Yearly Archives

2021

ଝରଣି ପଂଚାୟତର ୧୫୦୦ ହିତାଧିକାରୀଙ୍କୁ ସ୍ୱାସ୍ଥ୍ୟ ସ୍ମାର୍ଟକାର୍ଡ ବଂଟନ

କଂଟାବାଂଜି, (ମନିଷ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଝରଣି ପଂଚାୟତର ୧୫୦୦ ହିତାଧୀକାରୀଙ୍କୁ ଗୁରୁବାର ଦିନ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବଂଟନ କରାଯାଇଛି । ଝରଣି ପଂଚାୟତ କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ପଂଚାୟତର ରାମୋଡ, ରାଉତମୁଣ୍ଡା,…
Read More...

ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ଛାତ୍ର କଂଗ୍ରେସ ସଭାପତି ଭାବେ ମନୋନୀତ ହେଲେ ଶୁଭେନ୍ଦୁ ସାହୁ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଶୁଭେନ୍ଦୁ ସାହୁ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ଛାତ୍ର କଂଗ୍ରେସ ସଭାପତି ଭାବେ ମନୋନୀତ ହୋଇଛନ୍ତି । ବୁଧବାର ଦିନ ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ଅନୁମୋଦନ କ୍ରମେ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ଛାତ୍ର କଂଗ୍ରେସର ନୂତନ…
Read More...

ଆଜି ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ରହିଥିବା ସରକାରୀ ସୂତ୍ରରେ କୁହାଯାଇଛି । ଦେଓଗାଁ ବ୍ଲକ ବଡବନ୍ଧ ଗ୍ରା.ପ.ରୁ ଜଣେ, ପାଟଣାଗଡ ଏନ୍‌ଏସିରୁ ୱାର୍ଡ ନଂ.୯ରୁ ଜଣେ, ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ୩ରୁ ଜଣେ, ବଲାଙ୍ଗିର ବ୍ଲକ…
Read More...

ସୋସିଆଲ ମିଡ଼ିଆରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନକୁ ଭୁରି ଭୁରି ପ୍ରଶଂସା

ବଲାଙ୍ଗିର, (କେପିଏନ୍‌ଏସ୍‌) : କିଛି ଦିନ ଆଗରୁ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ର ଏଲ୍‌ ଅନିଲ କୁମାର ଏବଂ ତାଙ୍କ ଭଉଣୀ ଏଲ୍‌ ଶାନ୍ତି ଏକା ସଙ୍ଗରେ ରହୁଥିଲେ । ଅନିଲ ଡାଇଲେସିସ୍‌ ପାଇଁ ବଲାଙ୍ଗିର ଡାକ୍ତରଖାନାକୁ ଆସିଥିବା ବେଳେ ତାଙ୍କର ଦେହାନ୍ତ ହୋଇଯାଇଥିଲା । ତାଙ୍କ ଭଉଣୀ ଖବର ପାଇ…
Read More...

ବିଶିଷ୍ଟ ସାହିତ୍ୟକ ଲକ୍ଷ୍ମୀଧର ଦଳେଇଙ୍କ ପରଲୋକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ମୋହନପୁର ଗ୍ରାମର ବିଶିଷ୍ଟ ସାରସ୍ୱତ ଲକ୍ଷ୍ମୀଧର ଦଳେଇ ଓରଫ ଗୁଜୁରୀ ଭାଇ(୭୧)ଙ୍କ ପରଲୋକ ଘଟିଛି । ଡେଲାଙ୍ଗ ସାହିତ୍ୟ ସଂସଦର ପ୍ରତିଷ୍ଟତା ଓ ସଭାପତି ଥ୍ରଲେ । ସେ ପ୍ରତିବର୍ଷ କବି ସମ୍ମିଳନୀ ଆୟୋଜନ କରି…
Read More...

ରକ୍ତଦାନ ଶିବିର ଆୟୋଜନ କରି ଗୋଲଡେନ୍‌ ବଏକୁ ସ୍ୱାଗତ କଲା ସଂକଲ୍ପ ପରିବାର

ବରଗଡ, (ନିରୋଜ କୁମାର ପାଣୀ) : ବିଶ୍ୱ ବିଜେତା ଗୋଲଡେନ୍‌ ବଏ ପ୍ରମୋଦ ଭଗତଙ୍କ ପାଇଁ ସାରା ବିଶ୍ୱ ଉତ୍ସାହିତ ଥିବା ବେଳେ ଜନ୍ମମାଟି ବରଗଡ଼ରେ ମଧ୍ୟ ବିପୁଳ ସ୍ୱାଗତ ଦିଆଯାଇଛି ହେଲେ ବରଗଡ଼ର ସ୍ବେଛାସେବୀ ସଙ୍ଗଠନ ସଂକଲ୍ପ ପରିବାର ନିଆରା ଢ଼ଙ୍ଗରେ ସୁନାପୁଅ ପ୍ରମୋଦଙ୍କୁ ସ୍ୱାଗତ କରିଥିଲେ ।…
Read More...

ସେବା ଓ ସମର୍ପଣ ଅଭିଯାନର ପ୍ରସ୍ତୁତି ଏବଂ ପଞ୍ଚାୟତ ସ୍ତରୀୟ ସଂଗଠନ ସମୀକ୍ଷା ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟି ତରଫରୁ ପଦ୍ମପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପାଇକମାଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସାଧାରଣ ସଂପାଦକ ସରୋଜ ପାଣିଗ୍ରାହୀଙ୍କ ଆହ୍ବାନ କ୍ରମେ ଅନୁଷ୍ଠିତ ବୈଠକରେ ଜିଲ୍ଲା ଉପସଭାପତି ସରୋଜ ସାମଲ…
Read More...

ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ ହେଲେ ଛତ୍ରପୁର ଉପଜିଲ୍ଲାପାଳ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ତହସିଲଦାର ନୀଳମାଧବ ଭୋଇଙ୍କ କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ଘଟିଛି । ଶ୍ରୀ ଭୋଇଙ୍କୁ ଛତ୍ରପୁର ଉପଜିଲ୍ଲାପାଳ ଭାବେ ପଦୋନ୍ନତି ମିଳିଛି ବୋଲି ରାଜ୍ୟ ସରକାରଙ୍କ ଠାରୁ ମିଳିଥିବା ଏକ ଆନୁଷ୍ଠାନିକ ବିଜ୍ଞପ୍ତିରେ ପ୍ରକାଶ ପାଇଛି । ଶ୍ରୀ ଭୋଇ…
Read More...

ମଉଳି ଗଲା ଟିଟିଲାଗଡ଼ ଜିଲ୍ଲା ଦାବୀ, ନିରାଶ କଲେ ମୁଖ୍ୟମନ୍ତ୍ରୀ : ସଇଁନ୍ତଲା ବ୍ଳକରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଦୀର୍ଘ ଦିନର ଦାବୀକୁ ନେଇ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ବାସୀ ଅନେକ ଆଶା ଓ ବିଶ୍ୱାସ ରଖିଥିଲେ । ଟିଟିଲାଗଡ଼ ଜିଲ୍ଲା ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୋଲି ଅନେକ ଆଶା ରଖିଥିଲେ, ହେଲେ ତାଙ୍କର ସବୁ ଆଶା ମଉଳି ଯାଇଛି ।…
Read More...

ଆନ୍ତଃଜିଲ୍ଲା ଗ୍ରାମୀଣ ହକି ପ୍ରତିଯୋଗିତା ଉଦଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) :ସାଗରିକା ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ଆନ୍ତଜିଲ୍ଲା ଗ୍ରାମୀଣ ହକି ପ୍ରତିଯୋଗିତା ସେକ୍ଟର ୧୯ସ୍ଥିତ ବେଥାନୀ ପଡିଆ ଠାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲିପ ରାୟଙ୍କ ଦ୍ବାରା ଉଦଘାଟିତ ହୋଇଯାଇଛି । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଅନ୍ତର୍ଜାତୀୟ ହକି ଖେଳାଳି…
Read More...