Yearly Archives

2021

ଦିଲ୍ଲୀର ବାୟୁ ଏବେ ଅତ୍ୟନ୍ତ ବିପଜ୍ଜନକ : ଏକ୍ୟୁଆଇ ସ୍ତର ୪୬୬, ଡାକ୍ତରଖାନାରେ ଓପିଡ଼ି ରୋଗୀ ୨୫% ବୃଦ୍ଧି

ନୂଆଦିଲ୍ଲୀ : ଦିଲ୍ଲୀର ବାୟୁରେ ପ୍ରଦୂଷଣର ସ୍ତର ଆଜି ବି ଅତ୍ୟନ୍ତ ବିପଜ୍ଜନକ ସ୍ତରରେ ପହଞ୍ଚିଛି । ଦିଲ୍ଲୀର ଆଜିର ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ୪୬୬ ରେକର୍ଡ କରାଯାଇଛି । ଗତକାଲିର ୪୮୬ ତୁଳନାରେ ଏଥିରେ ସାମାନ୍ୟ ଉନ୍ନତି ଘଟିଛି, କିନ୍ତୁ ଏହା ଏପର୍ଯ୍ୟନ୍ତ ଅତ୍ୟନ୍ତ ବିପଜ୍ଜନକ
Read More...

ଅଁଳା ନବମୀ ଓ ରାଧା ପାଦ ଦର୍ଶନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପବିତ୍ର ଧର୍ମମାସ କାର୍ତ୍ତିକରେ ଶୁକ୍ଳପକ୍ଷ ନବମୀ ତିଥିରେ ଅଁଳା ନବମୀ ଓ ରାଧା ପାଦ ଦର୍ଶନ ଭକ୍ତ, ଶ୍ରଦ୍ଧାଳୁମାନେ ମନଷ୍କାମନା ପୁରଣ ପାଇଁ ପୂଜାର୍ଚ୍ଚନା କରିଥାନ୍ତି । ସେହି ଅନୁସାରେ ପୁରୀ ଜିଲ୍ଲା ଡେଲାଙ୍ଗର ପ୍ରସିଦ୍ଧ ବେନୁପଡା ଗାଦି ବ୍ରହ୍ମ
Read More...

ଖଲିପଥର ଗାଁର ରାସ୍ତାରେ ଜମୁଛି ପାଣି : ପାଣି ନିଷ୍କାସନ ପାଇଁ ପ୍ରଶାସନର ଅଣଦେଖା ନେଇ ଅସନ୍ତୋଷ

ବେଲପଡ଼ା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଳକ ଜୁବା ପଞ୍ଚାୟତ ଖଲିପଥର ଗାଁର ରାସ୍ତା କଡରେ ଆଣ୍ଠୁଏ ପାଣି ରହୁଥିବା ବେଳେ ଲୋକେ ଯାତାୟାତ କରୁଥିବା ବେଳେ ଅନେକ ଅସୁବିଧା ହେଉଥିବା ଅଭିଯୋଗ ହୋଇଛି । ପାଣି ନିଷ୍କାସନ ପାଇଁ ସ୍ଥାନୀୟ ପଞ୍ଚାୟତ ପ୍ରଶାସନ ଅଣଦେଖା ଯୋଗୁଁ ଲୋକେ
Read More...

ଭେଡେନ ବ୍ଳକରେ ପ୍ରବେଶ କଂଗ୍ରେସ ତରଫରୁ ବନ୍ଦ ଡାକରା

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାର ଭେଡେନ ବ୍ଳକରେ ପ୍ରବେଶ କଂଗ୍ରେସ କମିଟି ତରଫରୁ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିଦ୍ଦେର୍ଶ କ୍ରମେ ଗତକାଲି ୬ ଘଣ୍ଟା ପର୍ଯ୍ୟନ୍ତ ଭେଡେନରେ ସମସ୍ତ ଦୋକାନ ବଜାର ସ୍କୁଲ କଲେଜ ସରକାରୀ ବେସରକାରୀ ଅଫିସ ସମସ୍ତ ବନ୍ଦ କରାଯାଇଥିଲା । ରମେଶ
Read More...

ଅଧାପନ୍ତରିଆ ବାଦୀପଡା-ସଇଁନ୍ତଲା ବ୍ରିଜ ପ୍ରସଙ୍ଗ : ଭୋଟ ବର୍ଜନ କରିବାକୁ ପଞ୍ଚାୟତବାସୀଙ୍କ ଚେତାବନୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ସରକାର ଲୋକମାନଙ୍କ ଗମନା ଗମନ ସୁବିଧା ପାଇଁ ଗୁଡ଼ାଏ ଯୋଜନା କରୁଛନ୍ତି । କିନ୍ତୁ ଅବହେଳା ଯୋଗୁଁ ସରକାରଙ୍କ ଯୋଜନା ଗୁଡ଼ିକ ଫେଲ ମାରୁଥିବା ମଧ୍ୟ ଦେଖିବାକୁ ମିଳିଛି । ସ୍ଥାନୀୟ ଶାସକ ଦଳର ରାଜନେତା ତଥା ପ୍ରଶାସନିକ ଅଧିକାରୀଙ୍କ ଅଣଦେଖା ଯୋଗୁଁ
Read More...

ଜୟ ଓଡ଼ିଶା ରେଜ୍‌ ଫାଉଣ୍ଡେସନ୍‌ ଦ୍ୱାରା ‘ଧନ୍ୟବାଦ କରୋନା ଯୋଦ୍ଧା’ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଦୀର୍ଘ ୨ ବର୍ଷ ଧରି ମାନବ ସମାଜ କରୋନାର ମୂଳୋତ୍‌ପାଟନ ପାଇଁ ଲଢେଇ ଜାରି ରଖିଛି । ତେବେ ଏହି ଲଢେଇରେ ପ୍ରମୁଖ ଯୋଦ୍ଧା ପାଲଟିଛନ୍ତି ବିଭିନ୍ନ ଟୀକାକରଣ କେନ୍ଦ୍ରରେ ଦିନରାତି କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀ । ଏହି କର୍ମଚାରୀମାନେ ପ୍ରଥମ ଦିନରୁ ନିଜର ଜୀବନକୁ
Read More...

ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଜିଲ୍ଲା ଗସ୍ତ ପାଇଁ ବ୍ୟାପକ ପ୍ରସ୍ତୁତି

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବରଗଡ଼ ଜିଲ୍ଲା ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । ବିଜେପୁର ନିକଟସ୍ଥ ଏମ ଗଣ୍ଡପାଲିଠାରେ ଥିବା ମିନି ଷ୍ଟାଡିୟମଠାରେ ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି
Read More...

ମମିତା ମେହେର ହତ୍ୟାକାଣ୍ଡ ପ୍ରତିବାଦରେ ନୂଆପଡା ଜିଲ୍ଲା କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ବନ୍ଦ ପାଳନ

ନୂଆପଡା, (ନିରାକାର ମେହେର) : ମମିତା ମେହେର ହତ୍ୟାକାଣ୍ଡ ପ୍ରତିବାଦରେ ୬ ଘଣ୍ଟିଆ ବନ୍ଦ ପାଳନ କରିଛି ନୂଆପଡା ଜିଲ୍ଲା କଂଗ୍ରେସ । ଗୁରୁବାର ଏ ବାବଦରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଥିଲା । ଏହାସହ ଜିଲ୍ଲାର ବିଭିନ୍ନ ସ୍ଥାନରେ ମାଇକ ମାଧ୍ୟମରେ
Read More...

କୋମନା ଅଞ୍ଚଳରେ ହାତୀ ଉପଦ୍ରବ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲାର କୋମନା ବ୍ଲକ ଆଗ୍ରେନ ଗାଁ ନିକଟ ଛତା ସଂରକ୍ଷିତ ଜଙ୍ଗଲରେ ଗତ ୪ ଦିନ ହେଲା ୧୧ଟି ହାତୀ ଦଳ ଅଛନ୍ତି । ରାତିରେ ଆଗ୍ରେନ ଗାଁର ୨୦ରୁ ଉର୍ଦ୍ଧ୍ବ ଚାଷୀଙ୍କ ଅମଳକ୍ଷମ ଧାନକୁ ଖାଇ ଦଳିଚକଟି ଦେଇ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଚାଷୀଙ୍କୁ
Read More...

ଗ୍ରାମ୍ୟଦେବୀଙ୍କ ଜମି ହଡପ ମାମଲା : ସଂପୃକ୍ତ ଅଫିସରଙ୍କ ବିରୋଧରେ ୪୨୦ ମାମଲା ରୁଜୁ ପାଇଁ ଦାବୀ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଶ୍ରୀ ଶ୍ରୀ ଗ୍ରାମ୍ୟଦେବୀ ମା' ସମଲେଶ୍ୱରୀ ମନ୍ଦିର ଜମି ହଡପ କେଲେଙ୍କାରୀରେ ସଂପୃକ୍ତ ଥିବା ଆମୂଲ୍ୟ ଚୂଳ ସମସ୍ତ ଅଫିସରଙ୍କ ବିରୋଧରେ ପ୍ରଥମେ ୪୨୦ ମାମଲା ରୁଜୁ କରାଯିବା ସହ ଜମି ହଡପ ନେଇ ବରଗଡ଼ ଜିଲ୍ଳାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଉ ବୋଲି ବରଗଡ଼
Read More...