Monthly Archives

September 2021

ମେଡିକାଲକୁ ସାଂସଦଙ୍କ ପରିଦର୍ଶନ : ବଲାଙ୍ଗିରର ସ୍ୱାସ୍ଥ୍ୟ ବ୍ୟବସ୍ଥା ସୁଦୃଢ କରିବାକୁ ସମସ୍ତ ଉଦ୍ୟମ କରାଯିବ –…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ସାଂସଦ ସ୍ଥାନୀୟ ଭୀମ ଭୋଇ ମେଡିକାଲକୁ ପରିଦର୍ଶନ କରି ସ୍ୱାସ୍ଥ୍ୟ ସେବାର ଅସଲ ସ୍ଥିତିର ଅନୁଧ୍ୟାନ କରିଛନ୍ତି । ପୂର୍ବାପେକ୍ଷା ସ୍ଥିତିରେ ଅନେକ ସୁଧାର ଆସିଥିବା ବେଳେ ପ୍ରତ୍ୟହ ଏହି ସେବା ଜାରି ରଖିବାକୁ ସାଂସଦ ନିର୍ଦ୍ଦେଶ ଦେଇଛନ୍ତି ।
Read More...

ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ଗୁଡିଆ ସମାଜର ଦାବୀପତ୍ର : ଜାତି ଭିତ୍ତିକ ଜନଗଣନା ସହ ୨୭ ପ୍ରତିଶତ ସଂରକ୍ଷଣ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ମଧୁବୈଶ୍ୟ(ଗୁଡିଆ) ସମାଜର ବୈଠକରେ ପୂର୍ବ ନିଷ୍ପତ୍ତି ଅନୁଯାୟୀ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ମାଧ୍ୟମରେ ସମାଜ ତରଫରୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଦାବୀପତ୍ର ଅନୁସାରେ ମଣ୍ଡଳ ଆୟୋଗ ଅନୁଯାୟୀ ଓବିସି ସଂଖ୍ୟା ୫୨
Read More...

ବିଜୁ ଜନତା ଦଳରୁ ନିଳମ୍ବିତ ହେଲେ ବିଧାୟକ ପ୍ରଶାନ୍ତ କୁମାର ଜଗଦେବ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଚିଲିକା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରଶାନ୍ତ କୁମାର ଜଗଦେବଙ୍କୁ ବିଜୁ ଜନତା ଦଳରୁ ନିଳମ୍ବିତ କରାଯାଇଥିବା ସୂଚନା ମିଳିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏ ସମ୍ପର୍କରେ ଏକ ପତ୍ର ଜାରି ହୋଇଥିବା ସୂଚନାରୁ ପ୍ରକାଶ ।
Read More...

ବରଗଡର ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ନେଇ ସିଡିଏମ୍‌ଓଙ୍କୁ ସାକ୍ଷାତ କଲା ଚେତନା ପ୍ରତିନିଧି ଦଳ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ବରଗଡର ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ନେଇ ସିଡିଏମ୍‌ଓଙ୍କୁ ସାକ୍ଷାତ କଲା ବରଗଡର ଅଗ୍ରଣୀ ସାମାଜିକ ସଂସ୍ଥା ଚେତନାର ପ୍ରତିନିଧି ଦଳ । ଚେତନାର ସଭାପତି ଆଇନଜୀବୀ ଶିରିଶ ବଲ୍ଲଭ ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ
Read More...

ଭତ୍ତା ଓ ଆବାସ ଯୋଜନା ସାତ ସପନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବିଜେପୁର ବ୍ଲକ ଗଣ୍ଡପାଲି ପଞ୍ଚାୟତ ଧୁମାପାଲି ଗ୍ରାମର ସୁମିତ୍ରା ରାୟଙ୍କ ସ୍ୱାମୀ ଆରପାରିକୁ ଚାଲିଗଲା ପରେ ଦୀର୍ଘ ଏକ ବର୍ଷ ହେଲା ବାରମ୍ବାର ଭତ୍ତା ଓ ଘର ଖଣ୍ଡେ ପାଇଁ କାକୁତି ମିନତି ହେଲେ ମଧ୍ୟ କିଛି ଫଳପ୍ରଦ ମିଳୀନଥିବା ଅଭିଯୋଗ
Read More...

ବରଗଡ଼ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଅଲ୍ଟ୍ରାସାଉଣ୍ଡ ବ୍ୟବସ୍ଥା ନଥିବାରୁ ରୋଗୀ ହଇରାଣ ହେଉଥିବା ଅଭିଯୋଗ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ମୁଖ୍ୟ ଚିକତ୍ସାଳୟ, ଟୁକୁର୍ଲ୍ଲା ଠାରେ ଅଲ୍ଟ୍ରାସାଉଣ୍ଡ ବ୍ୟବସ୍ଥା ନଥିବାରୁ ଗୁରୁତର ରୋଗୀ ବହୁ ହଇରାଣ ହେଉଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁସାରେ ଅଲ୍ଟ୍ରାସାଉଣ୍ଡ କରିବାକୁ ହେଲେ ବରଗଡ଼ ସହର ମଧ୍ୟରେ ଥିବା ପୁରୁଣା ଜିଲ୍ଲା ମୁଖ୍ୟ
Read More...

‘ମୁହୁରୀ’ ୟୁଟ୍ୟୁବ ଚ୍ୟାନାଲ ପକ୍ଷରୁ ‘ଭାବର୍‌ ଧାର୍‌’ ଧାରାବାହିକର ପ୍ରମୋ ଭିଡିଓ ଉନ୍ମୋଚନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଶ୍ଚିମ ଓଡିଶାରେ ପାଳିତ ବିଭିନ୍ନ ପର୍ବପର୍ବାଣୀ ଆଧାରରେ ଏ ମାଟିର ସଂସ୍କୃତି ଓ ସ୍ୱାଭିମାନକୁ ଦୂରଗାମୀ କରିବା ପାଇଁ ‘ମୁହୁରୀ’ ପ୍ରଡକ୍ସନ ପକ୍ଷରୁ ବର୍ଷବ୍ୟାପୀ ଧାରାବାହିକ ନିର୍ମାଣ ପରିକଳ୍ପନାକୁ ଏ ମଧ୍ୟରେ ସଫଳତାରେ ରୂପାୟିତ କରାଯାଇଛି । ଆସନ୍ତା ୧୦
Read More...

ବିବାହିତା ମହିଳାଙ୍କୁ ନ୍ୟାୟ ଦାବୀରେ ସର୍ବଭାରତୀୟ ବିଝାଂଲ ସମାଜ ପକ୍ଷରୁ ପାଟଣାଗଡ ଏସ୍‌ଡିପିଓଙ୍କୁ ଦାବୀପତ୍ର ପ୍ରଦାନ

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଅଚଂଳରେ ଜଣେ ବିବାହିତା ମହିଳାଙ୍କୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ୫ ମାସ ଧରି ଏକାଠି ରହିବା ପରେ ପୁଣି ପ୍ରତାରଣା ଦେବା ଅଚଂଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଯାହାକୁ ନେଇ ଆଜି ସର୍ବଭାରତୀୟ ବିଂଝାଲ ସମାଜ ପକ୍ଷରୁ
Read More...

ପଥରରେ ତିଆରି ଜଗନ୍ନାଥ, ସୁଭଦ୍ରା ଓ ବଳଭଦ୍ରଙ୍କ ବିଗ୍ରହ : ସ୍ୱପ୍ନାଦେଶ ପରେ ମାଟି ଖୋଲିବାରୁ ବାହାରିଥିଲେ ଶ୍ରୀଜୀଉ

ତୁଷୁରା, (ଅଜିତ କୁମାର ସାହୁ) : ପୁରୀ ଶ୍ରୀକ୍ଷେତ୍ରଠାରୁ ଆରମ୍ଭ କରି ରାଜ୍ୟରେ ଥିବା ଛୋଟ ବଡ଼ ସବୁ ଜଗନ୍ନାଥ ମନ୍ଦିରରେ କାଠରେ ତିଆରି ମୂର୍ତି ପୂଜା ପାଉଥିବା ଦେଖିବାକୁ ମିଳିଥାଏ । କିନ୍ତୁ ପଥରରେ ତିଆରି ଜଗନ୍ନାଥ, ସୁଭଦ୍ରା ଓ ବଳଭଦ୍ରଙ୍କ ବିଗ୍ରହ ପୂଜା ପାଇବା ଅତ୍ୟନ୍ତ ବରିଳ । ତେବେ
Read More...

ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଦ୍ୱାରା କୋଭିଡ୍‌ ବୁଲେଟିନ୍‌ ପ୍ରଦାନ : କୋଭିଡ୍‌ ଗାଇଡ୍‌ ଲାଇନ୍‌ ମାନି ଚଳିବାକୁ ପରାମର୍ଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଚଞ୍ଚଳ ରାଣା କୋଭିଡ୍‌ ବୁଲେଟିନ୍‌ ପ୍ରଦାନ କରିଛନ୍ତି । ସେ କହିଛନ୍ତି, କୋଭିଡ୍‌ ସଂକ୍ରମଣ ଓଡ଼ିଶାରେ କମିବାରେ ଲାଗିଥିବା ବେଳେ ବଲାଙ୍ଗିର ଜିଲ୍ଲାରେ ମଧ୍ୟ ଅନେକ ମାତ୍ରାରେ ସଂକ୍ରମଣ କମିଛି । କିନ୍ତୁ
Read More...