ସଇଁନ୍ତଲା ବ୍ଲକ୍ କାର୍ଯ୍ୟାଳୟର ସପ୍ଲାଏ ଇନ୍ସପେକ୍ଟର ନଳିନୀକାନ୍ତ ପାଲଙ୍କ ଦେହାନ୍ତ
ବଲାଙ୍ଗିର, (କେପିଏନ୍ଏସ୍) : ସଇଁନ୍ତଲା ବ୍ଲକ୍ କାର୍ଯ୍ୟାଳୟର ସପ୍ଲାଏ ଇନ୍ସପେକ୍ଟର ନଳିନୀକାନ୍ତ ପାଲ(୪୫)ଙ୍କ ଗତ ରାତି ୭ଟା ସମୟରେ ସ୍ଥାନୀୟ ଭୀମଭୋଇ ମେଡ଼ିକାଲ କଲେଜ୍ ଓ ହସ୍ପିଟାଲ୍ରେ ହୃଦ୍ଘାତରେ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ମୟୁରଭଂଜ ଜିଲ୍ଲାର ମୂଳ ବାସିନ୍ଦା ସପ୍ଲାଏ!-->…
Read More...
Read More...