Yearly Archives

2021

ମୁଖ୍ୟମନ୍ତ୍ରୀଙ୍କ ଲୋକକଳା ଟ୍ରଫି-୨୦୨୧ ଉଦ୍‌ଘାଟିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ମୁଖ୍ୟମନ୍ତ୍ରୀଙ୍କ ଲୋକକଳା ଟ୍ରଫି-୨୦୨୧ ଉଦଘାଟିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାସ୍ତରୀୟ ଲୋକକଳା ପ୍ରତିଯୋଗିତାରେ ମୂଲ୍ୟାୟନ ହୋଇ ଚୟନ ହୋଇଥିବା ଶ୍ରେଷ୍ଠଦଳ ରାଜ୍ୟସ୍ତରୀୟ ଲୋକମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ମାନୀତ ହେବାର ମହତପୂର୍ଣ୍ଣ
Read More...

ସଇଁନ୍ତଲା ବ୍ଳକର ବିଭିନ୍ନ ପଞ୍ଚାୟତରେ ସ୍ମାର୍ଟ କାର୍ଡ ବଣ୍ଟନ କଲେ ମନ୍ତ୍ରୀ ଟୁକୁନି

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଧରପଗଡ଼ ପଞ୍ଚାୟତ ପରିସରରେ ଓଡ଼ିଶା ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଯୋଗଦେଇ ବିଜୁ ସ୍ୱାସ୍ଥ୍ୟ ଯୋଜନା ମାଧ୍ୟମରେ ୧୦ ଜଣଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ କରିଥିଲେ । ଏଥିରେ ସ୍ଥାନୀୟ ବିଡିଓ ଦେବାଶିଷ ସାମଲ, ସିଡିପିଓ
Read More...

ସାଲେପାଲିର ବରିଷ୍ଠ କଳାକାର ଗୁରୁବାରୁ ଷାଣ୍ଢଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ଗାଁର ବରିଷ୍ଠ ନାଟ୍ୟ କଳାକାର ତଥା ସ୍ୱେଛାସେବୀ ଗୁରୁବାରୁ ଷାଣ୍ଢ(୭୪)ଙ୍କ ଗତ ସୋମବାର ଦିନ ୧ଟା ସମୟରେ ପରଲୋକ ଘଟିଯାଇଛି । ସେ ଜଣେ କଳାକାର ଥିବା ସହ ସେବା କାର୍ଯ୍ୟ ପ୍ରତି ତାଙ୍କର ଅନେକ ଅବଦାନ ଥିଲା । ତାଙ୍କ ଶେଷ ସମୟରେ ତାଙ୍କ
Read More...

ବଜ୍ରପାତ ପ୍ରତି ସାବଧନତା କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଜ୍ରପାତ ବା ବିଜୁଳି ମାରିବା ଯୋଗୁଁ ଅନେକ ଜୀବନ ହାନୀ ହେଉଅଛି । ଏହାକୁ ଲକ୍ଷ୍ୟ କରି ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ କାଲିଝରନ ଗ୍ରାମରେ ବଜ୍ରପାତ ପ୍ରତି ସାବଧାନ ସଚେତନତା କାର୍ଯ୍ୟକ୍ରମ ରେଡକ୍ରସ କର୍ମୀଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ରେଡକ୍ରସ କର୍ମୀ
Read More...

ଓଡ଼ିଶୀ ସଂକୀର୍ତ୍ତନ ଗୁରୁଙ୍କ ସ୍ମୃତିଚାରଣ ଓ ଶ୍ରଦ୍ଧାଞ୍ଜଳି ସଭା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଗଡ଼ମୋଟରୀ ପଞ୍ଚାୟତ ଅନ୍ତର୍ଗତ କୁମୁଣ୍ଡାଳ ଗ୍ରାମର ସୁପୁତ୍ର ତଥା ସ୍ୱନାମଧନ୍ୟ ଓଡ଼ିଶୀ ସଂକୀର୍ତ୍ତନ ଗାୟକ ଦିବଂଗତ ସନାତନ ବେହେରାଙ୍କ ଚତୁର୍ଦ୍ଦଶ ଦିବସ ଉପଲକ୍ଷେ ତାଙ୍କ ନିଜସ୍ୱ ବାସଭବନ ପରିସରରେ ସ୍ୱର୍ଗୀୟ ଆତ୍ମାର ସଦ୍‌ଗତି
Read More...

ଆସନ୍ତା ଗାନ୍ଧୀ / ଶାସ୍ତ୍ରୀ ଜୟନ୍ତୀରୁ ଆୟୁଷ ଡାକ୍ତରଙ୍କ ଅସହଯୋଗ ଆନ୍ଦୋଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜ୍ୟରେ ୨୦୦୭ ମସିହାରୁ ପ୍ରାୟ ୧୪ ବର୍ଷ ଧରି ପ୍ରାୟ ୧୧୫୦ ଜଣ ଆୟୁଷ ଡାକ୍ତର ପି.ଏଚ୍‌.ସି / ସି.ଏଚ୍‌.ସି. ଆଉଟଡୋରମାନଙ୍କରେ ଠିକା କର୍ମଚାରୀ ଭାବେ କାର୍ଯ୍ୟ କରିଆସୁଛନ୍ତି । ଚାକିରିର ସ୍ଥାୟୀ ନିଯୁକ୍ତି ପାଇଁ ସରକାରଙ୍କ ଠାରେ ବାରମ୍ବାର ଦାବୀ ଉପସ୍ଥାପନ
Read More...

ଜାତି ଜନ ଗଣନା ଦାବୀରେ ଜିଲ୍ଲା ଯୁବ କୁଲୁତା ସମାଜ ପକ୍ଷରୁ ରାଷ୍ପ୍ରପତିଙ୍କୁ ଦାବୀପତ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ସଭାପତି ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ବଲାଙ୍ଗିରଙ୍କ ମାଧ୍ୟମରେ ଓବିସି ଜାତି ଜନ ଗଣନା କରିବା ଉଦ୍ଦେଶ୍ୟରେ ଭାରତର ମହାମହିମ ରାଷ୍ଟ୍ରପତି ଓ ମାନ୍ୟବର ଓଡିଶା
Read More...

ପ୍ରେମୀଯୁଗଳଙ୍କ ନିଖୋଜ ଘଟଣା : ୩ ଦିନ ପରେ ମୃତଦେହ ଉଦ୍ଧାର

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଧରମବନ୍ଦା ଥାନା ଗୋଧସ ଜଳ ପ୍ରପାତକୁ ଡେଇଁ ଗତ ୩ ଦିନ ହେବ ନିଖୋଜ ଥିବା ପ୍ରେମୀଯୁଗଳଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି । ୪୬ ଘଣ୍ଟା ପରେ ଆଜି ପ୍ରେମୀଯୁଗଳଙ୍କ ମୃତଦେହ ନୂଆପଡ଼ା ଅଗ୍ନଶମ ବିଭାଗ ଉଦ୍ଧାର କରିଛି । ମିଳିଥିବା ସୂଚନା ମୁତାବକ,
Read More...

ବିଶିଷ୍ଟ ହୋଟେଲ ବ୍ୟବସାୟୀ ରାଜେନ୍ଦ୍ର ସାହୁଙ୍କ ଶେଷକୃତ୍ୟ ସମ୍ପନ୍ନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ କଂସାରୀପଡା ନିବାସୀ ତଥା ରାଜମହଲ ଓ ରାଜ ମନ୍ଦିର ହୋଟେଲର ସ୍ୱତ୍ତାଧିକାରୀ ରାଜେନ୍ଦ୍ର ସାହୁ (୬୪)ଙ୍କ ଗତକାଲି ରାତି ଘ.୮ଟାରେ ପରଲୋକ ହୋଇଯାଇଛି । ଦୀର୍ଘ ଦିନ ହେଲା ସେ କର୍କଟ ରୋଗରେ ପୀଡିତ ହୋଇ ଭୁବନେଶ୍ୱର, ମୁମ୍ବାଇ ଓ ହାଇଦ୍ରାବାଦରେ
Read More...

ବୁଣାକାରଙ୍କ ସଚେତନତା ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ଥାନୀୟ ସମ୍ବଲପୁରୀ ବସ୍ତ୍ରାଳୟ ସ୍ଥିତ ରଙ୍ଗଘରଠାରେ ବୁଣାକାରମାନଙ୍କୁ ନେଇ ଆଜି ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ହସ୍ତତନ୍ତ ପୁଞ୍ଜି ବିକାଶ ଅନୁଷ୍ଠାନ (ସାଧକ) ଏବଂ ବରଗଡ଼ ଉପନିର୍ଦ୍ଦେଶକ ବୟନଶିଳ୍ପ କାର୍ୟ୍ୟାଳୟର ସହଯୋଗୀତାରେ ଆୟୋଜିତ
Read More...