Yearly Archives

2021

ପୂର୍ତ୍ତ ବିଭାଗର ଅବହେଳା ଯୋଗୁଁ ମାସକରେ ଗଲାଣି ୪ ଜୀବନ : ପାଇକମାଲରେ ବିଭିନ୍ନ ସଂଘ ପକ୍ଷରୁ ଆନ୍ଦୋଳନ ପାଇଁ ସଜବାଜ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସ୍ଥିତ ନୃସିଂହନାଥ ଧର୍ମଶାଳା ପରିସରରେ ନାଗରିକ କମିଟି, ବଣିକ ସଂଘ, ମାରୱାଡି ଯୁବା ମଞ୍ଚ, ସାମ୍ବାଦିକ ସଂଘ ବରିଷ୍ଠ କର୍ମକର୍ତ୍ତାମାନଙ୍କୁ ନେଇ ମନୋଜ ତ୍ରୀବେଦୀଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପାଇକମାଲ ବସ୍ତି ମଧ୍ୟରେ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଟିଟିଲାଗଡ ବ୍ଳକ ଖୋଲାନ ଗ୍ରା.ପ.ରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି ।
Read More...

ଆର୍‌ବି ହାଇସ୍କୁଲର ପ୍ଲାଟିନମ୍ ଜୁବିଲି ନିମନ୍ତେ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡ଼ାସମର ଉଚ୍ଚ ବିଦ୍ୟାଳୟ, ପଦ୍ମପୁରର ପ୍ଲାଟିନମ୍ ଜୁବିଲି ପାଳନ କମିଟିର ଏକ ସଂପ୍ରସାରିତ ବୈଠକ ବରିଷ୍ଠ ଉପସଭାପତି ମନୋରଞ୍ଜନ ସିଂ ବରିହାଙ୍କ ଅଧ୍ୟକ୍ଷତାରେ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ସଂଯୋଜକ ଡକ୍ଟର ମାନଭଞ୍ଜନ ପ୍ରଧାନ,
Read More...

ଦାଦନ ଶ୍ରମିକ ଉଦ୍ଧାର : ଦାଦନ ଚାଲାଣକାରୀଙ୍କୁ ଖପ୍ରାଖୋଲ ପୋଲିସ ଦ୍ୱାରା କୋର୍ଟ ଚାଲାଣ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଖପ୍ରାଖୋଲ ପୋଲିସ ଆଜି ସକାଳୁ ପେଟ୍ରୋଲିଙ୍ଗ କରୁଥିବା ସମୟରେ ୨୬ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଥିବା ଜଣା ପଡିଛି । ସୂଚନା ଅନୁଯାୟୀ ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ, ଏଏସ୍‌ଆଇ ଶେବନ କେରକେଟା, ହାବିଲଦାର ଏସ୍‌କେ
Read More...

ନେହେରୁ ଯୁବ କେନ୍ଦ୍ର ସଂଗଠନ ତରଫରୁ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତ ସରକାରଙ୍କ ଦ୍ଵାରା ଆରମ୍ଭ କରାଯାଇଥିବା ସ୍ୱଚ୍ଛ ଭାରତ ଅଭିଯାନ ଚଳିତ ବର୍ଷ ଅକ୍ଟୋବର ୧ ତାରିଖରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ନେହେରୁ ଯୁବ କେନ୍ଦ୍ର ସଂଗଠନ ତରଫରୁ ସାରା ଦେଶରେ ପାଳନ କରାଯାଉଅଛି । ସେହିପରି ଆଜି ନେହେରୁ ଯୁବ କେନ୍ଦ୍ର ସଂଗଠନ
Read More...

ଓବିସି ମଞ୍ଚ ପକ୍ଷରୁ ୧୨ ଘଣ୍ଟିଆ ନୂଆପଡ଼ା ଜିଲ୍ଲା ବନ୍ଦ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲାରେ ଆଗାମୀ ପଞ୍ଚାୟତ ନିର୍ବାଚନରେ ପଛୁଆ ବର୍ଗକୁ ସଂରକ୍ଷଣରେ ଅବହେଳା ଅଭିଯୋଗରେ ଜିଲ୍ଲା ବ୍ୟାପି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ସୋବାର ଦିନ ସକାଳୁ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ୧୨ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିଥବା ଜଣାପଡିଛି । ସୂଚନା
Read More...

୨୦ ବର୍ଷର କ୍ଷମତା : ସ୍ୱପ୍ନବିଭୋର ଜନତା

ରଘୁନାଥ ବାବୁ, ପେଲେସଲାଇନ, ବଲାଙ୍ଗିର ୨୦୦୧ ମସିହା ଅକ୍ଟୋବର ୭ ତାରିଖରେ ଗୁଜରାଟ ପ୍ରଦେଶର ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେଇଥିଲେ ନରେନ୍ଦ୍ର ଦାମୋଦରଦାସ ମୋଦୀ । ସେତେବେଳକୁ ସେ ବିଧାନସଭାର ସଭ୍ୟ ମଧ୍ୟ ନଥିଲେ । ରାଜ୍ୟଶାସନ ସମ୍ଭାଳିବାର କୌଣସି ପୂର୍ବ ଅଭିଜ୍ଞତା ନଥିଲା । କିନ୍ତୁ
Read More...

ବଳି ପ୍ରଥା ଏକ ସମ୍ବେଦନଶୀଳ ପ୍ରସଙ୍ଗ ଅଟେ, ଏହା ସମୟକ୍ରମେ ମାନସିକତାରେ ପରିବର୍ତ୍ତନ ଆସି ବନ୍ଦ ହେବାର ବାଟ କାଢ଼ିବ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ବଳି ପ୍ରଥା ଏକ ସମ୍ବେଦନଶୀଳ ପ୍ରସଙ୍ଗ ଅଟେ, ଏହା ସମୟକ୍ରମେ ମାନସିକତାରେ ପରିବର୍ତ୍ତନ ଆସି ବନ୍ଦ ହେବାର ବାଟ କାଢ଼ିବ ବୋଲି ଆଜି ବରଗଡ ଗାନ୍ଧୀ ସ୍ମୃତି ପାଠାଗାରରେ ବରଗଡ ସାହିତ୍ୟ ସଂସଦ ପକ୍ଷରୁ ପ୍ରଫେସର ହୃଦମଣି ପ୍ରଧାନ ସ୍ମୃତି ବକୃତା ମାଳାରେ ଆୟୋଜିତ
Read More...

ଓସାକା ହାଇଦ୍ରାବାଦ୍ ତରଫରୁ ଅନୁଷ୍ଠିତ ଭାର୍ଚୁଆଲ ନୂଆଁଖାଇରେ ପିଠାପଣା ପ୍ରତିଯୋଗିତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓସାକା ହାଇଦ୍ରାବାଦ୍ ତରଫରୁ ଅନୁଷ୍ଠିତ ଭାର୍ଚୁଆଲ ନୂଆଁଖାଇରେ ପିଠାପଣା ପ୍ରତିଯୋଗିତାରେ ସର୍ବ ଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବଲାଙ୍ଗିରର ଶ୍ରୀମତୀ ରୀନା ସାହୁଙ୍କ ବାସଭବନକୁ ଆସି ଓସାକାର ସଭାପତି ରାମକୃଷ୍ଣ ବାରିକ୍, ପୂର୍ବତନ ସଭାପତି
Read More...

ଡଃ. ଏପିଜେ ଅବଦୁଲ କଲାମ ପ୍ରଫେସନାଲ୍ ଆକ୍ଚିଭର ଆୱାର୍ଡ ସମ୍ପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ଇଣ୍ଡିଆନ ବିଉଟିସିଆନ ୱେଲଫେୟାର ଆସୋସିଏସନ୍ ଓ ହାପି ମୋମେନ୍ଟସ୍ ଇଣ୍ଡିଆର ମିଳିତ ଆନୁକୂଲ୍ୟରେ ଡଃ. ଏପିଜେ ଅବଦୁଲ କଲାମ ପ୍ରଫେସନାଲ୍ ଆକ୍ଚିଭର ଆୱାର୍ଡ କାର୍ଯ୍ୟକ୍ରମ ସ୍ଥାନୀୟ ଇଣ୍ଡୋ ଜର୍ମାନ କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ
Read More...