର ତା ୨୧/୦୯/୨୦୨୧ରିଖ ରାତ୍ର ୯.୩୦ମି.ସମୟେ ପରଲୋକ ଗମନ ହୋଇଯାଇ ଅଛି । ମୃତ୍ୟୁ ବେଳକୁ
Read More...