Monthly Archives

September 2021

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଥିବା ସୂଚନା ମିଳିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୦୭୮ ଜଣକୁ ବୃଦ୍ଧି ପାଇଛି । ଅନୁଗୁଳ ଜିଲ୍ଲାରୁ ୩ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୨ଜଣ, ଯାଜପୁର,
Read More...

ଗତ ୨୪ ଘଂଟାରେ ରାଜ୍ୟରେ ୭୭୧ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୭୭୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୧୭ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭୦୪୨ । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୪୮ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୩୨୩ ଜଣ ଆଂଚଳିକ
Read More...

ଶୁଣିଲାନି ପ୍ରଶାସନ : ଡ୍ରେନ ମରାମତି କଲେ ଗାଁ ଗୌନ୍ତିଆ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଗାଁର ୭ନମ୍ବର ୱାର୍ଡରେ ଡ୍ରେନ ପୋତି ହୋଇ ଯାଇଥିବାରୁ ଦୀର୍ଘ ୨ ମାସ ହେଲା ଗାଁ ଦାଣ୍ଡରେ ନର୍ଦ୍ଦମା ପାଣି ବୋହି ଯାଉଥିଲା । ଏ ନେଇ ୭ ନମ୍ବର ୱାର୍ଡର ଜନସାଧାରଣ ଓ ସରପଞ୍ଚ ଗାଇସିଲେଟ ବିଡ଼ିଓଙ୍କ
Read More...

ଅଟୋ-ବାଇକ ମୁହାଁମୁହିଁ ଧକ୍କା : ଜଣେ ଗୁରୁତର, ଚାରି ଆହତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଘୁ. ଉଦୟଗିରିରେ ଏକ ଅଟୋ ସହିତ ବାଇକର ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଗୁରୁତର ହୋଇ ଥିବା ବେଳେ ଚାରି ଜଣ ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଘଟଣାରୁ ପ୍ରକାଶ ଯେ, କଳିଙ୍ଗା
Read More...

ଲୁହା ଛଡ଼ ରଖୁଥିବା ସମୟରେ ଘଟିଲା ଅଘଟଣ : ୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସିବାରୁ ଚାଲିଗଲା ଜୀବନ

କେନ୍ଦୁଝର : ଲୁହା ଛଡ଼ ରଖୁଥିବା ସମୟରେ ୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇଥିବା ଖବର ମିଳିଛି । ମୃତକ ହେଲେ ପାଟଣା ଥାନା ଏରେଣ୍ଡେଇ ପଞ୍ଚାୟତ ରେଙ୍ଗାଳବେଡା ଗାଁର ସୁନ୍ଦର ମୁର୍ମୁ । ଦୁଇ ଗୁରୁତର ହେଲେ ସ୍ୱାମ୍ ଗ୍ରାମର
Read More...

ମରୁଡି ପରସ୍ଥିତି ଅନୁଧ୍ୟାନ କଲେ ବିଜେପିର ଉଦନ୍ତୀ ମଣ୍ଡଳ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ସିନାପାଲି ବ୍ଲକରେ ବିଜେପି ମରୁଡି ଅନୁଧ୍ୟାନକାରୀ ଦଳ ପହଞ୍ଚି ମରୁଡି ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି । ରାଜ୍ୟ କାର୍ଯ୍ୟକାରୀଣୀ ସଦସ୍ୟ ଶିବ ପ୍ରଶାଦ ମୁଣ୍ଡଙ୍କ ନେତୃତ୍ୱରେ ମରୁଡି ପ୍ରଭାବିତ ଅଞ୍ଚଳ ପରିଦର୍ଶନ
Read More...

ଦେଶୀ ମଦ ଜବତ୍ ସହ ଜଣେ ଗିରଫ

ସିନାପାଲି, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗଣ୍ତାବାହାଲି ପଞ୍ଚାୟତ ଗମ୍ଭାରୀଗୁଡା ଗ୍ରାମରେ ବେଆଇନ ଭାବେ ଦେଶୀ ମଦ ବିକ୍ରି କରୁଥିବା ଅଭିଯୋଗରେ ସିନାପାଲି ଅବକାରୀ ବିଭାଗ ଚଢାଉ କରି ୧୫ ଲିଟର ଓଏସ୍ ଲିକର୍ (ଦେଶୀ ମଦ ପାଉଚ୍) ଜବତ୍ କରି ଜଣକୁ ଗିରଫ
Read More...

ଚମାଖଣ୍ଡି ଥାନା କୋଟବଗଡ ଗ୍ରାମରେ ୧୦ ମାସର ଶିଶୁ ପୁତ୍ର ଓ ସ୍ତ୍ରୀକୁ ହତ୍ୟା ପରେ ସ୍ଵାମୀର ଆତ୍ମହତ୍ୟା ଅଭିଯୋଗ :…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଳକ୍ ଅଧିନସ୍ଥ ଚମାଖଣ୍ଡି ଥାନା ଅନ୍ତର୍ଗତ ତଳ ପୁଟବଗଡ଼ ଗ୍ରାମରେ ସ୍ତ୍ରୀ ଓ ପୁଅକୁ ଆରୀ ବ୍ଲେଡ ଅର୍ଥାତ ଏକ୍ସ-ରା ବ୍ଲେଡ଼ରେ କାଟି ସ୍ୱାମୀ ଆତ୍ମହତ୍ୟା କରିଥିବା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।
Read More...

ବଲାଙ୍ଗିରରେ ପ୍ରତିଷ୍ଠା ହେବାକୁ ଥିବା ସ୍ମାର୍ଟ ପାର୍କର ପରୀକ୍ଷାମୂଳକ ଡିଜାଇନ୍ ଓ ବୈଶିଷ୍ଟ୍ୟକୁ ପ୍ରଶଂସା କଲେ ଅର୍କେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ପ୍ରତିଷ୍ଠା ହେବାକୁ ଥିବା ସ୍ମାର୍ଟ ପାର୍କର ପରୀକ୍ଷାମୂଳକ ଡିଜାଇନ୍ ଓ ବୈଶିଷ୍ଟ୍ୟକୁ ପ୍ରଶଂସା କରିଛନ୍ତି ଯୁବନେତା ଅର୍କେଶ ନାରାୟଣ ସିଂହଦେଓ । ଏଭଳି ଅନନ୍ୟ ଉଦ୍ୟମ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ବଲାଙ୍ଗିର ଜିଲ୍ଲା ପ୍ରଶାସନର
Read More...

ଦେଓଗାଁ ଚିନିକଳ କାର୍ଯ୍ୟକ୍ଷମ ଦାବୀ ନେଇ ଅଷ୍ଟମ ଦିନରେ ଅନିଶ୍ଚିତତା ଧାରଣା : ଧାରଣା ବଡ ରୂପ ନେଲେ ଫଳପ୍ରଦ ହେବ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ସ୍ଥିତ ବିଜୟାନନ୍ଦ ଚିନିକଳକୁ କାର୍ଯ୍ୟକ୍ଷମ କରିବା ଦାବୀ ନେଇ ଭିଲେଜର୍ସ ଇଣ୍ଡିଆ ପାର୍ଟି, ଓଡ଼ିଶା ପକ୍ଷରୁ ହେଉଥିବା ଅନିଶ୍ଚିତକାଳୀନ ଧାରଣା ବୁଧବାର ଦିନ ଅଷ୍ଟମ ଦିନରେ ପହଞ୍ଚିଛି । ସଂଘ ପକ୍ଷରୁ ବିପିନ୍ କୁଶଲିଆ, ରାଜେଶ ବଗର୍ତ୍ତି, ପ୍ରକାଶ
Read More...